କ’ଣ ଭାରତ ସେନା ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଲରେ ଆକ୍ରମଣ କରିଛି? ଜାଣନ୍ତୁ ସତ୍ୟ।
Representative Image ଭାରତ ଏବଂ ପାକିସ୍ତାନ ମଦ୍ୟରେ ସୀମାରେ ପ୍ରାୟ ସବୁ ଦିନ ଯୁଧ୍ୟ ସ୍ଥିତି ରହି ଥାଏ। ପାକିସ୍ତାନରୁ ଆତଙ୍କବାଦୀ ଭାରତ ଆସି ଭାରତ ଜନତା ଏବଂ ସେନା ଉପରେ ଆକ୍ରମଣ କରିବା ଘଟଣା ପ୍ରାୟ ଦେଖିବାକୁ ମିଳିଥାଏ। ବର୍ତମାନ ସମୟରେ ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ କରିଥିବା ଖବର ସାମନାକୁ ଆସିଛି। ଏହହୀ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ନ୍ୟୁଜ ଚ୍ୟାନାଲ ମଧ୍ୟ ଏହି ଖବର ପ୍ରସାରିତ କରିଛନ୍ତି। […]
Continue Reading