କ’ଣ ଭୁଷୁଡି ପଡିଥିବା ରାଜପଥର ଏହି ଭିଡିଓ ଓଡ଼ିଶାର ଅଟେ କି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ରାଜପଥ ଭୁସୁଡି ପଡିଥିବା ଦେଖିବାକୁ ମିଳିଛି। ରାଜପଥ ଭୁସୁଡି ପଡିଥିବା କାରଣରୁ କିଛି ଗାଡି ସେଠାରେ ଅଟକି ରହିଛି। ଦାବି ଅନୁଯାୟୀ ଭାଇରାଲ ଭିଡିଓ ଓଡ଼ିଶାର ଅଟେ। କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ହିମାଚଳ ପ୍ରଦେଶ ରାଜ୍ୟରେ ଶିମ୍ଳା-କାଲକା ରାଜପଥର ଦୃଶ୍ୟ ଅଟେ। କ’ଣ କୁହା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି […]
Continue Reading