କ’ଣ ନରେନ୍ଦ୍ର ମୋଦୀ ଜିଓ କମ୍ପାନୀ ସହିତ ମିସି ଶସ୍ତା ଇଟା ଉତ୍ପାଦନ କରୁଛନ୍ତି? ଜାଣନ୍ତୁ ସତ୍ୟ।
୨୬ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଗୋଟିଏ ଇଟାରେ ଜିଓ ବୋଲି ଲେଖା ହେଇଅଛି। ଏହି ଫୋଟୋ ସହିତ ପୋଷ୍ଟରେ ଦାବି କରା ଯାଇଅଛି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଜିଓ କମ୍ପାନୀ ସହିତ ମିସି ଶସ୍ତା ଇଟା ଉତ୍ପାଦନ କରୁଛନ୍ତି। ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଳା। Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନର ପ୍ରଥମେ ଆମେ […]
Continue Reading