କ’ଣ ‘ଓ ମାଈ ଗଡ୍’ ଚଳଚିତ୍ର ପରି ଯୋଗୀ ଆଦିତ୍ୟନାଥ ଜଣେ ମହିଳାଙ୍କ ସହିତ ଏହି ଫୋଟୋରେ ଅଛନ୍ତି? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ ଗୋଟିଏ କୋଳାଜ୍ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଯୋଗୀ ଆଦିତ୍ୟନାଥଙ୍କୁ ଶ୍ରୀ ଶ୍ରୀ ରବି ଶଙ୍କର ଏବଂ ଗୋଟିଏ ମହିଳା ସହିତ ଚିଡ଼ା ହେଇଥିବା ଦେଖିବାକୁ ମିଳିଛି। ଏହି ଫୋଟୋର ତୁଳନା ବୋଲିୱୁଡ୍ ସିନେମା ‘ଓ ମାଈ ଗଡ୍’ ସହିତ ତୁଳନା କରା ଯାଇଅଛି। ଏହି ପୋଷ୍ଟରେ ଦାବି କରି କୁହା ଯାଇଅଛି ଯେ ବେଳେ ବେଳେ ଚଳଚିତ୍ର କ୍ୟାରେକ୍ଟର ସତ୍ୟରେ ପରିଣତ ହୋଇଥାଏ। ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି […]
Continue Reading