କ’ଣ ପୋଷ୍ଟ କରା ଯାଇଥିବା ଭିଡିଓ ବର୍ତମାନ ସମୟରେ ଚାଲୁ ଥିବା କୃଷକ ଆନ୍ଦୋଳନର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

କୃଷି ଆଇନ ବିରୂଧରେ ଦେଶରେ ଚାଲୁ ଥିବା ଆନ୍ଦୋଳନ ବର୍ତମାନ ଚର୍ଚାରେ ଅଛି। ଏହି ଆନ୍ଦୋଳନ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତମାନ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ କିଛି ଲୋକେ ଖାଲିସ୍ତାନ ଏବଂ ପାକିସ୍ତାନ ସମର୍ଥନ କରୁଥିବା ନାରା ଲଗାଇବା ଶୁଣିବାକୁ ମିଳିଛି। କିନ୍ତୁ ଏହି ଭିଡିଓ ପୁରୁଣା ଏବଂ ବ୍ରିଟେନର ଭିଡିଓ ଅଟେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା […]

Continue Reading