ପାକିସ୍ତାନ ରାଜନେତାଙ୍କ ଫଟୋକୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନିଙ୍କ ଯୁବା ଅବସ୍ଥା ଫଟୋ ଦାବିରେ ଭାଇରାଲ ହେଉଛି।
କାଶ୍ମିରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନିଙ୍କ ମୃତ୍ୟୁପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଖବର ଏବଂ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହିପରି ପାଥାନି ସୁଟରେ ଥିବା ଜଣେ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେଉଛି। ବ୍ୟକ୍ତି ଚାରିପାଖରେ ପୋଲିସଥିବା ବ୍ଲାକ ଏଣ୍ଡ ହ୍ୱାଇଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ଦାବି କରାଯାଉଛି ଯେ, ଫଟୋରେଥିବା ବ୍ୟକ୍ତି କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନିଙ୍କ ଯୌବନ କାଳର ଫଟୋ […]
Continue Reading