କ’ଣ ଏହି ଫୋଟୋ ସଞ୍ଜୟ ସିନ୍ଧେଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ହେଇହିବା ଘଟଣାର ଫୋଟୋ କି? କ’ଣ ପାଳଘର ସାଧୁଙ୍କ ହତ୍ୟା ପଛରେ ସଞ୍ଜୟ ସିନ୍ଧେଙ୍କର ହାତ ଥିଲା? ଜାଣନ୍ତୁ ସତ୍ୟ।

କିଛି ମାସ ତଳେ ପାଳଘରରେ ଦୁଇ ସାଧୁଙ୍କୁ ସେଠିକ୍କାର ଲୋକେ ମିଶି ହତ୍ୟା କରିଥିବା ଘଟଣା ଘଟି ଥିଲା। ମୁମ୍ବାଇରୁ ସୁରତ ଜାଊଥିବା ସମୟରେ ଦୁଇ ସାଧୁ ଏବଂ ତାଙ୍କ ଦ୍ରାଭରଙ୍କୁ ହତ୍ୟା କରିଥିଲେ। ରାତ୍ରିରେ ଗାଁରେ ସୋଇଥିବା ସୋଇଥିବା ସମୟରେ ଲୋକେ ବିଭିନ୍ନହତ୍ୟାର ନେଇ ତାଙ୍କଉପରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣା ନେଇ ଗୋଟିଏ ପୋଷ୍ଟ ବରତମାନ ଶୋଷସିଆଲ ମିଡିଆରେ ଭାଇରାଲ ହେଉଛି।  ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ପୋଷ୍ଟର ଦାବିର ଅନୁସନ୍ଧାନ […]

Continue Reading