କ’ଣ ୧୯୭୧ ମସିହାରେ ୪୦୦୦ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରା ଯାଇଥିଲା? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବରକାଗଜ କ୍ଲିପ୍ ଭାଇରାଲ ହେଉଛି ଯେଉଁଥିରେ ଲେଖା ଯାଇଅଛି ଯେ ୧୯୭୧ ମସିହାରେ ୪୦୦୦ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରା ଯାଇଥିଲା। ଏହି ଖବରକାଗଜ କ୍ଲିପ୍ ରେ ଏହା ମଧ୍ୟ ଲେଖା ଯାଇଅଛି ଯେ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ଅପ୍ରାକୃତିକ ଯୌନ କାର୍ଯ୍ୟ କରିଥିଲେ ଏବଂ ଧାରା ୩୭୭ ବିରୁଦ୍ଧରେ ନାରା ମଧ୍ୟ ଲଗାଇଥିଲେ। ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। Facebook | Archive ଆମ […]
Continue Reading