ବିଦେଶି ପିଲା ଗାଉଛନ୍ତି ରାମାୟଣ ଗୀତ?
ରାମ ଏବଂ ହିନ୍ଦୁ ଧର୍ମକୁ ନେଇ ବିଜେପି ଏବଂ ତାଙ୍କ ପ୍ରଶଂସକମାନେ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ରାମ ଭକ୍ତ ହେବାକୁ ନେଇ ଅନେକ ଭୁଲ ଭିଡିଓ ମଧ୍ୟ ପୋଷ୍ଟ କରାଯାଉଛି। ଏହି ପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିଦେଶରେ ହେଉଥିବା ଏକ ଅଡିଶନରେ ବିଦେଶି ଛୁଆ ଦୁଇ ଜଣ ରାମାୟଣ ଗୀତ ଗାଉଥିବାର ଶୁଣିବାକୁ ମିଳୁଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ବିଦେଶି ପିଲା […]
Continue Reading