କ’ଣ ବିଜେପି ପ୍ରବକ୍ତା ଏବଂ ସାଂସଦ ଅପରାଜିତା ସଡ଼ଙ୍ଗି ଗାନ୍ଧୀଜିଙ୍କ ଅପମାନଜଣକ ନାମ ବ୍ଯବହ୍ରୁତ କରିଛନ୍ତି? ଜାଣନ୍ତୁ ସତ୍ୟ।
ବିଗତ କିଛି ଦିନ ତଳେ ବିଜେପି ସାଂସଦ ଅପରାଜିତା ସଡ଼ଙ୍ଗିଙ୍କ ଜନ୍ମଦିନ ଅବସରରେ ପାର୍ଟି କାର୍ଜ୍ଯାଲୟରେ ଉତ୍ସବ ପାଳନ କରା ଯାଇଥିଲା। କିନ୍ତୁ ଏହା ପରେ ଚର୍ଚା ଉଠିଥିଲା ଯେ ଏହି ଉତ୍ସବରେ କୋଭିଡ୍ ନିୟମ ପାଳନ କରା ଯାଇନଥିଲା। ଏହା ନେଇ ବିଏମସି ଅପରାଜିତା ସଡ଼ଙ୍ଗିଙ୍କର କାର୍ଜ୍ଯାଲୟ ସିଲ୍ କରି ଦେଇଛି। ଏହି ଘଟଣା ନେଇ ଅପରାଜିତା ସଡ଼ଙ୍ଗି ଗଣମାଧ୍ୟମ ସାମନା’କୁ ଆସି ନିଜ ପ୍ରତିରକ୍ଷାରେ କହିଥିଲେ। ପୋଷ୍ଟ କରା ଯାଇଥିବା’ରେ ଅପରାଜିତା ସଡ଼ଙ୍ଗି ଗାନ୍ଧୀଜିଙ୍କ […]
Continue Reading