କ’ଣ ମନ୍ଦିରରେ ଏକ ମାନଙ୍କଡ ଘଣ୍ଟି ବଜାଉଥିବାର ଏହି ଭିଡିଓ ଅଯୋଧ୍ୟା ରାମ ମନ୍ଦିରର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ମନ୍ଦିରରେ ଆଳତି ହେବା ସମୟରେ ଏକ ମାନକଡ ଘଣ୍ଟି ବନ୍ଧା ହୋଇଥିବା ଏକ ପୋଲ ଉପରେ ଚଢି ଘଣ୍ଟି ବଜାଉଛି। ପୋଷ୍ଟ ଦାବି ଅନୁଯାୟୀ ଏହି ଘଟଣା ଅଯୋଧ୍ୟା ରାମ ମନ୍ଦିରର ଅଟେ। ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? 9 ଅଗଷ୍ଟରେ ଜଣେ ଫେସବୁକ ୟୁଜର ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି […]
Continue Reading