କ’ଣ ଭାଇରାଲ ଫୋଟୋରେ ତାଲିବାନ ଆତଙ୍କବାଦୀ ଜଣେ ମହିଳାଙ୍କ ଉପରେ ଅତ୍ୟାଚାର କରୁଛନ୍ତି? ଜାଣନ୍ତୁ ସତ୍ୟ।
ଆଫଗାନିସ୍ତାନରେ ଅନେକ ବିଶୃଙ୍ଖଳା ଚାଲିଥିଲାବେଳେ ଲୋକମାନେ ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ସମାନ ଘଟଣା ସମ୍ପର୍କରେ ପୋଷ୍ଟ ଏବଂ ଭିଡିଓ ବିସ୍ତାର କରୁଛନ୍ତି। ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଏକ ମହିଳାଙ୍କୁ ମାଡ ମାରୁଥିବାର ନଜର ଆସୁଛନ୍ତି। ଫୋଟୋ ସହିତ ଦାବି କରା ଯାଚ୍ୟ ଯେ ଏହା ତାଲିବାନ ଅଧୀନରେ ଆଫଗାନିସ୍ତାନରେ ମହିଳା ସଶକ୍ତିକରଣ ମନ୍ତରାଳୟର ଅବସ୍ଥା ଅଟେ। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। Facebook | […]
Continue Reading