ବାଙ୍ଗଲାଦେଶ ରାସ୍ତା ନିର୍ମାଣ ଫଟୋକୁ ବିହାର ବିଜେପି ସରକାର ନିମ୍ନମାନର ରାସ୍ତା ନିର୍ମାଣକରୁଥିବା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଏକ ବ୍ୟକ୍ତି ରାସ୍ତାରେ ବାଉଁ ପକାଇ ରାସ୍ତା ନିର୍ମାଣ କରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, କଣ୍ଟା ବାଉଁଶ ବତାରେ ନିର୍ମିତ ରୋଡ଼ ଢଳେଇ ବିହାର ମଧୁବନି ଜିଲ୍ଲାର ଇଟେ। ପୋଷ୍ଟର ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫୋଟୋ ବିହାରର ନୁହେଁ ବରଂ ବାଙ୍ଗଲାଦେଶର ଅଟେ।   1 ଡିସେମ୍ବରରେ Pasa Gaan ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ କୁ ପୋଷ୍ଟ […]

Continue Reading

କାଶ୍ମୀରରୁ ଧାରା 370 ଏବଂ 35A ପୁନଃ ସ୍ଥାପନ ଦାବିରେ ଭାଇରାଲ ଫଟୋର ବର୍ତ୍ତମାନ କୃଷକ ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ବିରୋଧ ଏବଂ ସମର୍ଥନ କରିବା ପାଇଁ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଖବର ପୋଷ୍ଟ କରାଯାଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ଏକ ବ୍ୟାନର ଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ କାଶ୍ମୀରରୁ ଧାରା 370 ଏବଂ 35A ପୁନଃ ସ୍ଥାପନ କରିବାକୁ ଦାବି କରାଯାଇଛି। ଭାଇରାଲ ଫଟୋ ସହା ଦାବି କରାଯାଉଛି ଯେ, ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ଏହା ଫଟୋ ଅଟେ। ଏବଂ କୃଷକମାନେ […]

Continue Reading

କ’ଣ ଏହି ଫୋଟୋ ୨୬/୧୧ ରେ ଆତଙ୍କବାଦୀ ଆକ୍ରମଣରେ ଶହିଦ ହେଇଥିବା ପୋଲିସକର୍ମୀ ତୁକାରାମଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ନଭେମ୍ବର ୨୦୦୮ ମସିହାରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେଇଥିଲା। ଲଶ୍କର-ଇ-ତାଇବା ନାମକ ଉଗ୍ରବାଦୀ ସଂଗଠନର ୧୦ ଜଣ ଆତଙ୍କବାଦୀ ମୁମ୍ବାଇରେ ୪ ଦିନ ଧରି ୧୩ ଟି ଆକ୍ରମଣ ବିନନିମୟ କରିଥିଲେ। ଏହି ଗୁଳିକାଣ୍ଡରେ ମୁମ୍ବାଇ ପୋଲିସ ସବ୍ ଇନ୍ସପେକ୍ଟର ଟୁକାରାମ ଓମ୍ବଲେ ଶହିଦ ହେଇଥିଲେ। ତାଙ୍କ ବିରତା ପାଇଁ ଆତଙ୍କବାଦୀ କସାବକୁ ପୋଲିସ ଗିରଫ କରିବାରେ ସକ୍ଷମ ହେଇଥିଲା। ବର୍ତମାନ ସୋସିଆଲ ତୁକାରାମଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  […]

Continue Reading

ମହାରାଷ୍ଟ୍ରର କୃଷକ ପ୍ରଦର୍ଶନ ଫଟୋକୁ ଦିଲ୍ଲୀର କହି ଭାଇରଲା କରାଯାଉଛି।

 ଦିଲ୍ଲୀରେ କୃଷକ ବିରୋଧ ପ୍ରଦର୍ଶନ କୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସଂଖ୍ୟାଧିକ ଲୋକ ବସିଥିବାର ଦେଖାଯାଉଛି। ଫଟୋସହ ଦାବି କରାଯାଉଛି ଯେ, ଦିଲ୍ଲୀରେ କୃଷକ ଆନ୍ଦୋଳନ ଦେଖନ୍ତୁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  30 ନଭେମ୍ବରରେ Purna Chandra Biswal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ […]

Continue Reading