କ’ଣ ସମୁଦ୍ରରେ ବର୍ଗାକାରୀ ଲହଡି ସୁନାମୀ ଆସିବାର ସଂକେତ ଦେଇ ଥାଏ? ଜାଣନ୍ତୁ ସତ୍ୟ।
ପ୍ରାକୃତିକ ପ୍ରଳୟ ପ୍ରତି ମଣିଷର ଭୟ ସଦା ବେଳେ ରହି ଥାଏ। ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟର ଲକ୍ଷଣ ଜାଣିବାକୁ ମଣିଷ ସର୍ବଦା ଚେଷ୍ଟା କରି ଆସୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ସୁନାମୀ ଆସିବା ପୂର୍ବରୁ ସମୁଦ୍ର କେଉଁ ପ୍ରକାର ସଂକେତ ଦେଇଥାଏ ତାହା ବିଷୟରେ କୁହା ଯାଇଛି। ପୋଷ୍ଟରେ ଦାବି କରା ଯାଇଛି ଯେ ସୁନାମୀ ଆସିବା ପୂର୍ବରୁ ସମୁଦ୍ରରେ ବର୍ଗାକାରୀ ଆକାରରେ ଲହଡି ଉତପନ ହୋଇଥାଏ। କିନ୍ତୁ ଫ୍ୟାକ୍ଟ […]
Continue Reading