କେରଳରେ ଆଣ୍ଟି- CAA ରାଲିର ଭିଡିଓକୁ ତ୍ରିପୁରା ହିଂସା ବିରୋଧ ପ୍ରଦର୍ଶନ ରାଲିରେ ଦାବିରେ ଭାଇରାଲ କରାଯାଉଛି।
ତ୍ରିପୁରା ରାଜ୍ୟରେ ସାମ୍ପ୍ରତିକ ସାମ୍ପ୍ରଦାୟିକ ହିଂସା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି। ଭିଡିଓରେ ଦାବି କରାଯାଉଛି ଯେ, ଏହି ଭିଡିଓରେ କେରଳ ମୁସଲମାନମାନେ ତ୍ରିପୁରା ହିଂସା ବିରୋଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 4 ନଭେମ୍ବରରେ syed shafi ନାମକ ଜଣେ ୟୁଟ୍ୟୁବ ୟୁଜର ଭାଇରାଲ ଭିଡିଓ ପାଇଲୁ। ଯେଉଁଥିରେ ଲେଖାଯାଇଛି ଯେ, ତ୍ରିପୁରା ହିଂସା ବିରୋଧରେ କେରଳ ମୁସଲମାନମାନେ ବିରୋଧ […]
Continue Reading