କ’ଣ ସମ୍ବିତ ପାତ୍ର ଟୁଇଟ ମାଧ୍ୟମରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ସମ୍ବିତ ପାତ୍ରଙ୍କର ଏକ ଟୁଇଟ ଭାଇରାଲ ହେବାରେ ଲାଗିଛି। ଟୁଇଟ ମାଧ୍ୟମରେ ସମ୍ବିତ ପାତ୍ର କହିଛନ୍ତି ଯେ ମୋଦୀଜିଙ୍କର ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ଥିଲେ। ଟୁଇଟରେ ରେ କୁହା ଯାଇଛି ଯେ ମୋଦୀଜି ଦେଶ ପାଇଁ ନିଜ ପରିବାରକୁ ତ୍ୟାଗ କରିଛନ୍ତି ଏବଂ ତାଙ୍କ ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଦେଶର ହିତ ପାଇଁ ଅବିବାହିତ ରହିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]
Continue Reading