କ’ଣ ବର୍ତ୍ତମାନ ଗୁଡ୍ ମର୍ନିଙ୍ଗ ମେସେଜ ପଠାଇବା ଉପରେ ସରକାର ୧୮% ଜିଏସଟି ଲାଗୁ କରିଛି? ଜାଣନ୍ତୁ ସତ୍ୟ।

ଗୁଡ୍ ମର୍ନିଙ୍ଗ ମେସେଜ ଉପରେ ୧୮% ଜିଏସଟି ଶୀର୍ଷକ ଥିବା ଏକ ଖବରକାଗଜର ସ୍କ୍ରିନଶଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଖବରରେ ଲେଖା ଯାଇଅଛି ଯେ ଲୋକେ ୱ୍ହାଟ୍ସଅପ, ମେସେଞ୍ଜର ମାଧ୍ୟମରେ ଯେତେ ଗୁଡ୍ ମର୍ନିଙ୍ଗ ମେସେଜ ଷେଣ୍ଡ କରିବେ ସେଇଟାର ହିସାବ ରକ୍ଷା ଯିବ ଏବଂ ଏହି ପରି ମେସେଜ ଉପରେ ବର୍ତ୍ତମାନ ୧୮% ଜିଏସଟି ଲାଗୁ ହେବ। ଏହି କଥା ମୋବାଇଲ ସଂଚାର ମନ୍ତରାଳୟ ସଚିବ ଲେଖପାଳ କହିଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ […]

Continue Reading

କ’ଣ ଫୋଟୋରେ ମହିଳା ସହିତ ଥିବା ବ୍ୟକ୍ତି ଜବାହାରଲାଲ ନେହରୂ ଅଟନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ମହିଳାଙ୍କ ନିକଟତର ହେବା ଦେଖିବାକୁ ମିଳିଛି। ଫୋଟୋରେ ଦେଖା ଯାଉଥିବା ବ୍ୟକ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂ ଅଟନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଏହି ସମାନ ପୋଷ୍ଟ ୨୧ ସେପ୍ଟେମ୍ବର ୨୦୧୯ରେ ମଧ୍ୟ ଫେସବୁକରେ ଭାଇରାଲ ହେଇଥିଲା। ଏହି ପୋଷ୍ଟରେ ନେହେରୁଙ୍କ ରଙ୍ଗିଲା ଚରିତ୍ର ପାଇଁ ଭାରତ ବହୁତ ପଛରେ […]

Continue Reading