କ’ଣ ପୋଷ୍ଟ ହୋଇଥିବା ପ୍ରଥମ ଫୋଟୋ ଟିପ୍ପୁ ସୁଲତାନଙ୍କ ଅସଲି ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦୁଇଟି ଫୋଟୋର ତୁଳନା କରି ଦାବି କରା ଯାଇଅଛି ଯେ ଏହା ମଧ୍ୟରୁ ଗୋଟିଏ ଫୋଟୋ ଅସଲି ତିପୁ ସୁଲତାନଙ୍କ ଫୋଟୋ ଅଟେ ଏବଂ ଅନ୍ୟ ଫୋଟୋ କଂଗ୍ରେସ ଦଳ ଦ୍ଵାରା ନକଲି ତିପୁ ସୁଲତାନଙ୍କ ଫୋଟୋକୁ ପୁସ୍ତକରେ ପ୍ରକାଶିତ କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ […]

Continue Reading