କ’ଣ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟି.ଏସ୍ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନରେ ବିଜେପି ଇଭିଏମ୍ ହ୍ୟାକିଂ କରି ଜିତିଛି?
ଖବରକାଗଜରେ ପ୍ରକାଶିତ ଏକ ଖବରର ଚିତ୍ର ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି | ଏଥିରେ ଲେଖାଯାଇଛି ଯେ ପୂର୍ବତନ ନିର୍ବାଚନ କମିଶନର ଟି.ଏସ୍ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଇଭିଏମ୍ ହ୍ୟାକିଂ ଦ୍ୱାରା ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନରେ ବିଜେପି ଜିତିଛି। ଦାବି ହେଉଛି ଯେ ଏହି ବିବୃତ୍ତି ଟି.ଏସ୍ କୃଷ୍ଣମୂର୍ତ୍ତି ପ୍ରଦାନ କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଟି.ଏସ କୃଷ୍ଣମୂର୍ତ୍ତି ବିଜେପି ଇଭିଏମ୍ ହ୍ୟାକ କରି ନିର୍ବାଚନ ଜିତିଥିବା […]
Continue Reading