Friday, August 01, 2025
Latest Fact Checks

International

ଚୀନର ଏକ ସହରରେ ଅଗ୍ନିକାଣ୍ଡର ଭିଡିଓ କୁ ଇରାନ ମୋସାଦ ମୁଖ୍ୟାଳୟ ଉପରେ ଆକ୍ରମଣ କରୁଥିବା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଅଞ୍ଚଳରେ ନିଆଁ ଲାଗିଛି ଏବଂ ଆକାଶରେ ଘନ କଳା ଧୂଆଁ ଉଠୁଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ଏହା ଇସ୍ରାଏଲର ମୋସାଦ ମୁଖ୍ୟାଳୟ ଉପରେ ଇରାନର ଆକ୍ରମଣ ପରେ ପରିସ୍ଥିତି। ପ୍ରକୃତରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି, ଦାବି କରାଯାଇଛି ଯେ ଇରାନ ଆକ୍ରମଣ ପରେ, ଟେଲ୍ ଅଭିଭ ସହରରେ ଅବସ୍ଥିତ ଇସ୍ରାଏଲର ବିଦେଶୀ ଗୁଇନ୍ଦା […]

ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିବାରୁ ଜଣେ ଇରାନୀ ଯୁବକଙ୍କୁ ତାଙ୍କ ଝିଅ ସାମ୍ନାରେ ଫାଶି ଦିଆଯାଉଛି? ଜାଣନ୍ତୁ ସତ୍ୟତା।

ଗାଜାର ଏକ ପୁରୁଣା ଭିଡିଓକୁ ସମ୍ପ୍ରତି ସମୟରେ ଇରାନ-ଇସ୍ରାଏଲ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ଆରବ ଦେଶର ଶାରଜାହ ସହରରେ ହୋଇଥିବା ଏକ ଅଗ୍ନିକାଣ୍ଡ ଭିଡିଓକୁ ରୁଷିଆ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ବ୍ୟାଙ୍କକର ଭୂମିକମ୍ପର ଭିଡିଓକୁ ମିଆଁମାରର ଦୃଶ୍ୟ ବୋଲି ଦାବି କରି ସେୟାର କରା ଯାଉଛି।

୨୦୧୯ ରେ ବାଲୁଚିସ୍ତାନ ମୁକ୍ତି ବାହିନୀ ସେନା, ପାକିସ୍ତାନ ଏବଂ ଚୀନକୁ ଧମକ ଦେଉଥିବା ଭିଡିଓକୁ ନିକଟ ଘଟଣା ଦାବି ସହିତ ସେୟାର କରା ଯାଉଛି।

Political

ଲକ୍ଷ୍ନୌ କୋର୍ଟରେ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେଉଥିବା ବ୍ୟକ୍ତି ବିଚାରପତି ନୁହଁନ୍ତି। ମିଥ୍ୟା ଦାବି ଭାଇରାଲ

ଭାରତୀୟ ସେନା ବିଷୟରେ କଥିତ ମନ୍ତବ୍ୟ ପାଇଁ ଲକ୍ଷ୍ନୌର ସାଂସଦ-ବିଧାୟକ କୋର୍ଟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପରେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଏକ ସେଲଫି ଭାଇରାଲ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଫଟୋରେ ଦେଖାଯାଉଥିବା କଳା କୋଟ ପିନ୍ଧିଥିବା ବ୍ୟକ୍ତି ଜଣକ ଜଣେ ବିଚାରପତି। ଜଣେ ବିଚାରପତିଙ୍କୁ ଏପରି ସେଲଫି ନେବା ଦେଖି ଲୋକମାନେ ନ୍ୟାୟ ଉପରେ ପ୍ରଶ୍ନ ଉଠାଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

ଅମିତ ଶାହଙ୍କ ଭାଷଣ ବିବାଦ: କ’ଣ ୧୮୫୭ ମହାକ୍ରାନ୍ତି ସାବର୍କର ବିନା ଅସମ୍ଭବ ଥିଲା ବୋଲି କହିଥିଲେ ଅମିତ ଶାହ?

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବରକାଗଜର କ୍ଳିପ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ ସ୍ବାଦୀନତା ସଂଗ୍ରାମୀ ବୀର ସାବର୍କରଙ୍କୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି। ୟୁଜର ମାନେ ଦାବି କରୁଛନ୍ତି ଯେ ଅମିତ ଶାହ କହିଛନ୍ତି, ବୀର ସାବର୍କରଙ୍କ ଯୋଗଦାନ ବିନା ୧୮୭୫ ସ୍ଵାଧୀନତା ସଂଗ୍ରାମ ସମ୍ଭବ ନଥିଲା। ଏହା ନେଇ ସୋସିଆଲ ମିଡିଆରେ ପରିହାସ କରା ଯାଉଛି ଯେ ସାବର୍କରଙ୍କ ଜନ୍ମ ୧୮୮୩ ରେ ହୋଇଥିଲା,  ତେବେ ସେ କେଉଁପରି ସ୍ଵାଧୀନତା […]

Social

ଓଡ଼ିଶାରେ ଏକ ମୃତ ମହିଳାଙ୍କ ଶରୀରକୁ ଭାଙ୍ଗି ବସ୍ତାରେ ପୁରାଉଥିବା ପୁରୁଣା ଘଟଣାକୁ ସମ୍ପ୍ରତ୍ତି ସମୟର ଘଟଣା ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ହସ୍ପିଟାଲରେ ଦୁଇଟି ଲୋକ ଜଣେ ମହିଳାଙ୍କ ଶରୀରକୁ ଭାଙ୍ଗିବାର ଚେଷ୍ଟା କରୁଥିବା ଜଣା ପଡ଼ୁଛି। ଦାବି କରି ଏପରି ପୋଷ୍ଟ ସେୟାର କରା ଯାଇଛି ଯେ ଏହା ଓଡ଼ିଶା ର ଘଟଣା ଯାହା ନିକଟରେ ଘଟିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ପ୍ରାୟ ୧୦ ବର୍ଷ ପୁରୁଣା ଘଟଣାକୁ ସମ୍ପ୍ରତ୍ତି ସମୟ ଘଟଣା […]

ପାଇକ ବିଦ୍ରୋହକୁ ଏନସିଇଆରଟି ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ବାଦ୍ ଦେଇଥିବା ଦାବି ମିଥ୍ୟା। 

ପାଇକ ବିଦ୍ରୋହ ମେ ୧୮୧୭ ରେ ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର ୧୮୧୮ ପର୍ଯ୍ୟନ୍ତ ଜାରି ରହିଥିଲା। ଏହା ଗଜପତି ରାଜବଂଶର ଅଧୀନରେ ଖୋର୍ଦ୍ଧାର ପୂର୍ବତନ ସେନାପତି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଏକ ସଶସ୍ତ୍ର ବିଦ୍ରୋହ ଥିଲା, ଯାହା ଓଡ଼ିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଥିଲା।  ତେବେ, ଅଷ୍ଟମ ଶ୍ରେଣୀର ନୂତନ ଏନସିଇଆରଟି ପୁସ୍ତକରେ ପାଇକ ବିଦ୍ରୋହ ସ୍ଥାନ ପାଇ ନ ଥିବା ଦେଖି ଲୋକେ ଦାବି କରୁଛନ୍ତି ଯେ ପାଇକ ବିଦ୍ରୋହ, ଯାହାକୁ […]

ଫୋଟୋରେ ଥିବା ମହିଳା ସୌମ୍ୟଶ୍ରୀ ବିସିଙ୍କୁ ଆତ୍ମହତ୍ୟା ପାଇଁ ଇନ୍ଧନ ଦେଇ ନାହାଁନ୍ତି। ଏହା ଏକ ପୁରୁଣା ଏବଂ ଅସମ୍ପର୍କିତ ଫୋଟୋ।

ସୌମ୍ୟଶ୍ରୀ ବିସି ମାସେ ପୂର୍ବରୁ ତାଙ୍କ କଲେଜର ବିଭାଗୀୟ ମୁଖ୍ୟଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ, କିନ୍ତୁ ତାଙ୍କ ଅଧ୍ୟକ୍ଷ, ସ୍ଥାନୀୟ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଅଣଦେଖା କରାଯାଇଥିବା ଅନୁଭବ କରି ସେ କଲେଜ ପରିସରରେ ନିଜକୁ ନିଆଁ ଲଗାଇ ଦେଇଥିଲେ ଏବଂ ପରେ ଜୁଲାଇ ୧୪ ତାରିଖରେ AIIMS ଭୁବନେଶ୍ୱରରେ ତାଙ୍କର ଆଘାତ ଯୋଗୁଁ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ […]

VERIFY IMAGES AND VIDEOS ON YOUR WHATSAPP

ଓଡ଼ିଶାରେ ଏକ ମୃତ ମହିଳାଙ୍କ ଶରୀରକୁ ଭାଙ୍ଗି ବସ୍ତାରେ ପୁରାଉଥିବା ପୁରୁଣା ଘଟଣାକୁ ସମ୍ପ୍ରତ୍ତି ସମୟର ଘଟଣା ଦାବି ସହିତ ସେୟାର କରା ଯାଉଛି।

ପାଇକ ବିଦ୍ରୋହକୁ ଏନସିଇଆରଟି ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ବାଦ୍ ଦେଇଥିବା ଦାବି ମିଥ୍ୟା। 

ଫୋଟୋରେ ଥିବା ମହିଳା ସୌମ୍ୟଶ୍ରୀ ବିସିଙ୍କୁ ଆତ୍ମହତ୍ୟା ପାଇଁ ଇନ୍ଧନ ଦେଇ ନାହାଁନ୍ତି। ଏହା ଏକ ପୁରୁଣା ଏବଂ ଅସମ୍ପର୍କିତ ଫୋଟୋ।

ମେକ୍ସିକୋର ଭିଡିଓକୁ ଭାରତୀୟ ମହିଳାଙ୍କ ଆମେରିକା ଦୋକାନରେ ଚୋରି କରିଥିବା ଘଟଣା ସହିତ ଯୋଡ଼ି ମିଥ୍ୟା ପ୍ରଚାର କରାଯାଉଛି।

ଲକ୍ଷ୍ନୌ କୋର୍ଟରେ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେଉଥିବା ବ୍ୟକ୍ତି ବିଚାରପତି ନୁହଁନ୍ତି। ମିଥ୍ୟା ଦାବି ଭାଇରାଲ

Recent Fact Checks