କ’ଣ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଶ୍ରମିକମାନଙ୍କୁ ୧୫୫,୦୦୦ ଟଙ୍କାର ଲାଭ ଦେଉଛି କି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାଟ୍ସ ଅପ୍ ରେ ଏକ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଶ୍ରମିକମାନଙ୍କୁ ୧୫୫,୦୦୦ ଟଙ୍କାର ଲାଭ ଦେଉଛି।  ଏହି ମେସେଜରେ ଏକ ଲିଙ୍କ୍ ମଧ୍ୟ ପ୍ରଦାନ କରା ଯାଇଛି ଏବଂ କୁହା ଯାଇଛି ଯେ ଏହି ଲିଙ୍କ୍ ଦ୍ଵାରା ଜଣେ ଜାଣି ପାରିବେ ଯେ ତାଙ୍କ ନାମ ଲାଭ ପାଇବା ତାଲିକାବୁକ୍ତ ଅଟେ କି ନାହିଁ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ଗୋରଖପୁରରେ ଲାଥୀ ଚାର୍ଜର ପୁରୁଣା ଭିଡିଓ କାନପୁର ହିଂସା ସହ ଜୋଡ଼ି ଭାଇରାଲ କରାଯାଉଛି।

କିଛି ଦିନ ତଳେ ବିଜେପି ମୁଖପାତ୍ର ନୁପୁର ଶର୍ମା ଏକ ବିତର୍କ ଟିଭୀ ଶୋ’ରେ ମୁସଲମାନ ସମ୍ପ୍ରଦାୟର ପ୍ରତିଷ୍ଠାତା ମହମ୍ମଦଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହି ହିଂସା ଯୋଗୁଁ କାନପୁରରେ ହିଂସାର ବାତାବରଣ ହୋଇଥିଲା। ଏହି ସମୟରେ, ପୋଲିସ୍ ଲାଥୀ-ଚାର୍ଜର ଏକ ଭିଡିଓ ଖୁବ୍ ସେୟାର କରାଯାଉଛି। ଭିଡିଓ ସହିତ ଦାବି କରାଯାଉଛି ଯେ, ଏହି ଭିଡିଓ କାନପୁରରେ ଘଟିଥିବା ହିଂସା ସହ ଜଡିତ ଏବଂ ପୋଲିସ ଏହି ପ୍ରଦର୍ଶନକାରୀଙ୍କୁ ଲାଟି-ଚାର୍ଜ କରୁଛି।  Shreeram […]

Continue Reading