କ’ଣ ଏହି ଭିଡିଓରେ ଗୋଟିଏ ଚିତାବାଘ ମଦ୍ୟ ନିଶାରେ ଲୋକଙ୍କ ଭିଡ ସହିତ ଚାଲୁଅଛି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଚିତାବାଘ ଲୋକଙ୍କ ଭିଡ ସହିତ ଚାଲୁଥିବା ଦେଖିବାକୁ ମିଳିଛି। ଲୋକ ମାନେ ବାଘକୁ ସ୍ପର୍ଶ କରୁଥିବା ସହିତ ସେଲ୍ଫି ମଧ୍ୟ ନେଉଛନ୍ତି। ଆଶ୍ଚର୍ଯ୍ୟ କରୁଥିବା କଟା ଏହା ଯେ ଏତେ ଲୋକଙ୍କ ଭିଡ ଦେଖି ମଧ୍ୟ ଚିତାବାଘଟି କିଛି ପ୍ରତିକ୍ରିୟା ଦେଉନାହିଁ। ଦାବି କରା ଯାଉଛି ଯେ ଏହି ଚିତାବାଘ ମଦଭାଟିରେ ପଶି ନିଶା କରି ସାରିଲା ପରେ ଏପରି ଅବସ୍ଥାରେ ଅଛି। କିନ୍ତୁ […]
Continue Reading