ମହମ୍ମଦ ନବୀ ଟି -20 ବିଶ୍ୱକପ ପାଇଁ ଆଫଗାନିସ୍ତାନ କ୍ରିକେଟ୍ ଦଳକୁ ପ୍ରାୟୋଜିତ କରିଥିଲେ?

ତାଲିବାନର ଆଫଗାନିସ୍ତାନକୁ ଦଖଲ କରିବା ପରେ ଦେଶରେ କ୍ରୀଡ଼ାର ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି।  ପୋଷ୍ଟରେ ଦାବି କରାଯାଇଛି ଯେ,ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ତାଲିବାନ ଆଫଗାନିସ୍ତାନକୁ ପ୍ରାୟୋଜିତ କରିବାକୁ ମନା କରିଦେଇଛି, ତେଣୁ ଦଳର ଅଧିନାୟକ ମହମ୍ମଦ ନବି ତାଙ୍କ ପକେଟରୁ ସମସ୍ତ ଖର୍ଚ୍ଚ ବହନ କରିଥିଲେ।  ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଭାଇରାଲ ପୋଷ୍ଟର ଆମକୁ ହ୍ୱାଟ୍ସଅପରେ ସେୟାର […]

Continue Reading

କ’ଣ ନୋଟ୍ ଭରା ଆଲମାରି ବାରିପଦା ଆଇଟିଡିଏ ସହକାରୀ ସନ୍ତୋଷ ଦାସଙ୍କ ଘରୁ ମିଳିଥିବା ସମ୍ପତ୍ତି ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଆଲମାରି ଭରି ରହି ଥିବା ନୋଟର ଫୋଟୋ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରା ଯାଇଛି ଯେ ପଇସାରେ ଭରି ରହିଥିବା ଏହି ଆଲମାରି ବାରିପଦାର ଆଇଟିଡି ସହକାରୀ ସନ୍ତୋଷ ଦାସଙ୍କ ସମ୍ପତ୍ତି ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଛି ଏହି ପୋଷ୍ଟରେ? ୨୯ ନଭେମ୍ବରରେ ନିରପେକ୍ଷ ନ୍ୟୁଜ ନାମକ ଫେସବୁକ ଏକାଉଣ୍ଟରେ ଏକ ଫୋଟୋ ପୋଷ୍ଟ ହେଇଥିବା ଦେଖିବାକୁ ମିଳିଛି। ଏହି […]

Continue Reading