ଶିବସେନା ନେତା ସଞ୍ଜୟ ରାଉତ “ହାଲକଟ ଜବାନୀ” ଗୀତରେ ନାଚୁଛନ୍ତି କି?

ବର୍ତ୍ତମାନ ଶିବସେନା ଏବଂ କଙ୍ଗନା ରଣାୱତଙ୍କ ମଧ୍ୟରେ କଳହ ପାଇଁ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓ  ସାଂସଦ ସଞ୍ଜୟ କୁମାରଙ୍କ ନାମରେ ଭାଇରାଲ ହେବାରେ ଲେଗିଛି।  ଯେଉଁଥିରେ ଜଣେ ବ୍ୟକ୍ତି ନାଚୁଥିବାର ଦେଖା ଯାଉଛନ୍ତି। ଏହି ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ସଞ୍ଜୟ ରାଉତ ଅଟନ୍ତି ବୋଲି ଦାବି କରାଯାଉଛି।  9 ସେପ୍ଟେମ୍ବରରେ Udayanath Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଅସ୍ତ୍ର ତ୍ରୁଟିର ଦୃଶ୍ୟ ଚୀନ ସେନାର ଅଟେ? ଜାଣନ୍ତୁ ସତ୍ୟ।

ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ସମୟରେ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ ଗୋଟିଏ ଭିଡିଓ ଫେସବୁକରେ ଭାଇରାଲ ହେଉଛି ଯେଉଁଥିରେ ଦେଖିବା କୁ ମିଳିଛି ଯେ ଜଣେ ସୈନ୍ୟ ଯବାନ ଗୋଟିଏ ଖୁଲା ପଡ଼ିଆରେ ଏନ୍ଟି  ଏୟାରକ୍ରାଫ୍ଟ ଗନ୍ ଚଲାଉଛନ୍ତି। ଗନ୍ ଚଲାଇଲା ପରେ ଗନ୍ ରୁ ବାହାରି ଥିବା ରକେଟ ଆକାଶକୁ ନଜଯାଇ ଜମିରେ ଖସି ପଡ଼ିଲା। 13 ସେପ୍ଟେମ୍ବରରେ […]

Continue Reading