ଇନଫୋସିସ୍ ଫାଉଣ୍ଡେସନ୍ ଚେୟାରମ୍ୟାନ୍ ସୁଧା ମୁର୍ତ୍ତୀ ବର୍ଷକୁ ଥରେ ପନିପରିବା ବିକ୍ରି କରନ୍ତି କି?

14 ସେପ୍ଟେମ୍ବରରେ Girl Children ନାମକ ଏକ ଫେସବୁକ ପେଜରେ ଇନଫୋସିସ୍ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ସୁଧା ମୂର୍ତ୍ତିଙ୍କ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ କିଛି ପନିପରିବା ବିକୁଥିବା ଭଳି ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଇନଫୋସିସ୍ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ସୁଧା ବ୍ୟକ୍ତିଗତ ଅହଙ୍କାରଠାରୁ ନିଜକୁ ଦୂରେଇ ରଖିବା ପାଇଁ ମଝିରେ ମଝିରେ ନିଜେ ହିଁ ପରିବା ବିକନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଅବିଶ୍ୱସନୀୟ ହେଲେ ମଧ୍ୟ ସତ୍ୟ !ବ୍ୟକ୍ତିଗତ ଅହଙ୍କାରଠାରୁ […]

Continue Reading

କ’ଣ ଭାଇରାଲ ଭିଡିଓରେ କଙ୍ଗନା ରଣାୱତ ବିହାର ନିର୍ବାଚନ ସରିଲେ ମନାଲିରେ ମଦ ପିଇ ଉପଭୋଗକରିବା କଥା କହିଛନ୍ତି କି?

ବଲିଉଡ ସ୍ଟାର ସୁଶାନ୍ତ ମୃତ୍ୟୁ ମାମଲାରେ କଙ୍ଗନା ରାଣାୱତ ଜେବେଠାରୁ ନିଜ ମତ ରଖିଛନ୍ତି , ସେବେଠାରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଛି। ତାଙ୍କର କିଛି ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ ହେଉଛି। ଯାହାକୁ ଅଲଗା ଅଲଗା ଦାବିରେ ଭାଇରାଲ କରାଯାଉଛି। 18 ସେପ୍ଟେମ୍ବରରେ Pasa Gaan ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ କଙ୍ଗନାଙ୍କ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଦାବି କରିଛନ୍ତି ଯେ, କଙ୍ଗନା ଭିଡିଓରେ କହୁଛନ୍ତି , […]

Continue Reading

କ’ଣ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନବୀନ ପଟନାୟକଙ୍କ ଫୋଟୋ ପୁରସ୍କାରରେ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୨୭ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟନାୟକଙ୍କ ଫୋଟୋ ଧରି ଚିଡ଼ା ହେଇଛନ୍ତି। ନବୀନ ପଟନାୟକଙ୍କ ଏହି ଫୋଟୋ ଉପରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ ବୋଲି ଲେଖା ଯାଇଅଛି।  Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା […]

Continue Reading