କ’ଣ ଏହି ଭିଡିଓରେ କର୍ଣାଟକା ପୋଲିସ ଲକ୍ ଡାଉନ ଉଲଂଘନ କରିଥିବା ଲୋକଙ୍କ ଆରତୀ କରୁଛନ୍ତି? ଜାଣନ୍ତୁ ସତ୍ୟ।
ଆମକୁ ୱ୍ହାଟ୍ସ ଅପ୍ ମାଧ୍ୟମରେ ଗୋଟିଏ ଭିଡିଓର ଯାଞ୍ଚ କରିବାର ଅନୁରୋଧ ଆସିଥିଲା। ଏହି ଭିଡିଓରେ ଆମେ ଦେଖିପାରିବାଯେ କିଛି ପୋଲିସ ଅଧିକାରୀ ରାସ୍ତାରେ କିଛି ଲୋକଙ୍କ ଆଳତି କରୁଛନ୍ତି। ଏହି ଭିଡିଓ ସହିତ ଦାବି କରା ଯାଇଅଛି ଯେ କର୍ଣାଟକା ସରକାର ପୋଲିସକୁ ମାସ୍କ ପିନ୍ଧିନଥିବା ଲୋକ ମାନଙ୍କୁ ମାରିବା ପାଇଁ ଆଦେଶ ଦେଇଥିବାରୁ କାରଣାଟକା ପୋଲିସ ଲୋକଙ୍କ ଏପରି ଆଳତି କରୁଛନ୍ତି। ଯାଞ୍ଚ ପରେ ଆମେ ଏହି ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲୁ। […]
Continue Reading