କ’ଣ ଭାଇରାଲ ହେଉଥିବା ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲୁ ଥିବା ଯୁଧ୍ୟର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଧ୍ୟ ଚାଲୁଥିବା ସମୟରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅନେକ ଫୋଟୋ ଏବଂ ଭିଡିଓ ପୋସ୍ତ କରୁଛନ୍ତି। ଏହା ମଧ୍ୟରୁ କିଛି ଫୋଟୋ ସହିତ ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ପୂର୍ବରୁ ଏହି ପରି କିଛି ପୋଷ୍ଟକୁ ମିଥ୍ୟା ବୋଲି ପାଇଛି।  ୧୪ ମଇରେ ଜଣେ ଫେସବୁକ ୟୁଜର କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ […]

Continue Reading

କ’ଣ ଏହା ଭାରତ ଦ୍ଵାରା ନିର୍ମିତ ରେଳ କୋଚ୍ ଯାହା ଅଷ୍ଟ୍ରେଲିୟାକୁ ଦିଆ ଯାଉଥିବାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆତ୍ମନିର୍ଭର ଭାରତ ଏବଂ ମେଡ୍ ଇନ ଇଣ୍ଡିଆ ଧାରଣା ଗତ କିଛି ବର୍ଷ ହେଲା ଦେଶରେ ଚର୍ଚାର ବିଷୟ ରହିଛି। ଅନେକ ଲୋକ ଏହି ଧାରଣା ଗ୍ରହଣ କରିଥିବା ସମୟରେ କିଛି ଲୋକେ ଏହାକୁ ସମାଲୋଚନା କରିଛନ୍ତି। ଏହି ବିଷୟ ସମ୍ବନ୍ଧରେ ଗତ କିଛି ବର୍ଷରୁ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।  ବର୍ତ୍ତମାନ ଏକ ପୋଷ୍ଟ କିଛି ରେଳବାଇ କୋଚ୍ ର ଫୋଟୋ ସହିତ ଭାଇରାଲ ହେଉଛି ଯେଉଁଥିରେ […]

Continue Reading

କ’ଣ ହାମାସ ଆକ୍ରମଣରେ ନିହତ ହୋଇଥିବା ଭାରତୀୟ ନର୍ସଙ୍କ ନାମରେ ଇସ୍ରାଏଲ ନିଜ ଯୁଧ୍ୟ ବିମାନର ନାମକାରଣ କରିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଇଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ “୫ ଦିନ ତଳେ ପାଲେଷ୍ଟାଇନ ରକେଟ୍ ମାଡ଼ରେ ଇଜ୍ରାଏଲ୍ ଠାରେ ରହୁଥିବା ଭାରତୀୟ କେରଳ ନିବାସୀ “ସୈାମ୍ୟା” ଙ୍କ ମୃତ୍ୟୁ ହୋଇଥିଲା, ଜଣେ ଭାରତୀୟଙ୍କ ଅକାରଣେ ଜୀବନ ଯାଇଥିବା ହେତୁ ଗତକାଲି ଶ୍ରଦ୍ଧାଞ୍ଜଳୀ ପୂର୍ବକ ଇଜ୍ରାଏଲ୍ ବାୟୁସେନା ତାର ଯୁଦ୍ଧ ଜାହାଜରେ ଶ୍ରଦ୍ଧାଞ୍ଜଳୀ ପୂର୍ବକ “ସୌମ୍ୟା” ଲେଖି ଦୁଃଖ ପ୍ରକାଶ କରିବା ସହ ସେହି ବିମାନରେ ପୁନଃ ଯୁଦ୍ଧ ଆରମ୍ଭ […]

Continue Reading

ଗଙ୍ଗା ନଦୀରୁ କୁକୁର କୋରୋନା ମୃତ ଶବ ଟାଣି ଖାଉଛି ?

COVID-19 ମାମଲା ଦିନକୁ ଦିନ ବଢ଼ୁଥିବା ବେଳେ, ସୋସିଆଲ ମିଡିଆରେ କିଛି ଫଟୋ ଉତ୍ତରପ୍ରଦେଶ ଏବଂ ବିହାରର ଗଙ୍ଗା କୂଳରେ ଶବ ଭାସୁଥିବା ଦାବିରେ ଭାଇରାଲ ହେଉଛି।  ହିପରି ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ ନଦୀ କୁଳରେ କୁକୁର ଶବକୁ ଘୋସାରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ. କୋରୋନା ମୃତ ଶରୀରକୁ ଗଙ୍ଗା ନଦୀରେ ଫିଙ୍ଗା ଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  […]

Continue Reading