ସଞ୍ଜୟ ରାଉତଙ୍କ ଭିଡିଓକୁ ଏଡିଟ୍ କରି କାନ୍ଦୁଥିବାର ଦାବି କରାଯାଉଛି।

ଦଳରେ ରାଜନୈତିକ ସଙ୍କଟ ବଢ଼ିବା ସହିତ ବହୁ ଶିବସେନା କର୍ମୀ ଦଳର ବିଦ୍ରୋହୀଙ୍କ ବିରୋଧରେ ମହାରାଷ୍ଟ୍ର ଏବଂ ଦିଲ୍ଲୀର ରାସ୍ତାରେ ଓହ୍ଲାଇଥିଲେ। ମହାରାଷ୍ଟ୍ରର ସିଏମ୍ ଉଦ୍ଧବ ଠାକରେ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାଙ୍କ ଶାସନ ପାଇଁ ପରସ୍ପର ସହ ଶକ୍ତି ସଂଗ୍ରାମରେ ଅଛନ୍ତି।  ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଉଛି, ଯେଉଁଥର ଶିବସେନା ନେତା ସଞ୍ଜୟ ରାଉତଙ୍କ କାନ୍ଦୁଛନ୍ତି। ଏହି ଭିଡିଓ ଫେସବୁକରେ ବହୁତ ଭାଇରାଲ ହେବାରେ ଲାଗିଛି।  […]

Continue Reading

କ’ଣ ଭାରତର ମୁସ୍ଲିମମାନେ ତ୍ରିରଙ୍ଗା ଜାଳୁଛନ୍ତି ?

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି, ଯେଉଁଥିରେ କିଛି ଲୋକ ତ୍ରିରଙ୍ଗା ପତାକା ଜାଳୁଥିବାର ଦେଖାଯାଉଛନ୍ତି। ଫୋଟୋରେ ମୁସ୍ଲିମ ଲୋକମାନେ ଏହି ତ୍ରିରଙ୍ଗା ପତାକା ଜଳାଉଥିବାରୁ ଏହାକୁ ସାମ୍ପ୍ରଦାୟକ ରୂପ ଦେଇ ଭାଇରାଲ କରାଯାଉଛି। ଫୋଟୋ ସହିତ ଦାବି କରାଯାଉଛି ଯେ, ଭାଇରାଲ ହେଉଥିବା ଏହି ଫୋଟୋ  ଭାରତର ଅଟେ।  Rashmi Ranjan Barik ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଫୋଟୋ ସେୟାର କରି ଲେଖିଛନ୍ତି ଯେ, ଏମାନଙ୍କ ବିରୋଧ କେବଳ ଜଣେ ବ୍ୟକ୍ତି […]

Continue Reading

କ’ଣ ଜେଲରୁ ବାହାରିବା ପରେ ଆଜାମ ଖାନ ରାମ ଏବଂ କୃଷ୍ଣ ତାଙ୍କର ଆଦର୍ଶ ବୋଲି କହିଛନ୍ତି ?

27 ମାସ ଧରି ଉତ୍ତରପ୍ରଦେଶର ସୀତାପୁର ଜେଲରେ ରହୁଥିବା ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ 20 ମଇରେ ଜେଲରୁ ମୁକ୍ତ କରାଯାଇଥିଲା। ଏହି ପ୍ରସଙ୍ଗରେ, ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଆପଣ ତାଙ୍କୁ ଶୁଣିଥିବେ ଯେ “ଯୋଗୀ ଜି ମୋଗଲ ଆମର ଆଦର୍ଶ ନୁହଁନ୍ତି, ଆମର ଆଦର୍ଶ ହେଉଛି ରାମ, କୃଷ୍ଣ ଜୀ ମଧ୍ୟ ସେଠାରେ ଅଛନ୍ତି।” ଦାବି ହେଉଛି ଯେ ଜେଲରୁ ମୁକୁଳିବା ପରେ ସେ ଏହି ବିବୃତ୍ତି ଦେଇଛନ୍ତି। […]

Continue Reading

କ’ଣ ଜଣେ ସୈନ୍ୟ ଯବାନ ଆଉ ଜଣେ ଆଘାତ ଯବାନଙ୍କ ସେବା କରୁଥିବା ଫୋଟୋ ଭାରତର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ସୈନିକ ନିଜ ଆଘାତ ସାଥିର ସାହାଯ୍ୟତା କରୁଛି। ଦାବି ଅନୁଯାୟୀ ଏହି ଫୋଟୋ ଭାରତ ସୈନିକଙ୍କର ଅଟେ।  କିନ୍ତୁ ଅନୁସନ୍ଧାନପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ଭାରତ ସୈନିକଙ୍କର ନୁହେଁ ବରଂ ଏହା ଆମେରିକାର ଅଟେ।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି […]

Continue Reading

2016ର ଅଖିଲେଶ ଯାଦବ ସମୟର ଫୋଟୋକୁ ବର୍ତ୍ତମାନ ଯୋଦି ଆଦିତ୍ୟନାଥଙ୍କ ଦାବିରେ ଭାଇରାଲ କରଯାଉଛି।

ଘର ଗୁଡ଼ିକୁ ଭଙ୍ଗାଯାଇଥିବାର ତିନୋଟି ଚିତ୍ର ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହେଉଛି।  ଭଙ୍ଗାଯାଇଥିବା ଘର ପାଖରେ ଠିଆ ହୋଇଥିବା ବୁଲଡୋଜର ଏବଂ ପୋଲିସ୍ କର୍ମଚାରୀଙ୍କୁ ଦେଖାଯାଇପାରିବ। ସୋସିଆଲ ମିଡିଆ ୟୁଜର୍ସ ଫୋଟୋ ସହ ଦାବି କରିଛନ୍ତି ଯେ କ୍ଷତିଗ୍ରସ୍ତ ଘର ଗୁଡ଼ିକର ଏହି ଫୋଟୋ ଉତ୍ତରପ୍ରଦେଶର ଅଟେ। କେତେକ ଉପଭୋକ୍ତା ଏହା ମଧ୍ୟ ଦାବି କରିଛନ୍ତି ଯେ ଏହି ଚିତ୍ରଗୁଡ଼ିକ ଉତ୍ତରପ୍ରଦେଶର କାନପୁରରେ ଘଟିଥିବା ସଂଘର୍ଷରୁ ଆସିଛି।  ଉତ୍ତରପ୍ରଦେଶରେ ପ୍ରଦର୍ଶନ କରୁଥିବା ଲୋକମାନେ ଦେଶର ସମ୍ପତ୍ତି […]

Continue Reading

ନେପାଲର ଏକ ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ଭୂକମ୍ପ ସମୟରେ ଭାରତ ଆଫଗାନିସ୍ତାନକୁ ସାହାଯ୍ୟତା ପଠାଉଥିବା ଦାବି ସହୁତ ଭାଇରାଲ କରା ଯାଉଛି। 

ନିକଟରେ ଆଫଗାନିସ୍ତାନରେ ୫.୯ ତୀବ୍ରତାର ଭୂକମ୍ପ ହେଇଥିବା ଖବର ସାମନାକୁ ଆସିଛି। ଏହି ଘଟଣାରେ ୧୦୦୦ ରୁ ଅଧିକ ଲୋକେ ନିଜ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୧୪୦୦ ଲୋକେ ଆଘାତ ହୋଇଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ଆଫଗାନିସ୍ତାନରେ ଭୂକମ୍ପ ହେଇଥିବାରୁ ଭାରତ ସେଟାକୁ ସାହାଯ୍ୟତା ପଠାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନେପାଲର ଏକ […]

Continue Reading

ସିରିଆରେ ଘଟିଥିବା ଘଟଣାକୁ ଇରାକରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଇଥିବା ମିଥ୍ୟା ଦାବିରେ ଭାଇରାଲ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ କିଛି ସୈନିକ ଲୋକମାନଙ୍କୁ ଗୁଳିକରି ମାରୁଥିବାର ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ଇରାକର ଅଟେ। ଇରାକରେ ହିନ୍ଦୁ ଲୋକଙ୍କୁ ମୁସ୍ଲିମମାନେ ଏପରି ମାରୁଛନ୍ତି।  Shreeram Bhakt M ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଇରାକ କ ବି ଦିନେ ଭାଇଚାରା ସହର ଥିଲା, କିଛି ହିନ୍ଦୁ ଇରାକ ରୁ ପଳାଇ ଆସିଲେ, […]

Continue Reading

ଉତ୍ତରପ୍ରଦେଶର ଏକ ପୁରୁଣା ଦଙ୍ଗାର ଫୋଟୋକୁ ନିକଟରେ କାନପୁର ସହରରେ ହେଇଥିବା ଦଙ୍ଗା ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ କାନପୁର ସହରରେ ଦଙ୍ଗା ହେଇଥିବାର ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ବର୍ତ୍ତମା ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅନେକ ଲୋକେ ପଥର ଫୋପାଡୁଛନ୍ତି।  ଫୋଟୋ ଭାଇରାଲ କରି ଦାବି କରା ଯାଇଛି ଯେ ଏହି ଫୋଟୋ ନିକଟରେ କାନପୁରରେ ହେଇଥିବା ଦଙ୍ଗା ସମୟର ଫୋଟୋ ଅଟେ।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ବିହାରର ପୁରୁଣା ଭିଡିଓକୁ ବର୍ତ୍ତମାନ ଅଗ୍ନିପଥ ଯୋଜନା ପ୍ରଦର୍ଶନ ଦାବିରେ ଭାଇରାଲ କରାଯାଉଛି।

ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଅଗ୍ନିପଥ ଯୋଜନା ଘୋଷଣା ପରେ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରମାନେ ବିରୋଧ କରୁଛନ୍ତି। ଏହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି କବୁଛନ୍ତି ଯେ ଆରଜେଡି ସମର୍ଥକଙ୍କ ଆଗ୍ନୀପଥ ଯୋଜନା ବିଷୟରେ କୌଣସି ଧାରଣା ନାହିଁ, କିନ୍ତୁ ଏହାକୁ ବିରୋଧ କରିବାକୁ ଆସିଛି। ଉପଭୋକ୍ତାମାନେ ଭିଡିଓକୁ ପରିହାସ କରୁଛନ୍ତି। ଭାଇରାଲ ଭିଡିଓରେ ଜଣେ ସାମ୍ବାଦିକ ଏହି ଯୋଜନା ବିଷୟରେ ବିରୋଧ କରୁଥିବା ଛାତ୍ରଙ୍କୁ […]

Continue Reading

ମୁସଲମାନମାନେ ହିନ୍ଦୁ ମନ୍ଦିର ଭାଙ୍ଗୁଥିବାର ଏହି ଭିଡିଓ ପାକିସ୍ତାର ଅଟେ। 

ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗୁଥିବା ଆକ୍ରମଣାତ୍ମକ ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଇଛି। ଦାବି ହେଉଛି ଯେ ମୁସଲମାନମାନେ ଦେଶର ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିଛନ୍ତି। ଭିଜୁଆଲରେ ମାଓବାଦୀମାନେ ସବୁକିଛି ଫିଙ୍ଗିବା ସହୀତ, ଲୁହା ଏବଂ କାଠ ରଡରେ ହିନ୍ଦୁ ମୂର୍ତ୍ତିଗୁଡ଼ିକୁ ନଷ୍ଟ କରୁଥିବାର ଦେଖାଯାଉଛନ୍ତି। ଏବଂ ମୋବାଇଲ୍ ଫୋନ୍ ସହିତ ଘଟଣାକୁ ରେକର୍ଡ କରୁଛନ୍ତି। Suryavanshi Jayant ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, […]

Continue Reading