ଉତ୍ତର ପ୍ରଦେଶରେ ଆମ୍ରୋହର ବିଜେପି ବିଧାୟକଙ୍କୁ ମହିଳାମାନେ ମାଡ଼ମାରିଥିବା ଖବର 2018 ମସିହାର ଅଟେ।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଉତ୍ତରପ୍ରଦେଶର ଆମ୍ରୋହାଠାରେ ମହିଳାମାନେ ଜଣେ ବିଜେପି ବିଧାୟକଙ୍କୁ ମାଡ଼ ମାରିଛନ୍ତି। ପୋଷ୍ଟରେ ଦୁଇଟି ଫଟୋ ଅଛି । ପ୍ରଥମ ଫଟୋରେ ଜଣେ ପୁରୁଷକୁ ରାସ୍ତାରେ ମହିଳା ଏବଂ ଜଣେ ପୋଲିସ କର୍ମଚାରୀ ଘେରି ରହିଥିବାର ଦେଖିବାକୁ ମିଳୁଛି। ଦ୍ୱିତୀୟ ଫଟୋରେ, ସମାନ ବ୍ୟକ୍ତି ଛିଣ୍ଡା କୁର୍ତ୍ତାରେ ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା।  7 ଜୁନରେ […]

Continue Reading