ଚିଲର ରାଜଧାନୀ ସାଣ୍ଟିଆଗୋରେ ବାମପନ୍ଥୀମାନେ କବଜା କରିଛନ୍ତି କି ?

ବାମପନ୍ଥୀ କୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା କରାଯାଇଥାଏ। ହିନ୍ଦୁ ମୁସ୍ଲିମ ତଥା ଜାତିବାଦର ଏହି ଚର୍ଚ୍ଚା                      ଦିନ କୁ ଦିନ ବଢ଼ିବାରେ ଲେଗିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ପ୍ରଦର୍ଶନ କରୁଥିବାର ଦେଖା ଯାଉଛନ୍ତି। ଫଟୋ ସହ ଦାବି କରାଯାଉଛି ଯେ, ଚିଲିର ରାଜଧାନୀ ସାଣ୍ଟିଆଗୋରେ ବାମପନ୍ଥୀଙ୍କ ଦଖଲ। ଆମ ଅନୁସନ୍ଧାନରେ  […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ବର୍ତମାନ ହେଇଥିବା ଦୁଷ୍କର୍ମ ପାଇଁ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ସରକାରଙ୍କୁ ଅଭିଯୋଗ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୫ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋସ୍ତ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛିଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ହାଉଥିବା ଦୂଷକର୍ମ ପାଇଁ ବିଜେପି ସରକାର ଆଉ ଯୋଗୀ ଆଦିତ୍ୟନାଥଙ୍କୁ ଅଭିଯୋଗ ଦେଉଛନ୍ତି। ଏହି ଭିଡିଓରେ ମୋଦିଜି କହୁଛନ୍ତିଯେ ଜଣେ ଦଳିତ ଝିଅ ସହିତ କିଛି ଲୋକେ ଗଣଦୁଷ୍କର୍ମ କରିଛନ୍ତି। କିନ୍ତୁ ସେଠିକାର ସରକାର ଏବଂ ପୋଲିସ ଏଏହି ଘଟଣାକୁ ଲୁଚାଇବାରେ ଲାଗିଛି, କାରଣ ଏଏହି କଥା ସାମନାକୁ ଆସିଲେ ଭୋଟ୍ ଗଣନା […]

Continue Reading

ପୁରୁଣା ଫଟୋକୁ ତୁର୍କୀରେ ହୋଇଥିବା ଭୁକମ୍ପର ଦାବିରେ ଭାଇରାଲ କରାଯାଉଛି।

ତୁର୍କୀରେ ଗତ କିଛି ଦିନ ତଳେ ଭୂମିକମ୍ପ ହେବାର ଖବର ସାମ୍ନାକୁ ଆସିଥିଲା। ଏହା ସହ କିଛି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ଫଟୋ ମଧ୍ୟରୁ କିଛି ପୁରୁଣା ଫଟୋକୁ ବର୍ତ୍ତମାନର ତୁର୍କୀ ଭୂମିକମ୍ପର କହି ଭାଇରାଲ କରାଯାଉଥିବାର ପାଇଲୁ।  30 ଅକ୍ଟୋବରରେ Milan Pradhan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭୂମିକମ୍ପର କିଛି ପୋଷ୍ଟ କରିଥିଲେ। ଏବଂ ପୋଷ୍ଟରେ ଦାବି କରିଛନ୍ତି […]

Continue Reading

କେରଳ କଲେଜରେ ଜିନ୍ସ ନିଷେଧ ହେବାପରେ ଝିଅମାନେ ଲୁଙ୍ଗି ପିନ୍ଧି କଲେଜ ପହଞ୍ଚିଥିଲେ କି?

ମହିଳାଙ୍କ ପୋଷାକ କୁ ନେଇ ସୋସିଆଲ ମିଡିଆରେ ଆଲୋଚନା କରାଯାଇଥାଏ। ତେବେ ଏହି ଆଲୋଚନା ମଧ୍ୟରେ କିଛି ଫଟୋ ଏବଂ ଭିଡିଓ ଭାଇରାଲ କରାଯାଇଥାଏ। ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ କିଛି ଝିଏ ଲୁଙ୍ଗି ପିନ୍ଧି ଛିଡ଼ା ହୋଇଥିବାର ଦେଖାଯାଉଛନ୍ତି। ଫଟୋ ସହ ଦାବି କରାଯାଉଛି ଯେ, କେରଳରେ କଲେଜ ଝିଅଙ୍କୁ ଜିନ୍ସ ପିନ୍ଧିବାରେ ରୋକ ଲଗାଯିବାରୁ ଝିଅମାନେ ଲୁଙ୍ଗି ପିନ୍ଧି ଏହାର ପ୍ରତିବାଦ କରୁଛନ୍ତି।  ଆମ ଅନୁସନ୍ଧାନରେ  ଫଟୋ […]

Continue Reading

କ’ଣ ଫ୍ରାନ୍ସରେ ପୋଲିସ ପାଣି ତୋପ ବ୍ୟବହାର କରି ମୁସଲମାନ ଲୋକଙ୍କୁ ରାସ୍ତାରୁ ହଟାଉଛନ୍ତି? ଜାଣନ୍ତୁ ସତ୍ୟ।

ଫ୍ରାନ୍ସରେ ଜଣେ ଶିକ୍ଷକଙ୍କ ହତ୍ୟା ହେବା ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ରାସ୍ତାରେ ପ୍ରାର୍ଥନା କରୁଥିବା ସମୟରେ ପୋଲିସ ଆସି ତାଙ୍କ ଉପରେ ପାଳି ତୋପରେ ପ୍ରହାର କରିଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିର ଅନୁସନ୍ଧାନ କରି  ଏହାକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୯ ଅକ୍ଟୋବରରେ ଜଣେ ଟୁଇଟର ୟୁଜର ନିଜ ଟୁଇଟର ହଣ୍ଡେଲରେ […]

Continue Reading