କତାରର ଭିଡିଓକୁ କେରଳର ଲୋକମାନେ ପ୍ରୋ-ପାଲେଷ୍ଟାଇନ ସ୍ଲୋଗାନ ଦେଉଥିବା ଦାବିରେ ଭାଇରାଲ ହେଉଛି।

ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଲୋକମାନେ ପାଲେଷ୍ଟାଇନ ପତାକା ସହିତ ପ୍ରଦର୍ଶନ କରିବା ସହ ମାଲାୟାଲାମରେ ପ୍ରୋ-ପାଲେଷ୍ଟାଇନ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳୁଛି। ଭିଡିଓଟିର କ୍ୟାପସନରେ ଲେଖାଯାଇଛି ଯେ, ଏହି ଭିଡିଓ କେରଳର ୱେନାଡରୁ ଆସିଛି, ଯେଉଁଠାରେ ଲୋକମାନେ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। “ଏହା ଗାଜା କିମ୍ବା ବାଗଦାଦ କିମ୍ବା ତେହେରାନ ନୁହେଁ, ପାଲେଷ୍ଟାଇନକୁ ସମର୍ଥନ କରୁଥିବା ଏହି ହାମାସ୍ ଜେହାଦୀମାନେ ରାହୁଲ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ କେରଳର ୱେନାଡରେ ଅଟେ। ଆମ ଅନୁସନ୍ଧାନରେ […]

Continue Reading

କ’ଣ ୱ୍ହାଟ୍ସଆପ୍ ରେ ତିନଟି ଲାଲ ଟିକ୍ ଅର୍ଥ ଏହା ଯେ ସରକାର ଆପଣଙ୍କର ମେସେଜ ପଢୀ ସାରିଛନ୍ତି? ଜାଣନ୍ତୁ ସତ୍ୟ।

ପରବର୍ତ୍ତୀ ସମୟରେ ସରକାର ଦ୍ଵାରା ୱ୍ହାଟ୍ସଆପ୍ ପାଇଁ ନୂତନ ନିୟମ ଲାଗୁ କରିବା ବିଷୟ ସୋସିଆଲ ମିଡିଆରେ ଜୋର ଧରିଛି। ଶୁଣିବାକୁ ମିଳୁଛି ଯେ ସରକାର ସମସ୍ତ ୱ୍ହାଟ୍ସଆପ୍ ଚ୍ୟାଟ ପଢୀ ଏହାର ରେକର୍ଡ ରଖିବା। ଏହି ବିଷୟ କାରଣରୁ ସୋସିଆଲ ମିଡିଆରେ ୱ୍ହାଟ୍ସଆପ୍ ସମ୍ବନ୍ଧୀୟ ଏକ ପୁରୁଣା ବାର୍ତ୍ତା ପୁଣି ଭାଇରାଲ ହେବାକୁ ଲାଗିଛି।  ଏହି ଭାଇରାଲ ମେସେଜ୍ ରେ ୱ୍ହାଟ୍ସଆପ୍ ରେ ଦାବି କରା ଯାଇଅଛି ଯେ  ✔ = ମେସେଜ୍ ପଠାଯାଇଛି ✔✔ […]

Continue Reading

କ’ଣ କାର କ୍ଷତିଗ୍ରସ୍ତ ହେଉଥିବା ଏହି ଭିଡିଓ ୟାସ୍ ବାତ୍ୟା ସମୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଓଡ଼ିଶାରେ ୟାସ୍ ବାତ୍ୟା ଆସିଥିବାରୁ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଆପଣ ଏହି ବାତ୍ୟା କାରଣରୁ ହେଇଥିବା କ୍ଷତି ଦେଖି ପାରିବେ। ଏପରି ଗୋଟିଏ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଚିଡ଼ା ହୋଇଥିବା ଗାଡ଼ି ଉପରେ ଗୋଟିଏ ବିଲଡିଙ୍ଗର କିଛି ଅଂଶ ପଡ଼ିବାରୁ ଗାଡ଼ି ନଷ୍ଟ ହେଉଛି।  Archive Link ShareChat | Archive ଏହି ମାସ ପଶ୍ଚିମ ଭାରତରେ ଆସିଥିବା […]

Continue Reading

କ’ଣ ଏହି ଭିଡିଓ ଉତ୍ତର ମେରୁରେ ଚନ୍ଦ୍ର ସୂର୍ଯ୍ୟକୁ ଅତିକ୍ରମ କରୁଥିବା ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ଏକ ବିରାଟ ଚନ୍ଦ୍ର ସୂର୍ଯ୍ୟର ପରିକ୍ରମା କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଚନ୍ଦ୍ର ଗ୍ରହଣ କରିବା ପୂର୍ବରୁ ଏବଂ ଅନ୍ଧକାର କରିବା ପୂର୍ବରୁ ପୃଥିବୀ ପୃଷ୍ଠରୁ ଅତି ନିକଟରେ ଦେଖା ଯାଉଅଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଦୃଶ୍ୟ ଉତ୍ତର ମେରୁର ଅଟେ।  ଫେକ୍ଟ କ୍ରିଷେଣ୍ଡୋ ଭାଇରାଲ ହେଉଥିବା ଏହି ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲା।  Archive Link Facebook | Archive […]

Continue Reading

କ’ଣ ଭାଇରାଲ ହେଉଥିବା ଏହି ଭିଡିଓ ୟାସ ବାତ୍ୟାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ଏହି ମାସ ଭାରତକୁ ଦୁଇଟି ବାତ୍ୟାର ବିନାଶର ସାମନା କରିବାକୁ ପଡ଼ିଛି। ପ୍ରଥମେ ଆରବ ସାଗରରେ ଜନ୍ମ ନେଇଥିବା ଟାଉତେ ବାତ୍ୟା କେରଲ, ମହାରାଷ୍ଟ୍ର ଏବଂ ଗୁଜୁରାତରେ ବିନାଶ ସୃଷ୍ଟି କରି ସାରିଲା ପରେ କିଛି ଦିନ ପୂର୍ବରୁ ବଙ୍ଗୋପ ସାଗରରେ ୟାସ ବାତ୍ୟା ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ପ୍ରଭାବିତ କରିଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଦେଖିବାକୁ ମିଳିଛି ଯେଉଁଟା ୟାସ ବାତ୍ୟା ସମୟରେ ଓଡ଼ିଶାର ବାଲାସୋର ଜିଲାର ଦୃଶ୍ୟ ଦାବି ସହିତ ଭାଇରାଲ […]

Continue Reading

2017 ଭିଡିଓକୁ ବାଲେଶ୍ୱରରେ ୟଶ୍ ସାଇକ୍ଲୋନ ତାଣ୍ଡବ ଦାବିରେ ଭାଇରାଲ।

26 ମେ ରେ ୟଶ ସାଇକ୍ଲୋନ ପଶ୍ଚିମବଙ୍ଗ ଏବଂ ଓଡିଶାରେ ପ୍ରବଳ ଘୂର୍ଣ୍ଣିବଳୟ ସୃଷ୍ଟି କରିଥିଲା। ଏହାର ଭିଡିଓ ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ତେବେ ସେଥିମଧ୍ୟରୁ କିଛି ସତ୍ୟ ହୋଇଥିବା ବେଳେ କିଛି ମିଥ୍ୟା ମଧ୍ୟ ଅଟେ। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ  ବ୍ରିଜକୁ ସମୁଦ୍ର ପାଣି ଭୟଙ୍କର ରୂପରେ ମାଡ଼ି ଆସୁଥିବାର ଦେଖାଯାଉଛି।   ଭିଡିଓରେ ଦାବି କରାଯାଉଛି ଯେ, ଏହି ଭିଜୁଆଲ୍ ୟଶ ବାତ୍ୟା ସମୟରେ ଓଡିଶାର […]

Continue Reading

କ’ଣ ଇସରୋ ରେଡିଓ ଗାର୍ଡେନର ପୋର୍ଟାଲ୍ ପ୍ରତିଷ୍ଠା କରିଛି ଯାହା ଦୁନିଆର ଯେକୌଣସି ରେଡିଓ ଷ୍ଟେସନ୍ ଶୁଣିବାକୁ ସକ୍ଷମ କରେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାଟ୍ସଅପ୍ ରେ ଗୋଟିଏ ଭିଡିଓ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଇସରୋ ରେଡିଓ ଗାର୍ଡେନ ନାମକ ୱେବସାଇଟର ପ୍ରଥିଷ୍ଠା କରିଛି। ଏହି ୱେବସାଇଟ ମାଧ୍ୟମରୁ ଜଣେ ବ୍ୟକ୍ତି ପୃଥିବୀର କୌଣସି ମଧ୍ୟ ରେଡିଓ ଷ୍ଟେସନ୍ ଶୁଣିବାରେ ସକ୍ଷମ ହେଇ ପାରିବ।  ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୪ ମଇ ରେ ଆମକୁ ୱ୍ହାଟ୍ସଅପ୍ ମାଧ୍ୟମରୁ […]

Continue Reading

ସାଇକ୍ଲୋନ୍ ଟାଉକଟା ଭିଡିଓକୁ ୟାଶ ସାଇକ୍ଲୋନ୍ ଦିଘା ଭୟଙ୍କର ସ୍ଥିତି ଦାବିରେ ଭାଇରାଲ କରାଯାଉଛି।

ୟାସ୍ ବାତ୍ୟା 26 ମଇରେ ପୂର୍ବ ଉପକୂଳ, ବିଶେଷ କରି ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ଆସିଥିଲା। ବାତ୍ୟାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ସମୁଦ୍ର କୂଳରେ ଘୂର୍ଣ୍ଣିବାତ୍ୟା କରୁଥିବା ତରଙ୍ଗ ଦେଖାଯାଇଛି ଏବଂ ଦାବି ହେଉଛି ଯେ ପଶ୍ଚିମ ବଙ୍ଗରେ ଦିଘାରେ ୟଶ ବାତ୍ୟା ବର୍ତ୍ତମାନ ପରିସ୍ଥିତି ଦର୍ଶାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ ପୋଷ୍ଟ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  25 ମଇରେ […]

Continue Reading

ଫନି ମହାବାତ୍ୟା 2019 ମସିହାର ଭିଡିଓକୁ ବର୍ତ୍ତମାନ ୟଶ ବାତ୍ୟା ତାଣ୍ଡବ ଦାବିରେ ଭାଇରାଲ କରାଯାଉଛି।

ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ସାମୁଦ୍ରିକ ଝଡ ୟଶ । ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଅଧିକ ବଢ଼ିବାରେ ଲାଗିଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ୟଶ ବାତ୍ୟାର ଭିଡିଓ ପୋଷ୍ଟ ହେଉଛି। ଯେଉଁଥିରେ  ବାତ୍ୟା ଭୟଙ୍କର ଦେଖାଯାଉଛି। ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ହସ୍ଟେଲ ସହିତ ଅନେକ ବଡ଼ବଡ଼ ଘର ଖସୁଥିବାର ଦେଖିବାକୁ ମିଳୁଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ପୁରୁଣା ବୋଲି […]

Continue Reading

କ’ଣ ଏହି ଭିଡିଓରେ ହିଟ୍ଳର ଭାଷଣ ଦେବା ସମୟରେ ଲୋକଙ୍କ ସାମନାରେ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ହିଟଲରଙ୍କ ଭାଷଣର ଏକ ସଂକ୍ଷିପ୍ତ କ୍ଲିପ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ସେ ଲୋକଙ୍କ ସାମନାରେ କାନ୍ଦୁଛନ୍ତି। ଏହି ଭାଇରାଲ ସଂକ୍ଷିପ୍ତ କ୍ଲିପ୍ ରେ ହିଟଲର କହୁଛନ୍ତି “ମୋର ହୃଦୟର ଗଭୀରତମରୁ ମୁଁ ବର୍ତ୍ତମାନ ମଧ୍ୟ” ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  ୨୨ ମଇରେ ଜଣେ ଫେସବୁକ ୟୁଜର “ହିଟଲର ଭି କାନ୍ଦିଥିଲା” ଲେଖି ଏହି ଭିଏଅ ପୋଷ୍ଟ କରିଛନ୍ତି।  (Archive Link) […]

Continue Reading