କା’ଣ ଅନ୍ଲାଇନ୍ ଶପିଙ୍ଗ୍ କମ୍ପାନୀ ମିନ୍ତ୍ରା ନିଜ ବିଜ୍ଞାପନରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଦୃଶ୍ୟ ଦେଖାଇଛି? ଜାଣନ୍ତୁ ସତ୍ୟ।

ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଏକ ବିଜ୍ଞାପନରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଦୃଶ୍ୟ ଅଛି। ଏହି ବିଜ୍ଞାପନରେ ଭଗବାନ ଶ୍ରୀକୃଷ୍ଣ ଗୋଟିଏ ମୋବାଇଲ ଧରି ଛିଡା ହେଇଥିବା ସମୟରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ହେଉଛି। ଦାବି ଅନୁଯାୟୀ ଏହି ବିଜ୍ଞାପନ ପ୍ରସିଦ୍ଧ ଅନ୍ଲାଇନ୍ ଶପିଙ୍ଗ୍ ମିନ୍ତ୍ରାର ବିଜ୍ଞାପନ ଅଟେ ଯେଉଁଥିରେ ହିନ୍ଦୁ ଦେବୀ ଦେବତାଙ୍କୁ ଅପମାନ କରା ଯାଇଛି। ତ କ’ଣ ଏହି ବିଜ୍ଞାପନ ମିନ୍ତ୍ରା କମ୍ପାନୀ ଦ୍ଵାରା […]

Continue Reading

3 ମାସ ପୁରୁଣା ଫଟୋକୁ କାବୁଲ ଏୟାରପୋର୍ଟ ବିସ୍ଫୋରଣ ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ କାବୁଲ ଏୟାରପୋର୍ଟ ବିସ୍ଫୋରଣକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କାବୁଲ ଏୟାରପୋର୍ଟରେ ଆହତ ହୋଇଥିବା ଲୋକଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ହସ୍ପିଟାଲ ବେଡ଼ରେ ପଡ଼ିଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ରାଜନୀତି ଖବର ନାମକ ଏକ ସେୟାରଚାଟ ପୋଜରେ ଭାଇରାଲ ଫଟୋ ପୋଷ୍ଟ ହୋଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, କାବୁଲ ବିସ୍ଫୋରଣରେ 100ରୁ […]

Continue Reading

କ’ଣ ଭାଇରାଲ ହେଉଥିବା ଏହି ଫୋଟୋ ନିକଟରେ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ହେଇଥିବା ମୃତ୍ୟୁ ଲୋକଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ତାଲିବାନ ଭୟରେ ଅଫଫଗାନିସ୍ତାନ ନାଗରିକ ମାନେ ଦେହ ଛାଡି ପଳାଇବାର ନିରନ୍ତର ଚେଷ୍ଟା କରୁଛନ୍ତି। ଏହି ସମୟରେ ଅନେକ ଲୋକ କାବୁଲ ବିମାନ ବନ୍ଦରରେ ଆଶା ନେଇ ଅପେକ୍ଷାରେ ଅଛନ୍ତି। କିନ୍ତୁ ବିଗତ କିଛି ଦିନ ପୂର୍ବରୁ ତାଲିବାନ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ କରିଥିବା ଖବର ଶୁଣିବାକୁ ମିଳିଛି ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ଲୋକଙ୍କ ମଧ୍ୟରେ ଆଫଗାନିସ୍ତାନ ନାଗରିକନ ସହିତ କିଛି ଆମେରିକା ସଦସ୍ୟ ମଧ୍ୟ ତାଲିବାନ ଶିକାର ହେଇଛନ୍ତି।  ଏହି […]

Continue Reading

କ’ଣ ଏକ ସାକ୍ଷାତ ସମୟରେ କଂଗ୍ରେସ ପାର୍ଟିର ବ୍ୟାନରରେ ଚୋର ଗ୍ରୁପ୍ ମିଟିଙ୍ଗ ଲେଖା ଯାଇଅଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କଂଗ୍ରେସ ଦଳ ବୈଠକର ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ସୋନିଆ ଗାନ୍ଧୀଙ୍କ ସହିତ ରାହୁଲ ଗାନ୍ଧୀ, ମନମୋହନ ସିଂହ ଏବଂ ଦଳର ଅନ୍ୟ ସଦସ୍ୟ ମଧ୍ୟ ଅଛନ୍ତି। ଏହି ଫୋଟୋରେ ଏକ ବ୍ୟାନର ମଧ୍ୟ ଲାଗିଛି ଯେଉଁଥିରେ ଲେଖା ଯାଇଛି “ଇଣ୍ଡିଆନ ନେସନାଲ୍ କଂଗ୍ରେସ, ଚୋର ଗ୍ରୁପ୍ ସାକ୍ଷାତ।” ଦାବି ଅନୁଯାୟୀ ଫୋଟୋରେ କୋର ଶବ୍ଦକୁ ଚୋର ବୋଲି ଲେଖା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଫୋଟୋ ସହିତ […]

Continue Reading