ଟାଟା ଗ୍ରୁପ ତାର 150 ତମ ବାର୍ଷିକୀ ଉତ୍ସବରେ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ କାର୍ ଜିତିବାର ସୁଯୋଗ ଦେଉଥିବା ମେସେଜ୍ ମିଥ୍ୟା ଅଟେ।
ସୋସିଆଲ ମିଡିଆରେ ଟାଟା ସ୍ଟିଲ କମ୍ପାନିର 150 ତମ ବାର୍ଷିକୀ ଉତ୍ସବକୁ ନେଇ ଏକ ମେଜେର ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଟାଟା ଗ୍ରୁପ ତାର 150 ତମ ବାର୍ଷିକୀ ଉତ୍ସବରେ ଏକ ପ୍ରତିଯୋଗିତାର ଆୟୋଜନ କରୁଛି। ଏଥିରେ ଅଂଶଗ୍ରହଣକାରୀମାନେ ଏକ କାର୍ ଜିତିବାର ସୁଯୋଗ ପାଇ ପାରିବେ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ମିଥ୍ୟା ପ୍ରମାଣିତ ହେଲା। ଏହି ପୋଷ୍ଟର ଏକ ସ୍ରିକନ ସୋଟ୍ ତଳେ ପୋଷ୍ଚ କରାଯାଇଛି। ଯେଇଁଥିରେ ଲେଖାଯାଇଛି […]
Continue Reading