କ’ଣ ଏହି ଫୋଟୋରେ ଦିଲ୍ଲୀ ପୋଲିସ ଜଣେ କୃଷକଙ୍କୁ ନିଜ ପାଦ ତଳେ ଦଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ଭାରତର ରାଜଧାନୀ ଏବଂ ଅନ୍ୟାନ୍ୟ ଅଞ୍ଚଳରେ କୃଷି ଆଇନ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ହେଉଥିଲା ବେଳେ ସୋସିଆଲ ମିଡିଆରେ ପୋଲିସର ଅତ୍ୟାଚାରର ଗୋଟିଏ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଜଣେ ପୋଲିସ ଅଧିକାରୀ ଏକ ବ୍ୟକ୍ତିଙ୍କୁ ନିଜ ପାଦ ତଳେ ଡାଲି ଦେଉଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହା ଦିଲ୍ଲୀ ପୋଲିସ ଯେ କୃଶକ ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି।  ଫେକଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading

କ’ଣ ଭିଡିଓରେ ବର୍ତ୍ତମାନ ଚାଲୁ ଥିବା କୃଷି ଆନ୍ଦୋଳନର କୃଷକ ମାନଙ୍କୁ ମଦବଣ୍ଟା ଯାଉଛି? ଜାଣନ୍ତୁ ସତ୍ୟ।

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଛି। ଏହି ଘଟଣା ଜଡ଼ିତ ଗୋଟିଏ ଭିଡିଓ ଗତ କିଛି ଦିନରୁ ଭାଇରାଲ ହେଉଛି। ଏହି ଭିଡିଓରେ ଲୋକ ମାନେ ଗୋଟିଏ ଗାଡ଼ି ଭିତରେ ଛୋଟ ବାସନ ବଢେଇ ଥିବା ସମୟରେ ଗାଡ଼ି ଭିତରେ ବସି ଥିବା ବ୍ୟକ୍ତି ତାଙ୍କ ବାସନରେ ମଦ ବାଣ୍ଟୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଆନ୍ଦୋଳନ ସମୟରେ […]

Continue Reading