ଭଦ୍ରକ ଜିଲ୍ଲା ଯୁବକ ମୃତ୍ୟୁକୁ ନେଇ ପୋଲିସ ଉପରେ ହୋଇଥିବା ଆକ୍ରମଣର ପୁରୁଣା ଭିଡିଓକୁ ‘ଭୋଜି ବନ୍ଦ କରିବାକୁ ଯାଇ ଗଜପତି ପୋଲିସ ଉପରେ ଆକ୍ରମଣ’ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ  ପୋଲିସ କାର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିବ। ଏହି ପୋଷ୍ଟ ଦାବି ହେଉଛି ଯେ ଏହା ଓଡ଼ିଶା ଗଜପତିରେ ଭୋଜି ବନ୍ଦ କରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ।  ବାସ୍ତବରେ ଏହି ଭିଡିଓଟି ଓଡିଶାର ଭଦ୍ରକର ଅଟେ। ଏହି ଭିଡିଓ ଭଦ୍ରାକ୍ ଜିଲ୍ଲାର ତିହାରୀ ବ୍ଲକର ଅଟେ ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପୋଲିସ୍ ଜିପ ଉପରେ ସ୍ଥାନୀୟ ଲୋକମାନେ ଆକ୍ରମଣ କରିଥିଲେ। […]

Continue Reading