ଭାଇରାଲ ଭିଡିଓ ମଥୁରାର ନୁହେଁ ବରଂ 2019ରେ ଆସାମର ନାଗାଓଁ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା CAB ବିରୋଧ ପ୍ରଦର୍ଶନର ଅଟେ।

ସୋସିଆଲ ମିଡିଆରେ  ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ବହୁ ସଂଖ୍ୟାରେ ଲୋକ ପୋଲିସର ବ୍ୟାରିକେଡ୍ ଭାଙ୍ଗିଥିବାର ନଜର ଆସିଛନ୍ତି। ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ମଥୁରା ସହରର ବୋଲି ଦାବି କରାଯାଉଛି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ଆସାମର ନାଗାଓଁ ସହରର ଏବଂ ପ୍ରାୟ ଦୁଇ ବର୍ଷ ପୁରୁଣା ଅଟେ।  8 ଡିସେମ୍ବରରେ ହିନ୍ଦୁ ମହାସଙ୍ଘ ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ପାଇଲୁ। ପୋଷ୍ଟରେ ଲେଖାଯାଇଛି ଯେ, ହିନ୍ଦୁ […]

Continue Reading

କ’ଣ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ଏକ ଦରଗାହରେ ମନ୍ନତ ମାଗିବାକୁ ଯାଇଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ସେ ଏକ ଦରଗାହରେ ପ୍ରବେଶ କରୁଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ନିର୍ବାଚନ ପାଖେଇ ଆସୁଥିବା ସମୟରେ ଆଦିତ୍ୟନାଥ ଦାରାଗାହ ଯାଇ ମୁଣ୍ଡ ନୂଆଁଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୭ ଡିସେମ୍ବରରେ ମାଇ ବ୍ଲଡ୍ କଂଗ୍ରେସ ନାମକ […]

Continue Reading

କ’ଣ ଗୋବର ସେବନ କରୁଥିବା ଡାକ୍ତର ବର୍ତ୍ତମାନ ହସ୍ପିଟାଲରେ ପେଟ ରୋଗ କାରଣରୁ ଦାଖଲ ହେଇଛନ୍ତି? ଜାଣନ୍ତୁ ସତ୍ୟ।

ଗତ ମାସ ମନୋଜ ମିତ୍ତଲ ନାମକ ଜଣେ ଡାକ୍ତରଙ୍କର ଗୋବର ଖାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା। ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯାହା ସହିତ ଦାବି କରା ଯାଇଛି ଯେ ସେ ଗଭୀର ରୂପରେ ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଭାଇରାଲ ପୋଷ୍ଟରେ ତାଙ୍କର ଗୋବର ଖାଉଥିବା ଫୋଟୋ ସହିତ ହସ୍ପିଟାଲରେ ଚିକିତ୍ସା ହେଉଥିବା ଜଣେ ବ୍ୟକ୍ତିଙ୍କର ଫୋଟୋ ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ହସ୍ପିଟାଲରେ ଚିକିତ୍ସା ହେଉଥିବା […]

Continue Reading