ଜାପାନର ଅଟାମି ସହରର ଭୂସ୍ଖଳନ ଭିଡିଓକୁ ହିମାଚଳ ପ୍ରଦେଶ ଦାବିରେ ଭାଇରାଲ ହେଉଛି।
ହିମାଚଳପ୍ରଦେଶରେ ପାହାଡ଼ରୁ ପଥର ଖସିବା କିମ୍ବା ବର୍ଷା ପାଇଁ ରାସ୍ତା ଭୁସୁଡ଼ିଥିବାର ଅନେକ ଖବର ପ୍ରକଶିତ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଘର ପାଣି ସହ ଭାସିଯାଉଥିବାର ଦେଖଆଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ହିମାଚଳ ପ୍ରଦେଶର ଧର୍ମଶାଳାରେ ଭୂସ୍ଖଳନ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। Manu Chaudhary ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]
Continue Reading