କ’ଣ ଯୋଗୀ ଆଦିତ୍ୟନାଥ ପଠାନ୍ ସିନେମା ଦେଖିଲା ପରେ ଶାହରୁଖ ଖାନଙ୍କ ବିଷୟରେ ନିଜ ପ୍ରତିକ୍ରିୟା ଦେଉଛନ୍ତି।? ଜାଣନ୍ତୁ ସତ୍ୟ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ ଅଭିନେତା ଶାହରୁଖ ଖାନଙ୍କ ବିଷୟରେ ନିଜ ମନ୍ତବ୍ୟ ଦେଉଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଯୋଗୀ ଆଦିତ୍ୟନାଥ ଶାହରୁଖ ଖାନଙ୍କ ସିନେମା ପଠାନ୍ ଦେଖିଲା ପରେ ପ୍ରତିକ୍ରିୟା ଏବଂ ସନ୍ଦେଶ ଦେଇଛନ୍ତି। ଭିଡିଓରେ ଯୋଗୀ ଆଦିତ୍ୟନାଥ କହୁଛନ୍ତି, “ଆମ ଦେଶରେ ବାମପନ୍ଥୀ ବିଚାରଧାରା ରଖୁଥିବା କିଛି ଲେଖକ ଏବଂ କଳାକାର ମାନେ ଭାରତ ବିରୋଧୀ […]
Continue Reading