ରାଷ୍ଟ୍ରପତି ଜୋ ବିଡେନଙ୍କ ନିର୍ବାଚନ ପରେ ଜର୍ଜ ଫ୍ଲଏଡଙ୍କ ଝିଅକୁ କ୍ଷମା ମାଗୁଛନ୍ତି ?

ସୋସିଆଲ ମିଡିଆରେ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଜୋ ବିଡେନଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜୋ ବିଡେନ ଏକ ଛୋଟ ଛୁଆ ପାଖରେ ଆଣ୍ଠେଇଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନ ଜର୍ଜ ଫ୍ଲଏଡଙ୍କ ଝିଅ ଆଗରେ ଆଣ୍ଠୁମାଡି କ୍ଷମା ମାଗୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  26 ଜୁନରେ Sujit Kumar Sarangi ନାମକ ଜଣେ ଫେସବୁକ ୟୁଜର  […]

Continue Reading

ଭିଡିଓରେ ଇଞ୍ଜେକ୍ସନ ନେବାକୁ ଡରୁଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଜଣେ ଏସୀୟ ବ୍ୟକ୍ତିଙ୍କ ଇଞ୍ଜେକ୍ସନ ନେବାର ଏକ ଭିଡିଓ ଭାଇରାଲ କରାଯାଉଛନ। ଭିଡିଓରେ ବ୍ୟକ୍ତି ଜଣକ ସିରିଞ୍ଜରେ ଇଞ୍ଜେକ୍ସନ ନେବାକୁ ଡରୁଥିବା ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଥାଇଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଇଞ୍ଜେକ୍ସନ ନେବାରେ ଡରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣତ ହେଲା।  30 ଜୁନରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଭିଡିଓରେଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ […]

Continue Reading

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କୁ ଟୀକାକରଣ ବିଜ୍ଞାପନକୁ ନେଇ ସମାଲୋଚନା କରୁଛନ୍ତି? ଜାଣନ୍ତୁ ସତ୍ୟତା ।

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ  ଟିକା ଉପଲବ୍ଧ ନ ଥାଇ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖବରକାଗଜରେ ଏକାଧିକ ଟୀକାକରଣ ବିଜ୍ଞାପନ ଦେଇଥିବା କଥା କହୁଛନ୍ତି। ଆମ  ଅନୁସନ୍ଧାନରେ ସ୍ପଷ୍ଟ  ହେଲୁ ଯେ,ମୂଳ ଭିଡିଓରେ ସିସୋଦିଆ ଟିକା କ୍ରୟ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଟୀକାକରଣ ବିଜ୍ଞାପନ ଜାରି କରିଥିବାରୁ କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି।  25 ଜୁନରେ […]

Continue Reading

କ’ଣ ପଶ୍ଚିମବଙ୍ଗ ସରକାର କେବଳ ମୁସଲମାନ ବ୍ୟକ୍ତି ମାନଙ୍କୁ ପୋଲିସ ପଦବୀରେ ନିଯୁକ୍ତି କରୁଛି? ଜାଣନ୍ତୁ ସତ୍ୟ।

ପଶ୍ଚିମବଙ୍ଗ ପୋଲିସ ନିଯୁକ୍ତିରେ ମନୋନୀତ ପ୍ରାର୍ଥୀଙ୍କ ତାଲିକାର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ପଶ୍ଚିମବଙ୍ଗ ପୋଲିସ ପଦବୀ ପାଇଁ ମୁସଲିମ ବ୍ୟତୀତ ଅନ୍ୟ ସମସ୍ତେ ଅଯୋଗ୍ୟ ଅଯୋଗ୍ୟନା ହେଇଗଲେ ନା ଆବେଦନ କରିନଥିଲେ , ଏବେ ତ ସେକ୍ୟୁଲାରିଆ ନିଜକୁ ସମ୍ବିଧାନିଆ ର କୋଠ ପୁଅ ଭାବୁଥିବା ଭୀମାଣ୍ଡୁ ତମର ଆଖି ଖୋଲିଦିଅ ନଚେତ ତମର ଆଗାମୀ ଅସ୍ତିତ୍ବ କେବଳ ଇତିହାସ ରେ ହିଁ […]

Continue Reading

2019 ଫଟୋକୁ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ସହ ଜୋଡ଼ି ଭାଇରାଲ କରାଯାଉଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଜାଇଥିବା ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ସେ ତାଙ୍କ ଗାଁକୁ ଜାଇ ତାଙ୍କ ଗୁଗୁଙ୍କ ପାଦ ସ୍ପର୍ଶ କରୁଥିବାର ଫଟୋ ଭାଇରାଲ ହେଉଛି। ଫଟୋ ସହ ଦାବି କରାଯାଉଛି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଥିବା ବେଳେ ଆଜି ସେ ତାଙ୍କ ଗୁରୁଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ପ୍ରୋଟୋକଲକୁ ଖାତିର ନକରି ନିଜ ଗୁରୁଙ୍କ ପାଦ ସ୍ପର୍ଶ କରି […]

Continue Reading