ହିଜାବ ବିବାଦରେ ମୁସଲମାନ ଝିଅମାନଙ୍କ ଉପରେ ପାଣି ଫିଙ୍ଗିବାର ଖବର ମିଥ୍ୟା ଅଟେ।
ସୋସିଆଲ ମିଡିଆ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ହିଜାବ ପିନ୍ଧିଥିବା ମୁସଲମାନ ଝିଅମାନଙ୍କ ଉପରେ ପାଣି ପକାଯାଉଛି। ଏହି ପୋଷ୍ଟର ଭିଡିଓରେ କିଛି ଝିଅ ବୁର୍ଖା ପିନ୍ଧି ରାସ୍ତାରେ ଦଉଡୁଥିବାର ଦେଖାଯାଉଛନ୍ତି ଏବଂ କିଛି ଯୁବକ ରାସ୍ତା କଡ଼ରୁ ପାଣି ଫିଙ୍ଗୁଥିବାର ଦେଖାଯାଉଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଶ୍ରୀଲଙ୍କାର ପୂର୍ବା ଅଂଚଳ ବିଶ୍ୱବିଦ୍ୟାଳୟର ସିନିୟର ଏବଂ ଜୁନିଅରମାନଙ୍କୁ ପାଣି ଫିଙ୍ଗିବାର କ୍ୟାମ୍ପସର ଭିଡିଓ କୁ ହିଜାବ ବିବାଦ ସହିତ ଜୋଡ଼ି ପୋଷ୍ଟ ଭାଇରାଲ […]
Continue Reading