ଦିଲ୍ଲୀ ରେଳ ଷ୍ଟେସନର ଏକ କାଳ୍ପନିକ ଡିଜାଇନକୁ ଅଯୋଧ୍ୟା ରେଳ ଷ୍ଟେସନ ଦାବିରେ ଭାଇରାଲ କରାଯାଉଛି।
ଉତ୍ତର ପ୍ରଦେଶ ନିର୍ବାଚନ ଯେତିକି ପାଖକୁ ଆସୁଛି ସେତିକି ଅଧିକ ଫଟୋ ଏବଂ ଖବର ଯୋଗୀ ଆଦିତ୍ୟନାଥ ନାମରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏକ ରେଳ ଷ୍ଟେସନ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫଟୋ ଅଯୋଧ୍ୟାର ଅଟେ। ଭାଇରାଲ ଫଟୋକୁ ଯୋଗି ଆଦିତ୍ୟନାଥଙ୍କ ସଫଳତାର ପ୍ରଶଂସା କରି ପୋଷ୍ଟ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ। 19 ସେପ୍ଟେମ୍ବରରେ Voice Of […]
Continue Reading