ଅରବିନ୍ଦ କେଜ୍ରିୱାଲଙ୍କ ସହ ଫଟୋରେ ଦେଖାଯାଇଥିବା ଝିଅ ନିକିତା ଯାଦବ ? ଜାଣନ୍ତୁ ସତ୍ୟତା।

କୃଷି ଆନ୍ଦୋଳକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବା ସମୟରେ କୃଷି ଆନ୍ଦୋଳନ ଦ୍ୱାରା ଦର୍ଶାଯାଇଥିବା ବିବାଦୀୟ ଟୁଲ୍କିଟ୍ ମାମଲାରେ 21 ବର୍ଷିୟ ଦିଶା ରବିଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଜଳବାୟୁ କାର୍ଯ୍ୟକର୍ତ୍ତା ନିକିତା ଯାଦବଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି ଏବଂ ଏହା ପରେ ନିକିତା ଯାଦବ ବମ୍ବେ ହାଇକୋର୍ଟରେ ପହଞ୍ଚିଛନ୍ତି। ଗିରଫରୁ ସୁରକ୍ଷା ପାଇଁ ସେ ଅପିଲ କରିଛନ୍ତି।। ଏଥି ମଧ୍ୟରେ ଆମ୍ ଆଦମୀ ପାର୍ଟି ମୁଖ୍ୟ […]

Continue Reading

ବଜରଙ୍ଗ ଦଳ କ’ଣ କୃଷି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ?

କୃଷି ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିବସେନାଙ୍କ ବିରୋଧର ଏକ ଭିଡିଓ ମିଥ୍ୟା ଦାବିରେ ବହୁଳ ଭାବରେ ସେୟାର କରାଯାଉଛି। ଭିଡିଓରୋ ଦାବି କରାଯାଇଛି ଯେ, କୃଷକଙ୍କ ବିରୋଧକୁ ବଜରଙ୍ଗ ଦଳ ସମର୍ଥନ କରୁଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରକୁ ଚୋର ବୋଲି କୁହାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading