କ’ଣ ଏହି ଫୋଟୋରେ ସଲମାନ ଖାନ ମୁମ୍ବାଇ ପୋଲିସ ସହିତ ବସିଛନ୍ତି? କ’ଣ ଥିଲା ଏହି ଘଟଣା?
କିଛି ଦିନ ପୂର୍ବରୁ ମୁମ୍ବାଇ ପୋଲିସ ଅର୍ଣବ ଗୋବାମୀଙ୍କୁ ତାଙ୍କ ଘରୁ ଗିରଫ କରିଲା ପରେ ଅର୍ଣବ ମୁମ୍ବାଇ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଲଗାଇଛନ୍ତି। ଏହା ନେଇ ବର୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରା ହେଉଛି। ଲୋକେ ମୁମ୍ବାଇ ପୋଲିସ ଦୁର୍ବ୍ୟବହାରକୁ ନେଇ ନିଜ ମତ ମଧ୍ୟ ରଖିଛନ୍ତି। ଏପରି ଗୋଟିଏ ପୋଷ୍ଟ ମଧ୍ୟ ଆମ ସାମନାକୁ ଆସିଛି ଯେଉଁଥିରେ ସଲମାନ ଖାନ ପୋଲିସ ଥାନାରେ ବସିଥିବା ଦେଖିବାକୁ ମିଳିଛି। ପୋଷ୍ଟରେ କରା ଯାଇଥିବା […]
Continue Reading