କ’ଣ ଦର୍ଶକ ମାନେ ଲାଲ ସିଂ ଚଢା ସିନେମା ଦେଖିବାକୁ ଆସନ୍ତୁ ସେଥିପାଇଁ ଆମିର ଖାନ ଶିବ ମନ୍ଦିରରେ ଆଳତି କରୁଛନ୍ତି? ଜାଣନ୍ତୁ ସତ୍ୟ।
ଆମିର ଖାନଙ୍କ ପିକେ ଫିଲ୍ମରେ ହିନ୍ଦୁ ଦେବୀ ଦେବତା ମାଙ୍କୁ ଅପମାନିତ ଅଭିଯୋଗ ଲଗାଇ ଦେଶରେ ଅନେକ ଲୋକେ ତାଙ୍କ ନୂତନ ସିନେମା ଲାଲ ସିଂ ଚଢାକୁ ବୟକଟ୍ କରିବା କରିଛନ୍ତି। ଏହା ଫଳରେ ଆମିର ଖାନଙ୍କ ଲାଲ ସିଂ ଚଢା ଫିଲ୍ମ ବକ୍ସଅଫିସରେ ଭଲ ପ୍ରଦର୍ଶନ କରି ପାରି ନାହିଁ। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅମିର ଖାନ ଭଗବାନଙ୍କ ସାମନାରେ […]
Continue Reading