କ’ଣ ଶପଥ ଗ୍ରହଣ ସମାରୋହରେ ଜୋ ବିଡେନ ମନମୋହନ ସିଂହଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଛନ୍ତି? ଜାଣନ୍ତୁ ସତ୍ୟ।

ଆମେରିକା ନିର୍ବାଚନରେ ଜୋ ବିଡେନଙ୍କ ରାଷ୍ଟ୍ରପତି ପଦ ଜିତିବା ବର୍ତମାନ ସୁନିଶ୍ଚିତ ଅଛି। ବିଡେନ ଆମେରିକାର ୪୬ ରାଷ୍ଟ୍ରାପତି ଭାବରେ ନିଯୁକ୍ତ ହେବେ। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ବିଡେନ ନିଜ ଶପଥ ଗ୍ରହଣ ସମାରୋହରେ ମନମୋହନ ସିଂହଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ ଦେଇଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପ୍ରମାଣ କରିଛି।  କ’ଣ ଦାବି […]

Continue Reading

କ’ଣ ଭାଇରାଲ ହେଉଥିବା ଏହି ଫୋଟୋରେ ପୋଲିସ ଅର୍ଣବ ଗୋସ୍ଵାମୀଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ।

ଅର୍ଣବ ଗୋସ୍ଵାମୀଙ୍କ ଇରଫ ହେବା ପରେ ମୁମ୍ବାଇ ପୋଲିସର ତାଙ୍କ ପ୍ରତି ଦୁର୍ବ୍ୟବହାର ଖବର ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିଷୟ ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏପରି ଗୋଟିଏ ପୋଷ୍ଟ ଆମ ସାମନାକୁ ଆସିଛି ଯେଉଥିରେ ପୋଲିସ ଗୋଟିଏ ବ୍ୟକ୍ତିକୁ ମାରୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ଫୋଟୋର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି […]

Continue Reading