କ’ଣ ଭିଡିଓରେ ମାରପିଟ ହେଉଥିବା ଲୋକେ ଶିବ ସେନା ଦଳର କାର୍ଜ୍ୟକର୍ତା ଅଟନ୍ତି? ଜାଣନ୍ତୁ ସତ୍ୟ।
ବିଗତ କିଛି ଦିନରୁ ଶିବ ସେନା ଦଳ ଗଣମାଧ୍ୟମରେ ଖୁବ ଚର୍ଚାରେ ରହିଛି। କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ମୁମ୍ବାଇରେ ରହୁ ଥିବା ଜଣେ ଭାରତୀୟ ନୌସେନା ଅଫିସର ମଦନ ଶର୍ମାଙ୍କୁ ଆକ୍ରମଣ କରିବା ଅଭିଯୋଗ ମଧ୍ୟ ସାମନାକୁ ଆସିଛି। ଏହି ଘଟଣା ନେଇ ଆଉ ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ମାହାରାଷ୍ଟ୍ର ପୋଲିସ ଉପସ୍ଥିତିରେ ଶିବ ସେନା କାର୍ଜ୍ୟକର୍ତା ଗୋଟିଏ ଲୋକ ଉପରେ ଆକ୍ରମଣ କରିଛନ୍ତି। […]
Continue Reading