ସାଉଦି ଆରବ ଭାରତକୁ ପଠାଇଥିବା ଅମ୍ଳଜାନ ଟ୍ୟାଙ୍କର ଏହା ଭିଡିଓ ନୁହେଁ।
ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ ସାଉଦି ଆରବରୁ ଭାରତକୁ ଅମ୍ଳଜାନ ଟ୍ୟାଙ୍କର ପଠାଯାଉଛି ବୋଲି ଦର୍ଶାଯାଇଛି। COVID-19 ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ବର୍ତ୍ତମାନ ମେଡିକାଲରେ ଅମ୍ଳଜାନ ଆବଶ୍ୟକତାକୁ ନେଇ ଏହି ଭିଡିଓ ସେୟାର କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 27 ଏପ୍ରିଲରେ Paewez Alam Khan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। […]
Continue Reading