Archives

କ’ଣ ସାଉଦିଆରବରେ ଦୁଇଟି ଲୋକଙ୍କୁ ମଲର ଟ୍ରଲି ଉପରେ ଛେପ ପକାଇବା ପାଇଁ ଫାଶୀ ଡିୟା ଯାଇଅଛି?

Photo Credit: BBC ସାରା ବିଶ୍ଵରେ ଲୋକେ ବର୍ତମାନ କୋରୋନାକୁ ଡଋ ନିଜ ଜୀବନ କାଟୁଛନ୍ତି। କୌଣସି ଔଷଧ ବା ଟୀକା ଣ ବାହାରି ଥିବା କାରଣ ରୁ କୋରୋନା ଆତଙ୍କ କୁ ଅଟକାଇବା ସମ୍ଭବ ହେଉ ନାହିଁ। ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଅନେକ ଦେଶ ତାଲାବନ୍ଦ ପଦକ୍ଷେପ ନେଇଛନ୍ତି। କିନ୍ତୁ କିଛି ଲୋକେ ଏପରି ମଧ୍ୟ ଅଛନ୍ତି ଯିଏ ଅନ୍ୟ ମାନଙ୍କ ପାଇଁ ସଙ୍କଟ ଛିଡ଼ା କରୁଛନ୍ତି। ସେମାନଙ୍କର କିଛି ଟା ବ୍ୟବହାର […]

Continue Reading

ଗୁଜୁରାଟର ମାନସିକ ରୋଗୀର ଭିଡିଓକୁ କରୋନା ରୋଗୀ ଭାବରେ ଭାଇରାଲ ହେଉଛି।

ସୋସିଆଲ ମିଡ଼ିଆରେ କୋରୋନାକୁ ନେଇ କେତେକ ଭିଡ଼ିଓ ଏବଂ ତଥ୍ୟ ଭାଇରାଲ କରାଯାଉଛି। ଭାଇରାଲ ଭିଡିଓ ଦ୍ୱାରା ଲୋକ ଅଧିକରୁ ଅଧିକ ଡରିବାରେ ଲାଗିଛନ୍ତି। କିଛି ଦିନ ପୂର୍ବରୁ Kumar Rajeebନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି।  ଭିଡିଓରେ ଧଳା ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ରାସ୍ତା କଡ଼ରେ ପଡ଼ିଥିବାର ଦଖା ଯାଉଛି। ଏହି ଭିଡିଓ ଯୁବକ ଜଣକ ଷ୍ଟ୍ରେଚର ଉପରେ […]

Continue Reading

କ’ଣ ଏହି ଛୁଆର ମାଁ କୋରୋନା ଭାଇରସ ସଂକ୍ରମିତ ହେଇ ଇଟାଲୀରେ ନିଜ ପ୍ରାଣ ତ୍ୟାଗୀ ଥିଲେ? ଜାଣନ୍ତୁ ସତ୍ୟ କଣ।

25 ମାର୍ଚରେ ଜଣେ ଫ୍କେବୂକ ୟୁଜର ନିଜ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋସ୍ତ କରି ଏହା କହିଛନ୍ତି ଯେ ଇଟାଲୀ ରେ ଗୋଟେ ଛୁଆ ଆକାଶକୁ ଚାହିଁ ତା ‘ମା’ କୁ ଡାକ ଛାଡୁଛି ! କିନ୍ତୁ ତା ମା କୋରନା ଭୂତାଣୁ ରେ ମୃତ୍ୟୁ ଘଟିଛି ।ଏଥିରୁ ଜଣାପଡୁଛି ମା ର ମୃତ ଶରୀର କୁ ସେ ପିଲାଟି ଦେଖିନାହିଁ ବା ଦେଖିବାକୁ ଦିଆଯାଇନାହିଁ । ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ […]

Continue Reading

କ’ଣ କ୍ରେନ ସାହାଜ୍ଯତା ରେ ଶବ କୁ ନିଷ୍କାସନ କରୁ ଥିବା ଭିଡିଓ ଇଟାଲୀ ର ଅଟେ? କ’ଣ ଏହି ଶବ ଇଟାଲୀରେ କୋରୋନା ରୁ ମୃତ୍ୟୁ ହେଇଥିବା ଲୋକଙ୍କ? ଜାଣନ୍ତୁ ସତ୍ୟ

କୋରୋନା ଥମିବା ନାମ ନେଊଁ ନାହିଁ। ଏହି ରୋଗ କାରଣରୁ ସାରା ବିଶ୍ଵ କ୍ଷତିଗ୍ରସ୍ତ ହେଇଛି। ପ୍ରତ୍ଯେକ ଦିନ ନୂଆ ନୂଆ ଲୋକଙ୍କ ପୀଡ଼ିତ ହେଇ ଥିବା ଖବର ଦେଖିବା କୁ ମିଳୁଛି। ଭାରତରେ ମଧ୍ୟ କୋରୋନା କାୟା ପାଲଟି ସାରିଲାଣି। କୋରୋନା କୁ ରୋକିବା ପାଇଁ ସରକାର ମଧ୍ୟ ଅନେକ କଟକଣା ଲାଗୁ କରିଛି। ଇଟାଲୀ, ଆମେରିକା ଏବଂ ଇରାନରେ ମୃତ ଲୋକଙ୍କ ସଂଖ୍ୟା ବଢି ଚାଲିଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ […]

Continue Reading

କ’ଣ କୋରୋନା ସମୟରେ ଆମେରିକାରେ ପୁଲିସ ସେଠିକାର ନାଗରିକଙ୍କ ସହିତ ଏପରି ବ୍ୟବହାର କରୁଛନ୍ତି? କ’ଣ ଆମେରିକା ବିଶ୍ଵ କୁ ସାମାଜିକ ଦୂରତା ରଖିବା ପରାମର୍ଶ ଦେଇ ନିଜେ ଏହା ର ପାଳନ କରୁ ନାହିଁ? ଜାଣନ୍ତୁ ସତ୍ୟ।

Photo Credit: BBC ସାରା ଦୁନିୟା ବର୍ତମାନ କୋରୋନା ଠାରୁ ତ୍ରାହି ଖୋଜୁଛି। ସମସ୍ତ ଦେଶ ଅନ୍ୟ ଅନ୍ୟ ଉପାୟ ଖୋଜି ତାକୁ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଲାଗୁ କରୁଛନ୍ତି। ବର୍ତମାନ WHO ପରାମର୍ଶ କୁ ମାନି ସାରା ବିଶ୍ଵ ସାମାଜିକ ଦୂରତା ମାନିବା କୁ ଲାଗିଛି। କିନ୍ତୁ ଏପରି ମଧ୍ୟ କିଛି ସ୍ଥିତି ଦେଖିବା କୁ ମିଳିଛି ଯେଉଁ ଠାରେ ଲୋକେ ଏହି ନିର୍ଦେଶର ଅବହେଳା କରି ରାସ୍ତା ଘାଟରେ ବୁଲୁଛନ୍ତି। କୋରୋନା ଭୟ […]

Continue Reading

ମୌଲାନା ଶେଖ ଖଲିଲ-ଉର-ରହମାନ ସାଜଜାଦ ନୋମାନିଙ୍କ ଫୋଟୋକୁ ମର୍କାଜ ମୁଖ୍ୟ ମୌଲାନା ସାଦଙ୍କ ନାମରେ ଭାଇରାଲ କରାଯାଉଛି।

କୋରୋନା ସଂକ୍ରମଣ ପାଇଁ ପୁରା ଦେଶ ଲକଡାଉନ ପିରସ୍ଥିତିରେ ଥିବା ସମୟେ ନିଜାମୁଦ୍ଦିନ  ଜମାତ୍‌‌ରେ ମୁସ୍ଲିମ ଲୋକଙ୍କୁ ଏକାଠି କରିବା ଅଭିଯୋଗରେ ମୌଲାନା ମହମ୍ମଦ ସାଦଙ୍କୁ ଗିରଫ କରିବା ପାଇଁ ତାଙ୍କୁ ଛୋଜା ଚାଲିଛି। ଘଟଣା ପରେ ମୌଲାନା ମହମ୍ମଦ ସାଦ ପୋଲିସ ଠାରୁ ଡରି ଲୁଚି ଯାଇଛନ୍ତି। କିନ୍ତୁ ତାଙ୍କର ଦୁଇଟି ଅଡ଼ିଓ ସାମ୍ନାକୁ ଆସିଛି। ଯାହା ପରେ ସୋସିଆଲ ମିଡ଼ିଆ ଏବଂ ନ୍ୟୁଜ ଚ୍ୟାନେଲରେ ଖବର ପ୍ରକାଶିତ ହେଉଛି। ମର୍କାଜ ମୁଖ୍ୟ ମୌଲାନା ମହମ୍ମଦ […]

Continue Reading

ଜାକିର ଅର୍ଥାତ୍ ସୁଫି ଭିଡିଓକୁ ମୁସ୍ଲିମମାନେ ଜାଣିଶୁଣି ଛିଙ୍କି କୋରୋନା ସଂକ୍ରମଣକୁ ଅଧିକ କ୍ରିୟାଶୀଳ କରିବା ଦାବିରେ ଭାଇରାଲ କରାଯାଉଛି।

କୋରୋନାକୁ ନେଇ ନିଜାମୁଦ୍ଦିନ ମସଜିଦ ରେ 2000 ମୁସ୍ଲିମ  ନମାଜ ପଢ଼ିଲାପରେ ଦେଶରେ କୋରୋନାକୁ ନେଇ ଆତଙ୍କ ବଢ଼ିବାରେ ଲାଗିଛି। କୋରୋନା ପାଇଁ ସରକରା ଟିଭି ଏବଂ ଅନ୍ୟାନ୍ୟ ମାଧ୍ୟମରେ ସମାଜିକ ଦୁରତା ବନାଇ ରଖିବା ପାଇଁ ଲୋକଙ୍କୁ ଅନୁରୋଧ କରିବା ସତ୍ୱେ କିଛି ଲୋକ ଏହି ନିୟମକୁ ମାନୁ ନାହାନ୍ତି।  ଏହା ଦ୍ୱାରା ଦେଶରେ କୋରୋନାର ଆତଙ୍କ ବଢ଼ିବାରେ ଲାଗିଛି। ନିଜାମୁଦ୍ଦିନ ମସଜିଦରୁ ମୁସ୍ଲିମମାନଙ୍କୁ କାଢ଼ିବା ପରେ ମୁସ୍ଲିମମାନେ କେଉଁଠ୍ରେ ଅଛନ୍ତି ଏବଂ କୋରୋନାରେ ସଂକ୍ରମଣ […]

Continue Reading

ଚାରି ବର୍ଷ ପୁରୁଣା ଭିଡିଓକୁ ଲକ୍‌ଡାଉନ୍ ସମୟରେ ପୁରୀ ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ହରିଣ ବୁଲୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ଆତଙ୍କରେ ପୁରା ଦେଶ ଲକଡାଉନ ହୋଇ ରହିଛନ୍ତି। ରାସ୍ତା ଘାଟ ସବୁଠି ପୋଲିସ କର୍ମି ଏବଂ ଅନ୍ୟାନ୍ୟ କିଛି କର୍ମିଙ୍କୁ ଛାଡ଼ି କେହି ଦେଖା ଯାଉ ନାହାନ୍ତି। ଦୋକାନ ବଜାର ସହ ସମସ୍ତ ଅଫିସ ମଧ୍ୟ ବନ୍ଦ ରହିଛି। ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହେବା ପରେ ରାସ୍ତାରେ ଜୀବଜନ୍ତୁ ଏବଂ ପକ୍ଷୀ ବିନା ଡରରେ ବୁଲୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 3 ଏପ୍ରିଲରେ Parthsarathi jena ନାମକ ଜଣେ ଫେସବୁକ […]

Continue Reading

ମୁମ୍ୱାଇ ଭିଡ଼ିଓକୁ ଦିଲ୍ଲୀରେ ଧରା ପଡ଼ିଥିବା ମୁସ୍ଲିମ କୋରୋନା ପିଡ଼ିତ ପୁଲିସ କର୍ମି ଉପରେ ଛେପ ପକାଇବା ଦାବିରେ ଭାଇରାଲ କରାଯାଉଛି।

ନିଜାମୁଦ୍ଦିନ ମସଜିଦରୁ ମୁସ୍ଲିମ ଲୋକମାନେ ଫେରିବା ପାରେ ଦେଶରେ କୋରୋନା ସଂକ୍ରମଣର ଆତଙ୍କ ବଢ଼ି ଯାଇଛି। ଦେଶର ଅଲଗା ଅଲଗା ଜାଗାରୁ ପୋଲିସ ନିଜାମୁଦ୍ଦିନ ଯାଇଥିବା ମୁସ୍ଲିମମାନଙ୍କୁ ଖୋଜି ତାଙ୍କର କୋରୋନା ସଂକ୍ରମଣର ପରିକ୍ଷା କରାଉଛି। ସେଥି ମଧ୍ୟରୁ କିଛି ମୁସ୍ଲିମ କୋରୋନା ସଂକ୍ରମଣରେ ଚିହ୍ନଟ ହୋଇଥିବା ସୂଚନା ମିଳୁଛି। ଏଥି ମଧ୍ୟରେ 3 ଏପ୍ରିଲରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭାଇରାଲ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଭିଡିଓରେ ଇରାନ ଦେଶରେ କୋରୋନା ପାଇଁ ହେଇଥିବା ମୃତ ଲୋକଙ୍କ ଅନ୍ତିମ ସଂସ୍କାର ର ? ଜାଣନ୍ତୁ ସତ୍ୟ।

କୋରୋନା ପାଇଁ ବର୍ତମାନ ଅନେକ ଲୋକ ନିଜ ଜୀବନ ହରେଈ ସାରିଲେଣି ଏବଂ ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ସାଂଘାତିକ ଅବସ୍ତାରେ ଅଛି। କୌଣସି ଔଷଧ ନ ବାହାରିଥିବା ରୁ ଏହି ରୋଗର ବୃଦ୍ଧି ଉପରେ କୌଣସି ଲଗାମ ନାହିଁ। ଧୀରେ ଧୀରେ ସବୁ ଦେଶରେ ନିଜ ଆତଙ୍କ ବିସ୍ତାର କରୁଛି କୋରୋନା। ଦେଶ ବିଦେଶରେ ବୈଜ୍ଞାନିକ ମାନେ ଏହି ରୋଗର ଟୀକା ଆବିଷ୍କାର କରିବା ପାଇଁ ଲାଗି ପଡ଼ିଛନ୍ତି, ସେହି ସମୟରେ କୋରୋନା ଯୋଗୁ ଲୋକଙ୍କ ସ୍ଥିତି […]

Continue Reading

କ’ଣ ଭିଡିଓରେ ଥିବା ଲୋକେ ବର୍ତମାନ କୋରୋନା ସମୟରେ ବାସନ ଚାଟୁଛନ୍ତି? କ’ଣ ଏହି ଭିଡିଓର ସତ୍ୟତା? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସ ସାରା ଦୁନିୟାରେ ବ୍ୟାପୁ ଥିବା ସମୟରେ, ଏହା କୁ ନେଇ ଲୋକେ ସତର୍କତା ଗ୍ରହଣ କରି ଚଳୁଛନ୍ତି। ସରକାର ମଧ୍ୟ ଲୋକଙ୍କୁ ଏହା କହି ସାରିଛି ଯେ ବର୍ତମାନ ସମୟରେ କୋରୋନା ଠାରୁ ରକ୍ଷା ପାଇବା ପାଇଁ ସତର୍କ ରହିବା ଆବଶ୍ୟକ। ଏହି କଥା ମାନି ଲୋକେ ନିଜ ଘରୁ ସ୍ସହଜେ ବାହାରୁ ନାହାନ୍ତି, ସାମାଜିକ ଦୂରତାର ପାଳନ କରି ନିଜ କୁ ଏବଂ ଅନ୍ୟକୁ ସୁରକ୍ଷିତ ରଖୁଛନ୍ତି। ତଥାବି ଏପରରୀ କେତେ ଘଟଣା […]

Continue Reading

କ’ଣ ଶାହାରୁଖ ଖାନ ପାକିସ୍ତାନକୁ 45 କୋଟି ଟଙ୍କା ସହାୟତା କରିଥିଲେ? କ’ଣ ଶାହାରୁଖ ଖାନ ଭାରତରେ ବିପଦ ସମୟରେ କେବେ ସହାୟତା ରାଶି ପ୍ରଦାନ କରି ନାହାନ୍ତି? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସ ସହ ଲଢ଼ିବା ପାଇଁ ବଡ଼ ବଡ଼ ସେଲିବ୍ରିଟି, ନେତା ଅଭିନେତା ମାନେ ପ୍ରଧାନମନ୍ତ୍ରୀ କୋରୋନା ସହାୟାତା ଫଣ୍ଡକୁ ସହାୟତା ରାଷି ପ୍ରଦାନ କରୁଛନ୍ତି। ଅକ୍ଷୟ କୁମାର 25 କୋଟି, ଟାଟା କମ୍ପାନି 500 କୋଟି ଏବଂ ଅନ୍ୟାନ୍ୟ ଜଣାଶୁଣା ଲୋକମାନେ  କୋରୋନା ସହାୟତା ଫଣ୍ଡରେ ସହାୟତା ରାଷି ପ୍ରଦାନ କରିଛନ୍ତି। ଦେଶ କୌଣସି ମହାମାରୀ ଅଥବା କୌଣସି ବିପଦରେ ଥିଲେ ନେତା ଏବଂ ଅଭିନେତା ମାନେ ନିଜ ମନ ଇଚ୍ଛାରେ ସହାୟତା ରାଶି ପ୍ରଦାନ […]

Continue Reading

କ’ଣ ରଗମ ପାଣିରେ ଲୁଣ ଏବଂ ଭିନେଗାର ପକାଇ ଗରର କରିଲେ କୋରୋନା ସଂକ୍ରମଣରୁ ମୁକ୍ତି ମିଳିବ?

କୋରୋନା ମାହାମାରିର ଏ ପ୍ରର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ଘରୋଇ ଉପଚାରରେ କୋରୋନା ଭାଇରସକୁ ଠିକ କରିବା ପାଇଁ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଲାଗିରହିଛି। ଭାରତରେ କୋରୋନା ସଂକ୍ରମଣର ରୋଗି ଦିନ କୁ ଦିନ ବଢ଼ିବାରେ ଲାଗିଛନ୍ତି। ଓଡ଼ିଶାରେ 1 ଏପ୍ରିଲ ପର୍ଯ୍ୟନ୍ତ 4 ଟି କୋରୋନା ସଂକ୍ରମଣ ରୋଗି ଚିହ୍ନଟ କରାଯାଇଛି। ଏହା ଛଡ଼ା ଇଟାଲୀ ଏବଂ ଆମେରିକାରେ କୋରୋନା ସଂକ୍ରମଣର ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଥି ମଧ୍ୟରେ Dilip […]

Continue Reading

ଭେନେଜୁଏଲର ବ୍ୟାଙ୍କ ଲୁଟ ଫୋଟୋକୁ ଇଟାଲୀର କୋରୋନା ସଂକ୍ରମଣରୁ ଅସହାୟ ଲୋକମାନେ ରାସ୍ତାକୁ ଟଙ୍କା ଫିଙ୍ଗିଥିବା ଦାବିରେ ଭାଇରାଲ କରାଯାଉଛି।

ଇଟାଲିରେ କୋରୋନା ସଂକ୍ରମଣର ସ୍ଥିତି ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି। ଇଟାଲିକୁ ବିଶ୍ୱର ସ୍ୱାସ୍ଥ୍ୟରେ ପ୍ରଥମ ବୋଲି କୁହା ଯାଏ। କିନ୍ତୁ ଇଟାଲୀରେ କୋରୋନା ସଂକ୍ରମଣରେ ପିଡ଼ିତ ସଂଖ୍ୟା ଦିନ କୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଚାଇନା ପରେ ଇଟାଲୀରେ କୋରୋନା ସଂକ୍ରମଣର ସଂଖ୍ୟା ଅଧିକ ଦେଖିବାକୁ ମିଳିଛି। ଇଟାଲୀ ସରକାର ପୁରା ଦେଶକୁ ଲକଡାଉନରେ ରଖିଛନ୍ତି। ସ୍ଥତି ଖରାପ ଥିବା କାରଣରୁ ଲୋକଙ୍କ ଘରୁ ବାହାରିବା ବପଦ କାଳିନ ହୋଇ […]

Continue Reading

କ’ଣ ଇଜ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନୟାହୁ ଙ୍କୁ କୋରୋନା ନିଜ ଶିକାର ବନାଇଛି।? ଜାଣନ୍ତୁ ସତ୍ୟ।

Photo Credit: Times Of Israel କୋରୋନା ଭାଇରସ ର କୌଣସି ଚିକିତ୍ସା ବାହାରି ନଥିବାରୁ ବିଶ୍ଵ ସାରା ଲୋକେ ନିଜକୁ ସତର୍କ ରଖୁଛନ୍ତି। କିନ୍ତୁ ଏହା ଯଥେଷ୍ଟ ହେଉ ନାହିଁ। ଏତେ ସତର୍କତା ମଧ୍ୟରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି ଓ ଅନେକ ଲୋକ ନିଜ ଜୀବନ ହରାଉଛନ୍ତି। କୋରୋନା ଗୋଟିଏ ଏପରି ରୋଗ ଯେଉଁଟା ଭେଦଭାବ ନକରି ସମସ୍ତ ବର୍ଗର ଲୋକଙ୍କୁ ହେଉଛି। ବର୍ତମାନ ସୋସିଆଲ ମିଡିଆରେ ଅନେକ ଦେଶର ନେତାଙ୍କୁ କୋରୋନା ଆକ୍ରାନ୍ତ […]

Continue Reading

2015 ପୁରୁଣା ଫୋଟୋକୁ, ଲକଡାଉନ ଘୋଷଣା ପରେ ଆନନ୍ଦ ବିହାରରେ ଲୋକଙ୍କ ଭିଡ଼ ହେଉଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ପାଇଁ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦେଶରେ ଲକଡଉନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମର ପାଳନ କରିବା ପାଇଁ ଦେଶବାଶିଙ୍କୁ ନିର୍ଦେଶ ଦେଇଛନ୍ତି। କିନ୍ତୁ କିଛି କିଛି ସ୍ଥାନରେ ଲୋକମାନେ ଏହି ନିୟମକ ନମାନି କୋରୋନା ସଂକ୍ରମଣକୁ ବଢ଼ିବା ପାଇଁ ସୁଜେଗ ଦେଉଛନ୍ତି। ସୋସିଆଲ ମିଡ଼ିଆରେ ନିୟମ ଭାଙ୍ଗୁଥିବା ସମସ୍ତ ଖବର ବାଇରାଲ ହେଉଛି। ତେବେ 28 ମାର୍ଚ୍ଚରେ Bhagya Dhar Jitendra ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ […]

Continue Reading

କ’ଣ ଚୀନ ରାଷ୍ଟ୍ରପତି ଜିନପିଙ୍ଗ 1956 ମସିହାରେ ବୁହାନ ଲ୍ୟାବର ପ୍ରତିଷ୍ଠା କରି ଥିଲେ? କ’ଣ ଏହି ଲ୍ୟାବରେ ତିଆରି ହେଇଛି କୋରୋନା ଭାଇରସ? ଜାଣନ୍ତୁ ସତ୍ୟ।

Photo Credit: CNN ବର୍ତମାନ କୋରୋନା ଭାଇରସ ନେଇ ସାରା ଦୁନିଆରେ ଆତଙ୍କ ଏବଂ ଏହାର ଚର୍ଚା ଚାଲିଛି। ବିଶ୍ଵର ସମସ୍ତ ଦେଶ ଏହି ଭାଇରସରୁ ପ୍ରଭାବିତ ହେଇଛନ୍ତି। ତେଣୁ ବର୍ତମାନ କୋରୋନା ଭାଇରସ କୁ ନେଇ ଏହା ଚର୍ଚା ଚାଲିଛି ଯେ ଏହି ଭାଇରସ କେଉଁଠୁ ଆସିଲା। ଏହି ବିଷୟ ନେଇ ଅନେକ ଲୋକ ଅନେକ ପ୍ରକାର ର ମତ ଦେଉଛନ୍ତି। ବର୍ତମାନ ସୋସିଆଲ ମିଡିଆରେ ଏହି କଥା ଜୋର ଧରିଛି ଯେ ଚୀନ ରାଷ୍ଟ୍ରପତି […]

Continue Reading

କୋରୋନା ରୋଗରେ ପିଡ଼ିତ ଡାକ୍ତର ମୁବାଶିର ଅହମ୍ମଦଙ୍କ ଭିଡିଓକୁ ସ୍ୱର୍ଗୀୟ ପାକିସ୍ତାନୀ ଡାକ୍ତର ଉମାସା ରିୟାଜରଙ୍କ ନାମରେ ଭାଇରାଲ କରାଯାଉଛି।

କୋରୋନା ଭାଇରସରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ପାକିସ୍ତାନର ଜଣେ ଡାକ୍ତର ଉମାସା ରିୟାଜଙ୍କ କୋରୋନା ଭାଇରସରେ ମୃତ୍ୟୁ ହୋଇଛି। ଏଥି ପାଇଁ ସୋସିଆଲ ମିଡ଼ିଆରେ ଡାକ୍ତରଙ୍କ ଶ୍ରଦ୍ଧାଞ୍ଜଳିରେ ଲୋକମାନେ ପୋଷ୍ଟ କରୁଛନ୍ତି। Dilip mohanti ନାମକ ଜଣେ ଫେସବୁକ ୟୁଜର ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଜଣେ କୋରୋନା ରୋଗି କୋରୋନା କେତେ ମାହାମାରି ଅଟେ ସେ ବିଷୟରେ କହୁଛନ୍ତି। ଭିଡିଓରେ ପିଡ଼ିତଙ୍କ ସ୍ଥିତି ଗଂଭିର ଥିବାର […]

Continue Reading

ଅକ୍ଷୟ କୁମାର କୋରୋନା ଫଣ୍ଡକୁ 1 କୋଟି 80 ଲକ୍ଷ ନୁହେଁ ବରଂ 25 କୋଟି ସହାୟତା ରାଷି ପ୍ରଦାନ କରିଛନ୍ତି।

କୋରୋନା ଭାଇରସ ସହ ଲଢ଼ିବା ପାଇଁ 21 ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଲକ ଡାଉନ ଘଷଣା କରିଛନ୍ତି। ଏଥି ପାଇଁ  ସମସ୍ତ ସରକାରୀ ଏବଂ ବେସରକାରି କାର୍ଯ୍ୟାଳୟ ବନ୍ଦ ହେବା ସହା ସମସ୍ତ ସପିଙ୍ଗମଲ , ସିନେମାହଲ ଦୋକାନ ବଜାର ମଧ୍ୟ ବନ୍ଧ ରହିଛି। ଲକଡାଉନ କାରଣରୁ ଲୋକଙ୍କ ବ୍ୟବସ୍ୟା ଠପ ହୋଇ ଯାଇଛି। ଡେଲିମଜୁରିଆଙ୍କ ପାଖରେ କାମ ନହିଁ କି ପଇସା ନାହିଁ। ଏଥିପାଇଁ କେନ୍ଦ୍ରସରକାର ଡେଲି ମଜୁରିଆଙ୍କୁ ସସ୍ତାରେ ଖାଇବା ଏବଂ ପଇସା […]

Continue Reading

କ’ଣ ଭାରତରେ କୋରୋନା ଭାଇରସ ତୃତୀୟ ସ୍ତରରେ ପ୍ରବେଶ କରି ସାରିଲାଣି? କ’ଣ ସ୍ଥିତି ବର୍ତମାନ କୋରୋନାର ଭାରତରେ? ଜାଣନ୍ତୁ ସତ୍ୟ।

କୋରୋନାର ଆତଙ୍କ ସାରା ବିଶ୍ଵରେ ମାଡ଼ି ବସିଛି। ଲୋକଙ୍କ ମନରେ ନିରାସା ଏବଂ ଭୟ ଥିବା ସମୟରେ ଲୋକେ ଏହାର ଚିକିତ୍ସା ବା ଟୀକାର ଆବିଷ୍କାର ହେବାର ଅପେକ୍ଷାରେ ଅଛନ୍ତି। ଅନେକ ଦେଶରେ କୋରୋନା ପାଇଁ ଲୋକଙ୍କ ମୃତ୍ୟୁ ହେବାର ଖବର ଶୁଣିବାକୁ ମିଳୁଛି। ଚୀନ, ଇଟାଲୀ, ଇରାନ ଏବଂ ଆମେରିକାରେ କୋରୋନା ନେଇ ସ୍ଥିତି ବହୁତ ଗମ୍ଭୀର ଅଛି। ଏହି ସମୟରେ ଲୋକେ ଏହା ଜାଣିବା ପାଇଁ ଚହୁଁଛନ୍ତି ଯେ ଭାରତରେ କୋରୋନାକେଉଁ ସ୍ତରରେ ପହଞ୍ଚିଲାଣି। […]

Continue Reading

ଭାଇରାଲ ଫୋଟୋରେ ଥିବା ଡାକ୍ତର ରିୟାଜ୍ ଉସ୍ମାନଙ୍କର କୋରୋନା ଭାଇରସରେ ମୃତ୍ୟୁ ହୋଇ ନାହିଁ।

ଚିନ ପରେ ଏବେ ଇଟାଲୀରେ କୋରୋନା ଭାଇରସ ଦୃତଗତୀରେ ବଢ଼ିବାରେ ଲାଗିଛି। ଭାରତରେ କୋରୋନା ଭାଇରସ ପିଡ଼ିତଙ୍କ ସଂଖ୍ୟା 700 ଉପରକୁ ପହଞ୍ଚି ସାରିଲାନି। ଏହା ଛଡ଼ା ମୃତକଙ୍କ ସଂଖ୍ୟା 17 ଛୁଇଁ ସାରିଛି। ଏହାକୁ ନେଇ ଭାରତରେ ଲୋକୋଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ଏଥି ମଧ୍ୟରେ ସୋସିଆଲ ମିଡ଼ିଆରେ ଅନେକ ଗୁଜବ ମଧ୍ୟ ଭାଇରଲ ହେଉଛି। ଜାହାକି ଲୋକଙ୍କ ମଧ୍ୟରେ ସଜାଗ ସୃଷ୍ଟି ନ କରି ଭୟ ସୃଷ୍ଟି କରୁଛି। 27 ମାର୍ଚ୍ଚରେ ସୋସିଆଲ […]

Continue Reading

କ’ଣ ଫୋଟୋରେ ଥିବା ଡାକ୍ତର ଦମ୍ପତି କୋରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରି ନିଜ ଜୀବନ ହରାଇଲେ? ଜାଣନ୍ତୁ ସତ।

କୋରୋନାର ଭୟ ସଂସାର ସାରା ବ୍ୟାପୀ ସାରିଲାଣି। ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି ଏବଂ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି। ବର୍ତମାନ ସୁଧା ଏହି ରୋଗର କୌଣସି ଔଷଧ ବା ଟୀକା ଣ ବାହାରି ଥିବାରୁ ଏହି ରୋଗରୁ ଉଦ୍ଧାର ମିଳୁ ନାହିଁ। ନିଜ କୁ ସୁରକ୍ଷିତ ରଖିବା ପାଇଁ ଅନେକ ଦେଶ ନିଜ ଦେଶବାସୀଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାର ର ପଦକ୍ଷେପ ନେଇଛନ୍ତି। ସେହି ସମୟରେ ଡାକ୍ତର ମାନେ ଏବଂ ହସ୍ପିଟାଲର ଅନ୍ୟ […]

Continue Reading

ତାମିଲ ନାଡୁ ପୋଲିସ ଇଣ୍ଡୋନେସିଆ ଦେଶରୁ ଆସିଥିବା ଯେଉଁ ୧୨ ମୁସ୍ଲିମଙ୍କୁ ଗିରଫ କରିଛି ସେମାନେ କ’ଣ ରୋହିଙ୍ଗିୟା? ଜାଣନ୍ତୁ ସତ୍ୟ।

ସଂଯୁକ୍ତ ରାଷ୍ଟ୍ର ସଚିବ ଏନଟୋନିୟୋ ଗୁଟେରେସଙ୍କ କହିବା ଅନୁଯାୟୀ ରୋହିଙ୍ଗିୟା ଲୋକଙ୍କ ସହିତ ବହୁତ ଭେଦଭାବ ହେଇଛି। ରୋହିଙ୍ଗିୟା ମ୍ୟାନମାର ଦେଶର ସଂଖ୍ୟାଲଘୁ ସଂପ୍ରଦାୟ ଅଟନ୍ତି। ଏହି ସମ୍ପ୍ରଦାୟର ଲୋକେ ମ୍ୟାନମାର ର ରାଖୀନେ ଆଞ୍ଚଲରେ ରୁହନ୍ତି। ମ୍ୟାନମାର ଗୋଟିଏ ବୌଦ୍ଧ ରାଷ୍ଟ୍ର ହେବା କାରଣରୁ ରୋହିଙ୍ଗିୟା ମୁସଲମାନ ମାନଙ୍କୁ ନାଗରିକତା ଦେଉ ନହିଁ। 2014 ମସିହାରେ ମ୍ୟାନମାରରେ ହେଇଥିବା ଜନଗଣନା ସମୟରେରେ ରୋହିଙ୍ଗିୟା ମୁସଲମାନ ମାନଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରା ଯାଇ ନଥିଲା। କିଛି ବର୍ଷ […]

Continue Reading

କ’ଣ କୋରୋନା ଆଗରେ ଇଟାଲୀ କଲା ଆତ୍ମାସମର୍ପଣ? କ’ଣ ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତମାନ କେବଳ ଭଗବାନ ରକ୍ଷା କରି ପାରିବେ? ଜାଣନ୍ତୁ ସତ।

୨୫ ମାର୍ଚରେ ଏଭରଗ୍ରୀନ ଓଡିଆ ନାମକ ସାଇଟର ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ  ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି କି କୋରୋନା କୁ ନିୟନ୍ତ୍ରଣ କରିବା ଆମ ଦ୍ୱାରା ସମ୍ଭବ ହେଉନାହିଁ। ଭଗବାନଙ୍କ ଉପରେ ନିର୍ଭର କରେ ସେ ରଖିବେ କି ମାରିବେ। ଇଟାଲୀ ରେ କୋରୋନା ସଂକ୍ରମଣ ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଉନ୍ନତ ଚିକିତ୍ସା ବ୍ୟବସ୍ଥା ଥାଇ ମଧ୍ୟ କୋରୋନା ସଂକ୍ରମଣ ନିୟନ୍ତ୍ରଣ ରେ ବିଫଳ ହୋଇଛି ଇଟାଲୀ। ଆବଶ୍ୟକତା […]

Continue Reading

କ୍ରୋଏସିଆର ରାଜଧାନୀ ଜାଗ୍ରେବରେ ଭୟଙ୍କର ଭୂମିକମ୍ପ- କ୍ଷୟକ୍ଷତି ହୋଇଥିବା ହସ୍ପିଟାଲରୁ ରୋଗୀମାନଙ୍କୁ ବାହରକୁ ଆଣିବାର ଦୃଶ୍ୟକୁ ଇଟାଲୀର କୋରୋନା ଭାଇରସ ସଂକ୍ରମଣର ଫୋଟୋ କହି ଭାଇରାଲ କରାଯାଇଛି।

କୋରୋନା ଭାଇରସ ବିଶ୍ୱରେ ଏକ ମହାମାରି ରୂପ ନେଇ ସାରିଛି। ଚିନ ପରେ ଏବେ ଇଟାଲୀରେ କୋରୋନା ଭାଇରସ ବ୍ୟାପି ସାରିଛି। ଏଥିପାଇଁ ଭାରତରେ ମଧ୍ୟ ଆତଙ୍କର ବାତାବରଣ ଦେଖୀବାକୁ ମିଳୁଛି। ଭାରତରେ ପ୍ରଥମେ କୋରୋନା ଭାଇରସକୁ ରୋକିବା ପାଇଁ 31 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ , ଅଫିସ ଏବଂ ଅନ୍ୟାନ୍ୟ ସପିଙ୍ଗ ମଲ ବନ୍ଧ କରାଯାଇଥିଲା। କିନ୍ତୁ ସ୍ଥିତି ବିଗିବା ପର ଠାରୁ 24 ମାର୍ଚ୍ଚରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମି […]

Continue Reading

କ’ଣ ଇଟାଲୀ ର ପ୍ରଧାନମନ୍ତ୍ରୀ କୋରୋନା ର ଭୟାବହତା କୁ ଦେଖି କାନ୍ଦି ପକେଇଲେ? ଜାଣନ୍ତୁ ସତ।

ଏବେ ଦୁନିୟାରେ କୋରୋନା ବ୍ୟପୁଚି। ବର୍ତମାନ ସୁଧା ୩.୫ ଲକ୍ଷ ଲୋକଙ୍କୁ ସଂକ୍ରାମିତ କରି ସାରିଛି ଏହି ରୋଗ ଏବଂ ପ୍ରାୟ ୧୫୦୦୦ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଇଟାଲୀରେ ବର୍ତମାନ ସ୍ଥିତି ସାଂଘାତିକ ଅଟେ। ଏବେ ସୁଧା ଇଟାଲୀରେ ସର୍ବାଧିକ କୋରୋନା କେସ ଦେଖିବାକୁ ମିଳିଛି। ପ୍ରାୟ ୫୯,୦୦୦ ଲୋକ ଇଟାଲୀରେ ସଂକ୍ରାମିତ ହେଇଥିବା ସମୟରେ ୫୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଇଛି। ଇଟାଲୀରେ ଏପରି ସ୍ଥିତି ମଧ୍ୟ ହେଇ ଯାଇଛି ଯେ ଗୋଟିଏ […]

Continue Reading

କୋରୋନା ଭାଇରସ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ କ’ଣ ରୁଷ ରାସ୍ତାରେ ସିଂହ ଛାଡ଼ିଚି? ଭାଇରାଲ ଫୋଟୋ କ’ଣ ରୁଷର ଅଟେ? ଜାଣନ୍ତୁ ସତ୍ୟ।

 କୋରୋନାଭାଇରସ୍ ମହାମାରୀ ସାରା ବିଶ୍ୱରେ ବ୍ୟାପିଛି। ଏପର୍ଯ୍ୟନ୍ତ 3 ଲକ୍ଷ 39 ହଜାର 39 ଟି ମାମଲା ସାମନାକୁ ଆସୀ ସାରିଛି। 14 ହଜାର 698 ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଏହି ସମୟରେ 99 ହଜାର 14 ଜଣ ଲୋକ ଏହି ରୋଗରେ ସଂକ୍ରମିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ କରୋନାଭାଇରସ୍ ବିଷୟରେ ଅନେକ ଭୁଲ ଧାରଣା ମଧ୍ୟ ପ୍ରସାରିତ ହେଉଛି। ସୋସିଆଲ ମିଡିଆରେ ଏପରି ଏକ ଦାବି […]

Continue Reading

2014 ମସିହାର ଜର୍ମାନୀ ଫୋଟୋକୁ ଇଟାଲୀରେ କୋରୋନା ଭାଇରସରେ ଲୋକଙ୍କ ମୃତ୍ୟୁ ହୋଇଥିବାର କହୀ ଭାଇରାଲ କରାଯାଉଛି।

ବିଶ୍ୱରେ କୋରୋନା ଭରସାକୁ ନେଇ ଆତଙ୍କ ଲାଗୀ ରହୀଛୀ. ସୋସିଆଲ ମିଡିଆରେ କୋରୋନା କୁ ନେଇ ଅନେକ ତର୍କ ବିତର୍କ ଏବଂ ଚର୍ଚା ଲାଗିଛି। କୋରୋନା ଭାଇରସ ରେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନ କୁ ଦିନ ବଢ଼ୀବାରେ ଲାଗିଛୀ. ଚାଇନା ପରେ ଅନ୍ୟ ଦେଶ ଏହି କୋରୋନା ଭାଇରସ ସମ୍ପର୍କରେ ଆସି ଗଲେନୀ। ଏବେ ପର୍ଯ୍ୟନ୍ତ କୋରୋନା ଭାଇରସର କୌଣସି ସଠିକ ଔଷଧ ଆସି ନାହିଁ। ସୋସିଆଲ ମିଡ଼ିଆରେ ଏହି ସମୟରେ କିଛି ଗୁଜବ ମଧ୍ୟ […]

Continue Reading

କ’ଣ କୋରୋନା ଭାଇରସ କୌଣସି ପୃଷ୍ଠ ଉପରେ ମାତ୍ର ୧୨ ଘଣ୍ଟା ବଞ୍ଚି ରହେ? କ’ଣ ୧୪ ଘଣ୍ଟା କର୍ଫ୍ୟୁ ଭାଇରସ ଚକ୍ରରେ ଏକ ବିଛିନ୍ନତା ସୃଷ୍ଟି କରିବ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୨ ମାର୍ଚ ତାରିଖରେ କର୍ଫ୍ୟୁ ପାଳନ କରିବା ପାଇଁ କହିଛନ୍ତି। ଏହି କର୍ଫ୍ୟୁର ନାମ ଜନତା କର୍ଫ୍ୟୁ ରକ୍ଷା ଯାଇଅଛି। ଏହି କର୍ଫ୍ୟୁ ଅନ୍ତର୍ଗତ ସାରା ଦେଶ ବାସୀଙ୍କୁ ସଖାଳ ୭ତ ସମୟରୁ ନେଇ ରାତି ୯ତ ସମୟ ଯାଏଁ ଘରୁ ଣ ବାହାରିବା ପାଇଁ ନିର୍ଦେଶ ଦିୟା ଯାଇଅଛି। ଏହି କର୍ଫ୍ୟୁର ଆୟୋଜନ କୋରୋନା ସଙ୍କ୍ରାମଣ କୁ ପ୍ରତିବନ୍ଧ ଲଗାଇବା ପାଇଁ କରା ଯାଇଥିଲା। ଏହି ବିଷୟ ନେଇ […]

Continue Reading

କ’ଣ ପୁରୀର ଶ୍ରୀ ଜଗନାଥ ମନ୍ଦିର ର ପତିତପାବନ ରେ ଗତ କାଲୀ ନିୟା ଲାଗି ଯାଇଥିଲା? କ’ଣ ଏହି ଘଟଣାର ଶଟିତ? ପଢନ୍ତୁ।

୧୨ ଘଣ୍ଟା ପୂର୍ବରୁ, ୨୦ ମାର୍ଚରେ ପିଣ୍ଟୁ ପ୍ରଧାନ ନାମକ ଜଣେ ଫେସବୁକ ୟୁଜର ବୋରୀଗୁମା ବ୍ରେକିଙ୍ଗ ନ୍ୟୁଜ ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓ ଓଡିଶା ଖବର ପେଜରେ ମଧ୍ୟ ପୋସ୍ତ କରା ଯାଇଅଛି। ଏହି ଭିଡିଓରେ ଏହା କୁହା ଯାଇଅଛି ଯେ ପୁରୀ ଶ୍ରୀ ମନ୍ଦିର ର ପତିତପାବନ ବାନା ନିୟାରେ ଜଳି ଗଲା। ଏହି ପତିତପାବନ ବାନା ନୀଳ ଚକ୍ର ତଳେ ବନ୍ଧା ହେଇଥିଲା। କିନ୍ତୁ ଉପରେ […]

Continue Reading

କ’ଣ କୋରୋନା ଭାଇରସ ପାଇଁ ମାଟ୍ରିକ୍ ପରୀକ୍ଷା ଦେଇଥିବା ସବୁ ପରୀକ୍ଷାର୍ଥିଙ୍କୁ ପାସ୍ କରାଯିବ? କ’ଣ 2 ଜୁନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି? ଜାଣନ୍ତୁ ସତ୍ୟ।

କୋରୋନା କୁ ନେଇ ଭାରତରେ ଆତଙ୍କ ବଢ଼ିବାରେ ଲାଗିଛି ।  ଓଡ଼ିଶା ରାଜ୍ୟରେ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି। ରାଜ୍ୟ ସରକାର ଏଥି ପାଇଁ ସ୍କୁଲ, କଲେଜ, ସପିଙ୍ଗ ମୋଲ, ଫିଲ୍ମ ହଲ ଭଳି ଭିଡ଼ ଜାଗା ଗୁଡ଼ିକ ବନ୍ଧ କରି ଦିଆ ଯାଇଛି। ଏହା ସହ 31 ମାର୍ଚ ପର୍ଯ୍ୟନ୍ତ ସମସ୍ତ ଭିଡ଼ ଜାଗାରେ ଲୋକଙ୍କ ଜିବା ଆସିବା ବନ୍ଧ କରି ଦିଆ ଯାଇଛି। ଏଥି ମଧ୍ୟରେ Sudhanshu muduli ନାମକ ଜଣେ […]

Continue Reading

କ’ଣ ଫୋଟୋରେ ଥିବା ଯୁବତୀ ନିର୍ଭୟା ଅଟନ୍ତି? କିଏ ଏହି ଯୁବତୀ ଓ କ’ଣ ତାଙ୍କ କାହାଣୀ? ଜାଣନ୍ତୁ ସତ୍ୟ।

କ’ଣ କାହାଣୀ ନିର୍ଭୟାଙ୍କର? ୧୬ ଡିସେମ୍ବର ୨୦୧୨ ମସିହାରେ ଦିଲ୍ଲୀରେ ହୋଇଥିବା ଗଣଦୁଷ୍କର୍ମ ଘଟଣା ଘଟି ଥିଲା। ୨୩ ବର୍ଷୀୟ ଜଣେ ମହିଳାଙ୍କ ସହିତ ଗୋଟିଏ ବସରେ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରି ଦିଆ ଯାଇଥିଲା। ସେହି ବସରେ ଆହୁରି ୬ ଜଣ ଯୁବକ ଥିଲେ ଓ ସେ ମାନେ ଏହି ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପୀଡ଼ିତାଙ୍କୁ ସିଙ୍ଗାପୁର ର ଗୋଟିଏ ହସ୍ପିଟାଲରେ ଚିକିତ୍ସା କରା ଯାଉ ଥିଲା କିନ୍ତୁ ଦୁଇ ଦିନ ପରେ ତାଙ୍କ […]

Continue Reading

କେନ୍ଦ୍ରାପଡ଼ାରେ 8 ଜଣ କୋରୋନା ସନ୍ଦିଗ୍ଧ ଚିହ୍ନଟ ଦାବି ମିଥ୍ୟା ଅଟେ। ଗୁଜବ ପ୍ରଚାର କରିବା ଅଭିଜୋଗରେ ପୋଲିସ 4 ଜଣକୁ ଗିରଫ କରିଛି।

କୋରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାର ଚାଲିଛି। ଲୋକ ଆତଙ୍କରେ ଅଛନ୍ତି। ଥଣ୍ଡା ,ଜ୍ୱର କିମ୍ବା କାଶ ହେଲେ ଲୋକଙ୍କ ମନରେ କୋରୋନା ଭାଇରସର ଡର ଲାଗି ରହିଛି। ଏମିତିରେ ଓଡ଼ିଶାରେ ଜଣେ କୋରୋନା ଭାଇରସ ସନ୍ଦିଗ୍ଧର ପୋଜେଟିଭ ଆସିଲା ପରେ ରାଜ୍ୟ ବ୍ୟାପି ଲୋକଙ୍କ ମନରେ ଭୟ ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏହାକୁ ନେଇ କିଛି ଖବର ଭାଇରଲ ହେଉଛି। ରାଜ୍ୟର ଅଲଗା ଅଲଗା ଜିଲ୍ଲାରୁ କୋରୋନା ସନ୍ଦିଗ୍ଧ ଥିବାର […]

Continue Reading

ଭାଇରାଲ ଫୋଟୋରେ ଅମିତାଭ ବଚ୍ଚନ ତାଙ୍କ ଚାକରର ନୁହଁ ବରଂ ତାଙ୍କ ସଚିବ ଶିତଲ ଜୈନଙ୍କ ଶବ ସତ୍କାର ପାଇଁ ନେଇ ଯାଉଛନ୍ତି।

ଅମିତାବ ବଚ୍ଚନ ନିଜ ଅଭିନୟ ଏବଂ ନିଜ ବଡ଼ପଣ ପାଇଁ ଚର୍ଚ୍ଚାରେ ବନି ରହନ୍ତି।  ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ୧୯୦ଟି ଚଳଚ୍ଚିତ୍ରରେ ଅଭିନୟ କରି ଏକ ଅଭୁଲା କୀର୍ତ୍ତିମାନ୍‌ ସୃଷ୍ଟି କରିପାରିଛନ୍ତି। ଜଞ୍ଜିର, ଦିୱାର, ଶୋଲେ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ। ନିଜର ଦୀର୍ଘ ଅଭିନୟ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ ହୋଇଛନ୍ତି। ତେବେ ତାଙ୍କର ଭଲ ମଣିସପଣିଆର ଏକ ଫୋଟୋ ସାମ୍ନାକୁ […]

Continue Reading

କ’ଣ ବିଶ୍ଵ ଶ୍ଵାସଥିୟ ସଂଗଠନ ଅନୁଯାୟୀ ବର୍ତମାନ ସୁଧା କେହି ନିରାମିଷ ଖାଦ୍ୟ ସେବନ କରିବା ଲୋକ କୋରୋନା ଆକ୍ରାନ୍ତ ହେଇ ନାହାନ୍ତି? ଜାଣନ୍ତୁ ସତ।

୧୫ ମାର୍ଚରେ ଆସୋକ ରାଉତ ନାମକ ଜେନ ଫେସବୁକ ୟୁଜର ଫେସବୁକର ବିଜେପି ଓଡ଼ିଶା ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ବିଶ୍ଵ ସ୍ଵାଥିୟ ସଂଗଠନ ଏହା କହିଅଛି ଯେ ବିଶ୍ଵରେ କୌଣସି ଜଣେ ଶାକାହାରୀ ବ୍ୟକ୍ତି କୋରୋନା ଭାଇରସ ଗ୍ରସ୍ତ ରୋଗୀ ପାଉ ନାହାନ୍ତି। ଏହି ପୋଷ୍ଟରେ ସେ ଏହା ମଧ୍ୟ କହିଛନ୍ତି ଯେ ଏକମାତ୍ର ହିନ୍ଦୁ ସଂସ୍କୃତି କୋରୋନା ଭୟରୁ ମୁକ୍ତି ଅଟେ। ସମଗ୍ର ବିଶ୍ଵ ବର୍ତମାନ ବିନମ୍ରତା ସହିତ ନମସ୍କାର […]

Continue Reading

କ’ଣ ଚୀନ ପୋଲିସ ଏହି କୋରୋନା ପୀଡ଼ିତ ଲୋକ ଧରିଛି? ଜାଣନ୍ତୁ ସତ।

୬ ମାର୍ଚରେ ଫେସବୁକର ଏନ.ଏନ.ଏସ ଓଡ଼ିଆ ନାମକ ପେଜରେ ଗୋଟିଏ ଭିଡିଓ ଛଡ଼ା ଯାଇଛି ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ଜଣେ ଚୀନ ନାଗରିକ କୋରୋନା ସଂକ୍ରମିତ ହୋଇ ମଧ୍ୟ ଜାଣି ସୁଣୀ ରାସ୍ତାରେ ଛେପ ପକାଉଛନ୍ତି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ରାସ୍ତାରେ ଗୋଟିଏ ଗାଡ଼ି ଆସୁଥିବା ବେଳେ ଗୋଟିଏ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଲେ ଓ ଆଉ ଜଣେ ଗାଡ଼ି ଚଳଉଥିବା ବ୍ୟକ୍ତିଙ୍କର ଥରମାଳ ସ୍କେନିଙ୍ଗ କରିଲେ। […]

Continue Reading

ଚେନ୍ନାଇରେ କାମକରୁଥିବା ଜେଣେ ଅନୁଗୁଳ ଜିଲ୍ଲା ଯୁବକର କୋରୋନା ଭାଇରସରେ ମୃତ୍ୟୁ ହୋଇଥିବା ଖବର ଗୁଜବ ଅଟେ।

କୋରୋନା ଭାଇରସ କୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ଘାରି ରହିଛି। କୋରୋନା ଭାଇରସରେ ଲୋକୋଙ୍କ ମୃତ୍ୟୁ ମଧ୍ୟ ହେଉଛି। ଥଣ୍ଡା, ଖାସ କିମ୍ବା ଜ୍ୱର ଥିଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଲୋକଙ୍କୁ  ସଚେତନ କରାଯାଉଛି। ସୋସିଆଲ ମିଡ଼ିଆରେ ସଚେତନତା ସହ କୋରୋନାକୁ ନେଇ ମୃତ୍ୟୁ ସଂଖ୍ୟା ଏବଂ କୋରୋନାରେ ପିଡ଼ିତଥିବା ଲୋକଙ୍କ ବିଷୟରେ ମଧ୍ୟ ସୂଚନା ମିଳୁଛି। ଏଥି ମଧ୍ୟରେ 17 ମାର୍ଚରେ […]

Continue Reading

କ’ଣ ଚୀନକୁ ସାବାଡ କରିବା ପାଇଁ ଆମେରିକାର ତ୍ରମ୍ପ ସରକାର କୋରୋନା ଭାଇରସ ଉତ୍ପାଦନ କରି ଥିଲା? ଜାଣନ୍ତୁ ସତ୍ୟ।

ଗତ ଡିସେମ୍ବର ମାସରେ ଚୀନର ଉହାନ ପ୍ରଦେଶରେ କୋରୋନା ଭାଇରସ ପ୍ରଥମେ ବ୍ୟାପିଥିଲା। ଏହା ଫଳରେ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କୋରୋନା ଭାଇରସ ଯୋଗୁଁ ସର୍ବାଧିକ ଲୋକ ଚୀନରେ ମରିଥିବାବେଳେ ଇରାନ ଚୀନ ପଛରେ ରହିଛି। ଏନେଇ ପ୍ରକାଶିତ ଏକାଧିକ ରିପୋର୍ଟରେ କୁହାଯାଇଛି ଯେ ଏହି ଭୂତାଣୁରେ ଏପରି କିଛି ଉପାଦାନ ରହିଛି ଯାହା ସହିତ ଏଚଆଇଭି ଭୂତାଣୁର ସମ୍ପର୍କ ରହିଛି। ଏଣୁ ପ୍ରାକୃତିକ […]

Continue Reading

ଛତିସଗଡ଼ ଆଇଇଡି ବିସ୍ଫୋରଣରେ ଦୁଇ ଗୋଡ଼ ହରାଇଥିବା ଜବାନର ଫୋଟୋକୁ ପୁଲବାମା ବିସ୍ଫୋରଣର କହି ଭାଇରାଲ କରାଯାଉଛି।

14 ଫେବୃଆରି 2019କୁ କିଏ ବା ଭୁଲି ପାରିବ। 14 ଫେବୃଆରି 2020 ରେ ପୁଲୱାମା ଘଟଣାକୁ ଏକ ବର୍ଷ ପୁରିଲା। ଏଥିପାଇଁ ଦେଶରେ ଲୋକଙ୍କ ମଧ୍ୟରେ ଏକ କଳା ଦିନ ହୋଇ ବସି ଯାଇଛି। କେହି ପୁଲବାମାରେ ଶହିଦ ହୋଇଥିବା ବିର ଜବାନଙ୍କୁ ମନେ ପକାଉଛନ୍ତି ତ କେହି ତାଙ୍କ ସ୍ମୃତିରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏଥି ମଧ୍ୟରେ ସୋସିଆଲ ମଡ଼ିଆରେ ପୁଲବାମା ଘଟଣାରୁ ବ଼ଞ୍ଚିଥିବା ବିର ଜବାନ ମାନଙ୍କ ଫୋଟୋ ସେୟାର କରି ତାଙ୍କୁ […]

Continue Reading

କ’ଣ ରହସ୍ୟ ଲୁଚି ରହିଚି ମ୍ୟାଗୀ ପେକେଟରେ ଛପି ଥିବା ଇ-କୋଡର? କ’ଣ ଏହି ଇ-କୋଡରେ ଲୁଚି ରହିଚି ଗୋଟିଏ ରସାୟନ ଯେଉଁଟା ମାଛ ଓ ମାଁକ୍ସ ରୁ ପ୍ରାପ୍ତ ହୋଇଥାଏ? ଜାଣନ୍ତୁ ସତ।

୨୫ ଜାନୁଆରୀ ୨୦୨୦ ରେ ଓଡ଼ିଆ ଏକ୍ସପ୍ରେସ ସାଇଟରେ ଏହା ଦାବି କରା ଯାଇଅଛି ଯେ ନେସଲେ କମ୍ପାନୀ ଉତ୍ପାଦରେ ମ୍ୟାଗି, ଯେଉଁଥିରେ ଦର୍ଶାଯାଇଥାଏ ଯେ ଏହା ୧୦୦ ପ୍ରତିଶତ ଶାକାହାରୀ ଉତ୍ପାଦନ ଅଟେ ବୋଲି, ଏହା କମ୍ପାନୀ ଦ୍ୱାରା କରାଯାଇଥିବା ଏକ ଧୋକା ଅଟେ। ବାସ୍ତବରେ ମ୍ୟାଗିରେ କଣ କଣ ଜିନିଷ ମିଶାଯାଈଥାଏ ଏହାର ବିବରଣୀ ମ୍ୟାଗିର ପ୍ୟାକେଟରେ ପୁରା ସ୍ପଷ୍ଟ ଭାବେ ଦର୍ଶାଯାଇଛି। ଏହାକୁ ଇ କୋଡ୍ କହନ୍ତି , ଯେଉଁଟା ସାଧାରଣ ଜନତା […]

Continue Reading

କ’ଣ ଦୁନିୟାର ସବୁଠାରୁ ବଡ ଶିବଳିଙ୍ଗ ଅରୁଣାଚଳ ପ୍ରଦେଶରେ ଅଛି? ଜାଣନ୍ତୁ ସତ୍ୟ।

୯ ମାର୍ଚରେ ଓଡ଼ିଆ  ନ୍ୟୁଜ ୨୪ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଅରୁଣାଚଳ ପ୍ରଦେଶ ରେ ରହିଛି ଦୁନିଆ ର ସବୁଠାରୁ ବଡ଼ ପ୍ରାକୃତିକ ଶିବଲିଙ୍ଗ I ଅରୁଣାଚଳ ପ୍ରଦେଶ ରେ ଅଗଣିତ ପାହାଡ଼ ଓ ପର୍ବତମାଳା ରହିଛି I ଏଠାରେ ବିରତମାନ ଥିବା ଶିବଲିଙ୍ଗ ସିଧେହେଶ୍ଵରଃ ମହାଦେବ ନାମ ରେ ପରିଚିତ ଅଟନ୍ତି I ଏହି ଶିବଲିଙ୍ଗ ପ୍ରାୟ ୨୬ ଫୁଟ ଉଚ୍ଚ ଓ ୨୨ ଫୁଟ […]

Continue Reading

ଭାଇରାଲ ଫୋଟୋରେଥିବା ମହିଳା କ’ଣ କୋରୋନା ଭାଇରସରେ ପିଡ଼ିତ ଅଛନ୍ତି? ଜାଣନ୍ତୁ ସତ୍ୟ।

ବିଶ୍ୱ ବ୍ୟାପି କୋରୋନା ଭାଇରସର ଆତଙ୍କ ଲାଗି ରହିଛି। କୋରୋନା ଭାଇସରରେ 3000ରୁ ଉର୍ଦ୍ଧଲୋକଙ୍କ ମୃତ୍ୟୁ ହୋଇସାରିଛି। ଏହା ସହ ଲୋକଙ୍କ ମନରେ ଦିନକୁ ଦିନ ଆତଙ୍କ ବଢ଼ିବାରେ ଲାଗିଛି। ସୋସିଆଲ ମିଡ଼ିଆରେ କୋରୋନା ଭାଇରସକୁ ନେଇ ଚର୍ଚ୍ଚା ଜୋରଦାର ଚାଲୁଥିଲା ବେଳେ କିଛି ଫୋଟୋ ମଧ୍ୟ ଭାଇରାଲ ହେଉଛି। 8 ମାର୍ଚ୍ଚ ରେ Satyajit Dash ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, […]

Continue Reading

କ’ଣ ପଶ୍ଚିମ ବାଙ୍ଗାଲ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି ତାଙ୍କ ରାଜ୍ୟରେ ରହୁଥିବା ରୋହିଙ୍ଗିୟା ମୁସଲମାନ ମାନଙ୍କୁ ଭାରତର ନାଗରିକ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।

ସିଏଏ କୁ ନେଇ ଦେଶରେ ବହୁତ ହଙ୍ଗାମା ଚାଲିଛି। ଅନେକ ରାଜ୍ୟ ଏହା ସମର୍ଥନ କରିଥିଲା ବେଳେ ଅନେକ ରାଜ୍ୟ ଏହାର ବିରୋଦ୍ଧ ମଧ୍ୟ କରୁଛନ୍ତି। ଗତ କିଛି ମାସ ଧରି ଚାଲୁଥିବା ଏହି ବିରୋଦ୍ଧ ବର୍ତମାନ ହିଂସା ରୂପ ଧରି ସାରିଛି। ଏହି ସବୁ ସମୟରେ ଅନେକ ପୋଷ୍ଟ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।   ବର୍ତମାନ ଏହା ଦେଖିବାକୁ ମିଳିଛି ଯେ ୫ ମାର୍ଚ ୨୦୨୦ ରେ ବିକ୍ରମ କୁମାର ସେଠ ନାମକ […]

Continue Reading

କ’ଣ ରବିଶ କୁମାର ଦିଲ୍ଲୀ ହିଂସାରେ ବନ୍ଦୁକ ଧରି ବୁଲୁଥିବା ଶାହାରୁଖ ଯୁବକର ନାମ ଜାଣି ଶୁଣି ହିନ୍ଦୁ ନାମ ଅନୁରାଗ ମିଶ୍ର ଦେଇଥିଲେ? ଜାଣନ୍ତୁ ସତ୍ୟ।

ଦିଲ୍ଲୀ ହି୍ଂସାରେ ସାହାରୁଖି ନାମକ ଜଣେ ଯୁବକ ହାତରେ ବନ୍ଧୁକ ଧରି ପୁଲିସ କୁ ଡରଉଥିବାର ଖବର ସୋସିଆଲ ମିଡିଆରେ ହୁ ହୁ ହୋଇ ଘୁରି ବୁଲିଲା। ନ୍ୟୁଜ ଚ୍ୟାନେଲରୁ ଆରମ୍ଭ କରି ସୋସିଆଲ ମଡିଆରେ ଏହି ଘଟଣା ବିଷୟରେ ଚର୍ଚ୍ଚା ଚାଲିଛି। ଏହା ସହ ଦିଲ୍ଲି ହିଂସା ହଉ ଅଥବା ଶାହୀନ ବାଗ ପ୍ରଦର୍ଶନ ସବୁ ଘଟଣାରେ ଏନଡିଟିଭ ସାମ୍ବାଦିକଙ୍କ ଚର୍ଚା ନ ହଉ ଏପରି ହୋଇ ନାହିଁ। ସୋସିଆଲ ମିଡ଼ିଆରେ ରବିଶ କୁମାରଙ୍କୁ ନେଇ […]

Continue Reading

କରୋନା ଓ ତୁଳସିପତ୍ର ଗୁଜବ- ଓଡ଼ିଶାସାରା ଗୁଜବ ବ୍ୟାପିଛି ଯେ, ପୁରୀ ପଣ୍ଡାକୁ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନରେ କହିଛନ୍ତି 7ଟି ତୁଳସୀ ପତ୍ର ଖାଇଲେ କରୋନା ଭାଇରସ ହେବ ନାହିଁ।

ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକ ଆତଙ୍କରେ ଅଛନ୍ତି। ବିଶେଷକରି ଗତ କିଛି ଦିନ ହେବ ରାଜ୍ୟରେ ଏକାଧିକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ପାରାଦିପରୁ ଏକ ଦମ୍ପତିଙ୍କୁ କରୋନା ସନ୍ଦିଗ୍ଧ ରୂପେ ଚିହ୍ନଟ କରାଯାଇଥିଲା। ଏହା ପରେ ଲୋକଙ୍କ ମନରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଏହା ଛଡ଼ା ଓଡ଼ିଶାର ଅଲଗା ଅଲଗା ଜାଗାରୁ କରୋନା ଭାଇରସ ସନ୍ଦିଗ୍ଧଙ୍କ ସମ୍ପର୍କରେ […]

Continue Reading

କ’ଣ ସୌମ୍ୟା ଚୌରସିଆଙ୍କ ଘରୁ ଦ୍ୱିତିୟ ଫୋଟୋରେ ଥିବା ପଇସା ଏବଂ ସୁନା ଗହଣା ଜବତ କରାଯାଇଛି? ଜାଣନ୍ୟୁ ସତ୍ୟ।

3 ମାର୍ଚରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ମହିଳାର ଫୋଟୋ ଅଛି ଏବଂ ଦ୍ୱିତିୟ ଫୋଟୋରେ ବହୁତ ପଇସା ବଣ୍ଡଲ ସହ ସୁନାର ଅଳଙ୍କାରର ଫୋଟୋ ଥିଲା। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ସୌମା ଚୌରାସିଆ—ଆୟକର ବିଭାଗ ଘର ଚଢ଼ାଉକରି 100 କୋଟିରୁ ଉର୍ଦ୍ଧ ନଗଦଟଙ୍କା,2 କେଜି ରୁ ଅଧିକ ଗହଣା , ଅନେକ ପ୍ଲଟ […]

Continue Reading

କ’ଣ ନିର୍ଭୟା ଦୋଷୀ ବିନୟ କୁମାର ଷ୍ଟେପଲର ପିନ ଗିଳିଲେ? କେଉଁ ଦିଗକୁ ମୁଡୁଛି ନିର୍ଭୟା ମାମଲା? ଜାଣନ୍ତୁ ସତ।

ନିର୍ଭୟା ମାମଲାଟି ଏବେ ପର୍ଯ୍ୟନ୍ତ କୋର୍ଟରେ ଘୂରୁଅଛି। ଦୋଷୀଙ୍କୁ ଫାଂସୀ ଦେବା ତାରିଖ ପ୍ରତ୍ଯେକ ଥର ଘୁନ୍ଚି ଘୁନ୍ଚି ଯାଉଅଛି।  ୨୪ ଫେବ୍ରୁଆରି ୨୦୨୦ ରେ ଆର.କେ.ନ୍ୟୁଜ ଓଡ଼ିଶାର ୟୁଟ୍ୟୁବ ଛେନାଲରେ ଗୋଟିଏ ଭିଡିଓ ପୋସ୍ତରେ ଏହା ଦେଖିବାକୁ ମିଳିଛି ଯେ ନିର୍ଭୟା କେସରେ ଗୋଟିଏ ନିନ୍ଦନୀୟ ଘଟଣା ଘଟିଛି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ନିର୍ଭୟା ଦୁଷ୍କର୍ମ କରିଥିବା ବିନୟ କୁମାର ତିହାର ଜେଲରେ ଗୋଟିଏ ଷ୍ଟେପଲର ପିନ ଖାଇଦେଇଛନ୍ତି। ଏହା […]

Continue Reading

କ’ଣ ଫୋଟୋରେ ଥିବା ଲୋକ ଓ ମହିଳା ଜଣକ ପୂର୍ବତନ କଂଗ୍ରେସ ନେତା ଭିଷମ ଶର୍ମା ଓ ତାଙ୍କ ସ୍ତ୍ରୀ? ଜାଣନ୍ତୁ ସତ।

୨୮ ଫେବ୍ରୁଆରିରେ ଜୟ ପରସୁରାମ ନାମକ ଜଣେ ଫ୍କେବୂକ ୟୁଜର ପଏଣ୍ଟ ଜିରୋ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଲେଖିଛନ୍ତି ଯେ ମୁସଲିମ ଦଙ୍ଗାକାରୀ ହଜାର ହଜାର ସଂଖ୍ୟାରେ ଆସି ଭିଷମ ଶର୍ମାଙ୍କ ସ୍କୁଲ, ଗାଡି, ଘର ସବୁ ଜାଳି ଦେଲେ । ନିଜେ ବି ପରିବାର ସହ ଜୀବନ ବଞ୍ଚାଇ ଖସିଗଲେ । ଆଉ ସେ ଓ ତାଙ୍କର ସ୍ତ୍ରୀ ସବୁ ହରାଇ କାନ୍ଦି ବୁଲୁଛନ୍ତି । ବିଡମ୍ବନାର ବିଷୟ ମୁସଲିମମାନେ ଦେଖିଲେନି […]

Continue Reading

ଭାଇରାଲ ଭିଡିଓରେ କ’ଣ ମୁସ୍ଲିମମାନେ ହିନ୍ଦୁ ବ୍ୟକ୍ତିକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତମାନ ଦେଶରେ ହିନ୍ଦୁ ମୁସ୍ଲିମ ଭାଇଚାକୁ ନେଇ ଏକ ବଡ଼ ପ୍ରଶ୍ନ ବାଚକ ଚିହ୍ନ ଲାଗିଜାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଚର୍ଚ୍ଛା ଲାଗି ରହିଛି। ଏଥି ମଧ୍ୟରେ 1 ମାର୍ଟରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, ଭାଇରାଲ ଭିଡିଓକେ ମୁସ୍ଲିମମାନେ ହିନ୍ଦୁ ଭାଇମାନଙ୍କୁ ଅତ୍ୟାଚାର କରି ମାରୁଛନ୍ତି। ଶିର୍ଷକରେ ଲେଖା ଯାଇଛି ଯେ, […]

Continue Reading

WHO କରୋନା ଭାଇରସରୁ ବଞ୍ଚିବା ପାଇଁ ହୋଲି ରଙ୍ଗ ବ୍ୟବହାର ନ କରିବା ପାଇଁ କୌଣସି ବିଜ୍ଞପ୍ତି ଜାରି କରି ନାହିଁ।

କରୋନା ଭାଇରସ କୁ ନେଇ ବିଶ୍ୱରେ ଆତଙ୍କ ଭରି ରହିଛି। ଏଥି ମଧ୍ୟରେ ଭାରତର ସବୁ ପର୍ବରେ  ଚାଇନାରୁ ଜିନିଷ ଆସି ଥାଏ। ମାର୍ଚ ମାସରେ ହୋଲି ପର୍ବ ବଡ଼ ଧୁମଧାମରେ ମନା ଯିବାର ଆୟୋଜନ ପୁରା ଦେଶରେ ଚେଲିଛି। ବଜାରକୁ ଭଳିକି ଭଳି ରଙ୍ଗ ଆସି ଗଲାନି। ପ୍ରାୟ ରଙ୍ଗ ଏବଂ ପିଚକାରି ଚାଇନାରୁ ଆସିଥାଏ। ତେବେ ଚାଇନାରେ କରୋନା ଭାଇରସ ଆତଙ୍କ ପରଠାରୁ ଲୋକଙ୍କ ମନରେ ମଧ୍ୟ  ଆତଙ୍କ ଭରି ରହିଛି। ଏଥି ମଧ୍ୟରେ […]

Continue Reading

ସାଧାରଣ ଲୋକ ପୋଲିସକୁ ପଥର ମାରୁଥିବା ଭାଇରାଲ ଭିଡିଓ ଅହମ୍ମଦାବାଦର ଅଟେ।

ଦେଶରେ ଚାଲିଥିବା ହିଂସା ଏବଂ ଅସାଂନ୍ତି କେବଳ ନ୍ୟୁଜ ଚ୍ୟାନେଲ ଅଥବା ଖବର କାଗଜ ପର୍ଯ୍ୟନ୍ତ ସିମିତ ନୁହଁ। ହିଂସାର ଏହି ବାତାବରଣ ସୋସିଆଲ ମିଡିଆରେ ମଧ୍ୟ ଲାଗି ରହିଛି। ସୋସିଆଲ ମିଡିଆରେ CAA ବିରୋଧ ପ୍ରଦର୍ଶନରୁ ଆରମ୍ଭ କରି ପୋଲିସ ଉପରେ ଲୋକଙ୍କ ପଥର ମାଡ଼ର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥି ମଧ୍ୟରେ  27 ଫେବୃଆରିରେ Motilal panda  ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଭିଡିଓ ପୋଷ୍ଟ […]

Continue Reading

କ’ଣ ଦିଲ୍ଲୀ ପୋଲିସ ଆମ ଆଦ୍ମି ପାର୍ଟି ସଦସ୍ୟ ତାହିର ହୁସାଏନଙ୍କୁ ଗିରଫ କରିଛନ୍ତି? କ’ଣ ସତ୍ୟତା ଏହି ଘଟଣାର? ଜାଣନ୍ତୁ।

ଦିଲ୍ଲୀରେ ଚାଲୁଥିବା ଡଙ୍ଗା ସମୟରେ ଆହୁରି ଗୋଟିଏ ଖବର ଶୁଣିବାକୁ ମିଳିଛି। ଖବର ଅନୁଯାୟୀ ଆମ ଆଦ୍ମି ପାର୍ଟି କାଊଁସିଳର ତାହିର ହୁସାଏନ, ଅଙ୍କିତ ଶର୍ମା ନାମକ ଜଣେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇ.ବି) ଅଫିସରକୁ ହତ୍ୟା କରିଥିବା କଥା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଅଙ୍କିତ ନି ଭାଇଙ୍କୁ ଖୋଜିବା ପାଇଁ ଘରୁ ବାହାରି ଥିଲେ। ତାଙ୍କୁ ଡର ଥିଲା ଯେ ତାଙ୍କ ଭାଇ ଦିଲ୍ଲୀରେ ହେଉଥିବା ଡଙ୍ଗାରେ ଅଟକି ରହି ଯାଇଛନ୍ତି। ଅଙ୍କିତ ସନ୍ଧ୍ୟା ୪ […]

Continue Reading

କ’ଣ ବୈଜ୍ଞାନିକ ମାନେ ପୃଥିବୀ ଖୋଲି ଏହା ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ଏହା ଭିତରେ କଣ ରାହାସ୍ୟ ଅଛି? ଜାଣନ୍ତୁ ସତ।

26 ଫେବ୍ରୁଆରିରେ ଓଡ଼ିଆ ଏକ୍ସପ୍ରେସ ନାମକ ସାଇଟରେ ଗୋଟିଏ ପୋଷ୍ଟରେ ଏହା ଲେଖା ଯାଇଅଛି ଯେ ପୃଥିବୀ ଭିତରେ କଣ ଅଛି ଏହା ଜାଣିବା ପାଇଁ ବୈଜ୍ଞାନିକ ମାନେ ବହୁତ ପରିଶ୍ରମ କରିଥିଲେ। ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ବୈଜ୍ଞାନିକ ମାନେ ପୃଥିବୀ ପୃଷ୍ଠରେ ଏକ ବିରାଟକାୟ ଗାତ ଖୋଳିବା ଆରମ୍ଭ କରିଦେଲେ , ଓ ଲଗାତାର ଗାତ ଖୋଳିବାକୁ ଲାଗିଲେ , ସେ ପ୍ରାୟ ୧୧୦୦ ମିଟର ଗାତ ଖୋଳିବାକୁ ସଫଳ ହେଲେ। […]

Continue Reading

କ’ଣ ଭାଇରାଲ ଫୋଟୋରେଥିବା ମୁସ୍ଲିମ ମହିଳା ସ୍ୱାମି ମରିଗଲା ପରେ ତାଙ୍କ ନିଜ ପୁଅକୁ ବିବାହ କରିଛନ୍ତି?

26 ଫେବୃଆରିରେ ଦେବବ୍ରତ ମହାନ୍ତି ପପୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ମୁସ୍ଲିମ ମହିଳା ଏବଂ ଏକ ମୁସ୍ଲିମ ଛୋଟୋ ପିଲା ସାଙ୍ଗରେ ଠିଆ ହୋଇଛନ୍ତି। ପୋଷ୍ଟରେ ମହିଳା ଏବଂ ସାଙ୍ଗରେ ଥିବା ଛୋଟ ପିଲା ବିବାହ ହୋଇଥିବା ଭଳି ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ସ୍ୱାମିର ମୃତ୍ୟୁ ପରେ ନିଜ ପୁଆ ସହ ବିବାହ କରିଛନ୍ତି ଏହି ମୁସ୍ଲିମ ମହିଳା। ପୋଷ୍ଟର […]

Continue Reading

ହାତରେ ବନ୍ଧୁକ ଧରି ଲୋକଙ୍କୁ ଡରାଉଥିବା ଯୁବକ ନାମ କ’ଣ ଅନୁରାଗ ମିଶ୍ର ଅଟେ? ଜାଣନ୍ତୁ ସତ୍ୟ।

ଦିଲ୍ଲିରେ ହେଉଥିବା ହିଂସାକୁ ଦେଖି ଦେଶରେ ଏବେ ଆତଙ୍କର ସ୍ଥିତି ବନି ଯାଇଛି। ନ୍ୟୁଜ ଅନୁସାରେ ସାହାରୁଖ ନାମକ ଜଣେ ପିଲା ରାସ୍ତାରେ ବନ୍ଧୁକ ଧରି ପୋଲିସ କର୍ମିମାନଙ୍କୁ ତଡ଼ୁଥିଲା। ଏହି ଭୟାବହ ଘଟଣାରେ ଏକ ପୋଲିସ କର୍ମିର ମୃତ୍ୟୁ ମଧ୍ୟ ହୋଇଛି। ଭାଇରାଲ ଖବର ଅନୁସାରେ ହାତରେ ବନ୍ଧୁକଧରି ପୋଲିସକୁ ଗୋଡ଼ଉଥିବା ପିଲା ମୁସ୍ଲିମ ଅଟେ। ତେବେ ପୁଣି ଏକ ଘଟା ସାମ୍ନାକୁ ଆସୁଛି ଯେ, ହାତରେ ବନ୍ଧୁକ ଧରିଥିବା ପିଲା ମୁସ୍ଲିମ ନୁହଁ ବରଂ […]

Continue Reading

ଅରୋଙ୍ଗାବାଦ ଘଟଣାକୁ ଦିଲ୍ଲିର କହି ଭାଇରାଲ କରାଯାଉଛି।

ଦିଲ୍ଲିରେ ହଉଥିବା ଆତଙ୍କକୁ ଦେଖି ଦଶରେ ଶାନ୍ତି ଭାଙ୍ଗ ହୋଇଯାଇଛି। ଦିଲ୍ଲିର ରାସ୍ତାରେ ଲୋକ ପଥର ମାରିବାରୁ କିଛି ଲୋକ ଆଘାତ ହୋଇଛିନ୍ତି। ଏହା ଛଡ଼ା ଏହି ମାଡ଼ଗୋଳରୁ ଏକ ପୋଲିସ କର୍ମିର ମଧ୍ୟ ମୃତ୍ୟୁ ହୋଇଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଏକ ଭିଡିଓରେ କିଛି ଲୋକ ଆସି ଏକ ବସ ଡ୍ରାଇଭର ଉପରେ ଆକ୍ରମଣ କରୁଛନ୍ତି। ବାହାରୁ କିଛି ଲୋକ ଆସି ବସ ଭିତରେ ବଡ଼ି ପୁରାଣ […]

Continue Reading

କ’ଣ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ୩୩୦୦ ଟନ ସୁନା ମିଳିଛି? ଜାଣନ୍ତୁ ସତ।

୨୬ ଫେବ୍ରୁଆରି ରେ ଓଡ଼ିଆ ଏକ୍ସପ୍ରେସ ନାମକ ଫେସବୁକ ପେଜରେ ସୋନଭଦ୍ରରେ ମିଳିଥିବା ସୁନା ବିଷୟରେ ଲେଖା ଯାଇଅଛି। ସୁନାର ଭଣ୍ତାର ମିଳିବା କାରଣରୁ ଉତ୍ତର ପ୍ରଦେଶର ସୋନଭଦ୍ର ଅଚାନକ ଏବେ ଚର୍ଚ୍ଚାର ଘେରରେ ଆସିଯାଇଅଛି , ଏହା ଭାରତ ପାଇଁ ଏକ ଆଶ୍ୱସ୍ତିର ଖବର ଅଟେ,  ଜଣାଯାଏ କି ଭାରତ ଦୁନିଆଁର ସବୁଠାରୁ ବଡ ସୁନାର ଖଣି ଅଟେ । ଉତ୍ତର ପ୍ରଦେଶର ସୋନଭଦ୍ର ର ସୋନ ପାହାଡିରେ ୨୭୦୦ ଟନ୍ ସୁନା ଓ ହରଦି […]

Continue Reading

ରତନ ଟାଟା ଦ୍ୱାରା TATA କମ୍ପାନିରେ JNU ଛାତ୍ରଙ୍କୁ ଚାକିରି ନଦେବା ଘଷଣା ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି । ପୋଷ୍ଟରେ ଦିବା କରାଯାଇଛି , ଜାବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେଙ୍କୁ ଟାଟା ଗୃପ କମ୍ପାନିରେ ଚାରିରି ନ ଦେବା ପାଇଁ ଫୈସଲା କରାଯାଇଛି। JNU ବିଶ୍ୱବିଦ୍ୟାଳୟର ଛାତ୍ରମାନେ CAA ବିରୋଧରେ ବିରୋଧ ପ୍ରଦର୍ଶନ ଏବଂ ଅନ୍ୟାନ୍ୟ ପ୍ରଦର୍ଶନ ଲଗାତାର ଚାଲିଛି। ଏଥିମଧ୍ୟରେ 24 ଫେବୃଆରିରେ Sameekhya champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଟାଟା ଗୃପ ଅଫ କମ୍ପାନିର ପୂର୍ବ ପ୍ରମୁଖ ରତନ ଟାଟାଙ୍କ […]

Continue Reading

କ’ଣ କୋରୋନା ଆକ୍ରାନ୍ତ ହୋଇଥିବା ଜଳେଶ୍ଵର ସହର ର ଯୁବକଙ୍କ ମୃତ୍ୟୁ ହୋଇଛି? ଜାଣନ୍ତୁ ସତ।

କୋରୋନା ଭାଇରସର ଆକ୍ରାନ୍ତ ବର୍ତମାନ ବଢି ବଢି ଚାଲିଅଛି। ଅନେକ ସ୍ଥାନରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରତିଦିନ ଆସୁଛି। ଚୀନରୁ ବ୍ୟାପୀ ଥିବା ଏହି ରୋଗ ବର୍ତମାଣ ସମୟରେ ଅନେକ ଦେଶରେ ବ୍ୟାପୀ ସାରିଛି। ଏହି ରୋଗର କିଛି ଚିକିତ୍ସା ବାହାରି ନାହିଁ। ଶେଠୀ ପାଇଁ କେବଳ ବଞ୍ଚିବା ପ୍ରକ୍ରିୟା ବ୍ୟବହାର କରି ଏହି ରୋଗରୁ ଦୂରେଇ ରହି ହେବ।  ଏହି ସସବୁ ମଧ୍ୟରେ ଏହା ସମ୍ବନ୍ଧରେ  ଗୋଟିଏ ଖବର ବର୍ତମାନ ସମୟରେ ସୋସିଆଲ […]

Continue Reading

କ’ଣ ଭାରତରୁ ଧାରା 370 ଉଠିଲା ପରେ ଭାରତକୁ ବିରୋଧ କରୁଥିବା ତୁର୍କିର ରାଷ୍ଟ୍ରପତି ସହ ଆମିର ଖାନ ଦେଖା କରିଛନ୍ତି?

21ଫେବୃଆରିରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେ,  ତୁର୍କୀର ରାଷ୍ଟ୍ରପତି ଏରର୍ଦୋଗନ  ଭାରତରୁ ଧାରା 370 ହଟିଲା ପରେ ୟୁଏନଓରେ ଏହାର ବିରୋଧ କରିଥିଲେ। ଏହା ସହିତ ତୁର୍କୀର ରାଷ୍ଟ୍ରପତି ଖୁଲିକରି ପକାସ୍ତାନର ସମର୍ଥନ କରିଥିଲେ। ଏହା ଛଡ଼ା କିଛି ଦିନ ପୂର୍ବରୁ ମଧ୍ୟ ସେ ଭାରତକୁ ବୁରୋଧ କରୁଥିଲେ। ଏଥି ମଧ୍ୟରେ ବୋଲିଉଡ଼ ଜାଗତର ସୁପର ଷ୍ଟାର ଆମିର ଖାନ ତୁର୍କୀର ରାଷ୍ଟ୍ରପତି ଏବୋର୍ଦେନ  […]

Continue Reading

କ’ଣ ନମାଜ ପଢ଼ିବା ପାଇଁ ମୁସ୍ଲିମ ବର୍ଗର ଲୋକ ଟ୍ରେନ ରୋକି ଦିଅନ୍ତି? ଜାଣନ୍ତୁ ଭାଇରାଲ ଫୋଟୋର ସତ୍ୟତା।

21 ଫେବୃଆରିରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଅଧିକ ସଂଖ୍ୟାରେ ମୁସ୍ଲିମ ଟ୍ରେନ ଟ୍ରାକ ଉପରେ ବସି ନମାଜ ପଢ଼ୁଛନ୍ତି। ମୁସ୍ଲିମ ବର୍ଗର ଲୋକମାନେ ନମାଜ ପଢ଼ୁଥିବା ସମୟରେ ପାଖରେ ଏକ ଟ୍ରେନ ଠିଆ ହୋଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଟ୍ରେନକୁ ଅଟକାଇ ମୁସ୍ଲିମ ବର୍ଗର ଲୋକମାନେ ନମାଜ ପଢ଼ୁଛନ୍ତି। ମୁସ୍ଲିମମାନେ ଏକ ଟ୍ରେନକୁ ଅଟକାଇ ନମାଜ ପଢ଼ିବାରୁ ଟ୍ରେନ ଯାତାୟତରେ ଅନେକ […]

Continue Reading

କ’ଣ ଭାଇରସର ଭୟବହତା ମଧ୍ୟରେ ଚୀନବାସୀ କୁକୁର ମାଁକ୍ସ ଖାଉଛନ୍ତି? ଜାଣନ୍ତୁ ସତ।

୧୮ ଫେବ୍ରୁଆରି ରେ ଓଡିଆ ସ୍କ୍ରାପ୍ସ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ କିଛି ଫୋଟୋ ପୋଷ୍ଟ କରି ଏହା ଦାବି କରା ଯାଇଅଛି ଯେ କୋରୋନା ଭାଇରସରୁ ୨୦୦୦ ଲୋକେଙ୍କର ମୃତ୍ୟୁ ହୋଇସାରିଛି ଓ ୫୦ ହଜାର ଲୋକେ ଏହି ଆରପିଜିରୁ ଆକ୍ରାନ୍ତ ହୋଇଛନ୍ତି। ତାପରେ ମଧ୍ୟ ଚୀନବାସୀ କୁକୁର ମାଁକ୍ସ ଖାଉଛନ୍ତି। ଚୀନର ଗୋଟିଏ ବଜାରରେ କୁକୁରଙ୍କୁ ଜିଅନ୍ତା ଗରମ ପାଣିରେ ସିଝା ଯାଉଛି ଓ କଟା ଯାଉଅଛି। ଚିନବାସୀ ଏହି କୁକୁର ମାନଙ୍କୁ […]

Continue Reading

କ’ଣ ରାମେଶ୍ୱରମ ମନ୍ଦିରର 1212ଟି ସ୍ତମ୍ବ ଗୋଟିଏ ବିନ୍ଦୁରେ ଜାଇ ମିଶୁଛନ୍ତି?

20 ଫେବୃଆରିରେ Sameekhya Champati  ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସ୍ତମ୍ବଗୁଡ଼ାକ ଗୋଟେ ବିନ୍ଦୁରେ ଜାଇ ମିଶୁଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ରାମେଶ୍ୱରମ ମନ୍ଦିରର 1212ଟି ସ୍ତମ୍ବ ଗୋଟିଏ ବିନ୍ଦୁରେ ଜାଇ ମିଶୁଛନ୍ତି। ପୋଷ୍ଟରେ ଲାଖାଯାଇଛି 1740 ମସିହାରେ ବନା ଯାଇଥିବା ଏହି ରାମେଶ୍ୱରମ ମନ୍ଦିରର ସବୁ ସ୍ତମ୍ବକୁ ଗୋଟିଏ ବିନ୍ଦୁରେ ମିଶାଉଥିବା ତଥ୍ୟ ଆଶ୍ଚର୍ଯ୍ୟଜନକ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ […]

Continue Reading

କ’ଣ ଚୀନର ଉହାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର ଲାବରେ କୋରୋନା ଭାଇରସ ଲିକ ହେଇଛି? କ’ଣ ସେଇଠିକାର ଗବେଷକ ମାନଙ୍କୁ ବାଦୁଡି ମାନେ କାମୁଡ଼ି ବାରୁ ଏହି ରୋଗ ବ୍ୟାପିଚି? ଜାଣନ୍ତୁ ସତ।

ଚୀନର କୋରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନକୁ ଏହି ଭାଇରସର କେନ୍ଦ୍ର ରୂପେ ଧରାଯାଉଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଉହାନର ମାଛ ମାର୍କେଟର କିଛି ଦୂରରେ ଥିବା ଏକ ସରକାରୀ ଲାବରେ ହିଁ ସମ୍ଭବତଃ କୋରୋନା ଭୂତାଣୁର ସୃଷ୍ଟି ହୋଇଥିଲା। ଚୀନର ସାଉଥ ଚାଇନା ୟୁନିଭର୍ସିଟି ଅଫ ଟେକ୍ନୋଲୋଜିର କହିବା […]

Continue Reading

ଭାଇରାଲ ଫୋଟୋ ରବିଶ କୁମାରର ନୁହଁ ବରଂ ଶକୀଲା ବେଗମର ଅଟେ।

CAA ଏବଂ  NRC  ବିରୋଧ ପ୍ରଦର୍ଶନକୁ ନେଇ ଦେଶସାରା ଚର୍ଚ୍ଚାର ବିଷୟ ପାଲଟିଛି। ଏଥିମଧ୍ୟରେ ଶାହୀନ ବଗରେ CAAବିରୋଧ ପ୍ରଦର୍ଶନର ରୂପ କିଛି ଅଲଗା ପ୍ରକାର ପାଲଟିଛି। ସୋସିଆଲ ମିଡିଆରୁ ନେଇ ଟିଭି ଚ୍ୟାନେଲ ପର୍ଯ୍ୟନ୍ତ କେବଳ ଶାହୀନ ବାଗରେ ହେଉଥିବା ବିରୋଧ ପ୍ରଦର୍ଶନ ବିଷୟରେ ଚର୍ଚ୍ଚା ଚାଲିଛି। କିଛି ଜଣାସୁଣା ଲୋକ ଶାହୀନ ବାଗ ବୀରୋଧ ପ୍ରଦର୍ଶନକୁ ସମର୍ଥନ କଲେ ତ କିଛି ଏହାର ବିରୋଧ। ଶାହୀନ ବାଗର ଏହି ବିରୋଧ ପ୍ରଦର୍ଶକୁ NDTV ନ୍ୟୁଜ […]

Continue Reading

କ’ଣ ଗୌ ମୁତ୍ର ସେବନ କରି କୋରୋନା ରୋଗ ଠାରୁ ମୁକ୍ତି ପାଇ ହେବ?

କୋରୋନା ଭାଇରସ ଚୀନରୁ ଆରମ୍ଭ ହୋଇ ବର୍ତମାନ ଅନେକ ଦେଶର ଲୋକ ମାନଙ୍କୁ ଆକ୍ରାନ୍ତ କରୁଅଛି। ଏହି ରୋଗ ନେଇ ଅନେକ ଲୋକ ଅନେକ ପ୍ରକାର ଦାବି କରି ସୋସିଆଲ ମିଡିଆରେ ଛାଡୁଛନ୍ତି। ଏହି ମଧ୍ୟରୁ କେତୋଟି ସତ୍ୟ ଥିବା ସମୟରେ ଅନେକ ମିଥ୍ୟା ଖବର ମଧ୍ୟ ଭାଇରାଲ କରା ଯାଉଅଛି। ଏହି ବିଷୟ ନେଇ ଫେକ୍ଟ କୃସେଣ୍ଡୋ ଓଡ଼ିଆ କିଛି ଫେକ ପୋଷ୍ଟ ଗୁଡିକର ଖଣ୍ଡନ କରି କୋରୋନା ଭାଇରସ ବିଷୟରେ ସତ୍ୟ ଜଣାଇଛି। ଆଜି […]

Continue Reading

କ’ଣ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ କହିଥିଲେ ଯେ, ମୋଦିଙ୍କ ପାଇଁ ଚିଲମାନେ ବେରୋଜଗାର ଅଛନ୍ତି?ଜାଣନ୍ତୁ ସତ୍ୟତା।

13 ଫେବୃଆରିରେ Kailash Gupta ନମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।  ପୋଷ୍ଟକରିଥିବା ଭିଡିଓରେ ରାହୁଲ ଗାନ୍ଧି ଚିଲକୁ ଦେଖି ବେରୋଜଗାରୀ ହୋଇଥାବର କଥା କହୁଥିବାର ଦେଖା ଯାଉଛନ୍ତି। ରାହୁଲ ଗାନ୍ଧି ଏକ କାର୍ଯ୍ୟକ୍ରମରେ ଆକାଶକୁ ଅନେଇ ଚିଲକୁ କହୁଛନ୍ତି ଯେ, ମୋଦି ସରକାରଙ୍କ କାରଣରୁ ଆକାଶରେ ଉଡୁଥିବା ଚିଲମାନେ ବେରୋଜଗାର ଅଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ଜୋରଦାର କଟାକ୍ଷ୍ୟ କରାଯାଇଛି। ଏହା ସହାତ ଭିଡିଓକୁ […]

Continue Reading

ଭାଇରାଲ ଫୋଟୋରେଥିବା ମହିଳାସହ 1971ରେ ଦୁଷ୍କର୍ମ ହୋଇନଥିଲା ବରଂ ମହିଳା କଲେରା ରୋଗରେ ପଡ଼ତଥିବାରୁ ତା ସ୍ୱାମି ତାକୁ ବୋହିନେଇ ଯାଉଥିଲା।

17 ଫେବୃଆରିରେ Raitar Jhankar ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ପୁରୁଷ ବ୍ୟକ୍ତି ଏକ ମହିଳାକୁ ହାତରେ ଉଠାଇନେଇ ଯାଉଛି। ମହିଳା ନଗ୍ନ ଅବସ୍ଥାରେ ଅଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ବଙ୍ଗଲାଦେଶର ସ୍ୱାଧୀନତା ସମୟରେ ଭାଇରାଲ ଫୋଟୋରେଥିବା ମହିଳା ସହ ଅନେକଥର ଦୁଷ୍କର୍ମ କରାଯାଇ ଥିଲା। ଏହା ପରେ ମହିଳାର ମୃତ୍ୟୁ ହୋଇଯାଇଥିଲା ଏବଂ ମହିଳାର ସ୍ୱାମି ତାକୁ ବାହୁରେ ଉଠାଇ ନେଇଯାଉଥିଲା। […]

Continue Reading

ଭାଇରାଲ ପୋଷ୍ଟରେଥିବା ଭିଡିଓମାନଙ୍କର କରୋନା ଭାଇସର ସହ କୌଣସି ସମ୍ବନ୍ଧ ନାହିଁ।

କୋରୋନା ଭାଇରସର ଆତଙ୍କ ପୁରା ବିଶ୍ୱରେ   ଚର୍ଚାର ବିଷୟ ବନିଛି। କରୋନା ଭାଇରସର ସଠିକ ଔଷଧ ମଧ୍ୟ ବାହାରି ନାହିଁ। ଏଥି ମଧ୍ୟରେ ଚାଇନାରେ ସଂଖ୍ୟାଧିକ ଲୋକଙ୍କ ମୃତ୍ୟୁର ଖବର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେହି କୁହନ୍ତି କରୋନା ଭାଇରାସ ସାପଠାରୁ ଆସିଛି ତ କେହି କୁହନ୍ତି ଏହି ଭାଇରସ ବାଦୁଡ଼ି ଏବଂ ଅନ୍ୟ ଜିବନ୍ତୁଙଠାରୁ ଆସି ଅଛି।  ତେବେ ସୋସିଆଲ ମିଡିଆରେ Jyotiprakash Deo ନାମକ ଜଣେ ଫେଜବୁକ ୟୁଜର 18 […]

Continue Reading

କ’ଣ ନନ୍ ଭେଜ ଖାଇଲେ କୋରୋନା ଭାଇରସ ଆକ୍ରାନ୍ତ ହେବା ସମ୍ଭାବନା ଅଛି? ଜାଣନ୍ତୁ ସତ।

ଚୀନରୁ ବ୍ୟାପୀ ଥିବା କୋରୋନା ଭାଇରସ ବର୍ତମାନ ସମୟରେ ସାରା ବିଶ୍ଵାରେ ଆତଙ୍କ ସୃଷ୍ଟି କରିଛି। ବର୍ତମାନ ସୁଧା ୭୨,୫୦୦ ଲୋକେ ଏହି ରୋଗରୁ ଆକ୍ରାନ୍ତ ହୋଇସାରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ଖବର ମଧ୍ୟ ସାମନାକୁ ଆସିଛି। ଏହି ଖବର ଅନୁସାରେ କୋରୋନା ଠାରୁ ରକ୍ଷା ପାଇବା ପାଇଁ ନନ୍ ଭେଜ ଖାଦ୍ୟ ସେବନ ନ କରିବା ଉପଦେଶ ଦିଆ ଯାଇ ଅଛି। ୨ ସପ୍ତାହ ପୂର୍ବରୁ ମନୁ ଭାଇ ଚିକିଟି […]

Continue Reading

କ’ଣ ମୋଦି ସରକାର ଗୋପନୀୟ ଉପାୟରେ ୨୬୮ ଟନ ସୁନା ବିଦେଶରେ ଗିରବି ରଖିଛନ୍ତି? ଜାଣନ୍ତୁ ସତ।

୧୧ ଫେବ୍ରୁଆରିରେ ମଧୁ ନାଗ ନାମକ ଜଣେ ଫେସବୁକ ୟୁଜର ଯୁବ କଂଗ୍ରେସ ସଂଗଠନ ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋସ୍ତକରି ଏହା ଦାବି କରିଛନ୍ତି ଯେ ମୋଦି ସରକାର ଗୋପନୀୟ ଉପାୟରେ ବିଦେଶରେ ୨୬୮ ଟନ ସୁନା ଗିରବି ରଖିଛନ୍ତି। ଏହି କଥା କୁ ୪ବର୍ଷ ଉପରେ ବିତି ଗଲାଣି ଓ ବର୍ତମାନ ଆର.ଟି.ଆଇ ମାଧ୍ୟମରୁ ଏହି ବିଷୟ ସାମନାକୁ ଆସିଛି। ଜଣେ ସ୍ଵତନ୍ତ୍ର ପତ୍ରକାର ନବନୀତ ଚତୁର୍ବେଦି ଆର.ଟି.ଆଇ. ମାଧ୍ୟମ ଏହି ବିଷୟକୁ […]

Continue Reading

କ’ଣ ଫିରୋଜାବାଦର ଦୁଷ୍କର୍ମ ପୀଡ଼ିତାଙ୍କ ବାପାର ଖୁନିଙ୍କୁ ପୋଲିସ ବର୍ତମାନ ସୁଧା ଗିରଫ କରି ପାରି ନାହିଁ? ଜାଣନ୍ତୁ ସତ।

ଦୁଷର୍ମ ପୀଡିତାଙ୍କ ବାପାଙ୍କୁ ଗୁଳିକରି ହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଫିରୋଜାବାଦରେ। 13 ଫେବ୍ରୁଆରି ରେ ଡ଼ି.ଟିଭି ଓଡ଼ିଆ ସାଇଟରେ ଛପି ଥିବା ଏହି ପୋଷ୍ଟ ଫିରୋଜାବାଦର ଜଣେ ୧୫ ବର୍ଷୀୟା ନାବାଳିକା ଗତବର୍ଷ ଅଗଷ୍ଟରେ ଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ପୀଡିତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଏନେଇ ଅଭିଯୁକ୍ତ ଅଚମନ ଉପାଧ୍ୟାୟ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପୋଷ୍ଟରେ କରା ଯାଇଥିବା ଦାବି ଅନୁଯାୟୀ ଏଯାଏ ଏହି ମାମଲରେ ଅଭିଯୁକ୍ତକୁ ପୋଲିସ ଗିରଫ […]

Continue Reading

ଭାଇରାଲ ଭିଡିଓରେ ପୋଲିସ କର୍ମିଠାରୁ ମାଡ଼ ଖାଉଥିବା ମହିଳା ମୁସ୍ଲିମ ଅଟେ।

11 ଫେବୃଆରିରେ Er jitu Krushna padhy ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ କିଛି ପୋଲିସ କର୍ମି କିଛି ମହିଳାକୁ ପିଟୁ ଥିବାର ଦେଖା ଯାଉଛନ୍ତି। ଭିଡିଓରେ ଲୋକଙ୍କ ଭିଡ଼ ମଧ୍ୟ ଦେଖା ଯାଉଛି। ଭିଡିଓର କିଛି ସମୟ ମଧ୍ୟରେ ଜଣେ ପୋଲିସ କର୍ମି  ଏକ ମହିଳାକୁ ମଟିରେ କଚାଡ଼ି ଦେବାର ମଧ୍ୟ ଦେଖା ଯାଉଛି। ପୋଲିସ କର୍ମିର ଏପରି ଭୟାବହ ରୂପ ଦେଖି ସ୍ଥାନିୟ ଲୋକ […]

Continue Reading

କ’ଣ ରାହୁଲ ଗାନ୍ଧି 2006ରେ ସୁକନ୍ୟା ନାମକ ଝିଅ ସହ ଦୁଷ୍କର୍ମ କରିଥିଲେ? ପୋଷ୍ଟର ସତ୍ୟତା ଜାଣନ୍ତୁ।

14 ଡିସେମ୍ବରରେ Bikram Bai Rajput ନାମକ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। 3 ଡିସେମ୍ବର 2006ରେ   ରାହୁଲ ଗାନ୍ଧୀ ସୁକନ୍ୟା ଦେବି ନାମକ ଏକ ଝିଅ ସହ ଦୁଷ୍କର୍ମ କରିଥିବାର ଦାବି ପୋଷ୍ଟରେ କରାଯାଇଛି। ଏହା ସହିତ ଲେଖା ଯାଇଛି ଯେ, ପୁଲିସ ଥାନାରେ ଏହି ସମ୍ପର୍କରେ ମାମଲା ରୁଜୁ କରିବାରୁ  ସୁକନ୍ୟା ଦେବିଙ୍କର ମା ଏବଂ ବାପାଙ୍କୁ ଅପହରଣ କରିଦିଆ ଯାଇଛି। ତାଙ୍କ ମାଁ ଏବଂ […]

Continue Reading

କ’ଣ ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ କୋଣାର୍କ ମନ୍ଦିର ର ମୂର୍ତି ଭାଙ୍ଗି ବା କାଢି ଦେଇ ସାଧା ପଥର ଲଗାଇହାନ୍ତି? ଜାଣନ୍ତୁ ସତ।

କୋଣାର୍କ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ନିର୍ମାଣ ୧୩ ସାଦିରେ ହେଇଥିଲା। ଏହା ପୁରୀ ଠାରୁ ୩୫ କି.ମି ଦୂରରେ ଅଛି। ଏହି ମନ୍ଦିର ୧୨୫୦ ମସିହାର ରାଜା ନରସିଂହ ଦେବ ୧ ଦ୍ଵାରା ନିର୍ମାଣ କରା ଯାଇଥିଲା। ଵହି ମନ୍ଦିରକୁ ସଂଗ୍ରହ କରିବା ପାଇଁ ଆରକେୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଏହାର ନିର୍ମାଣ କାର୍ଯ୍ୟ କରିଛି।  ୧୦ ଫେବ୍ରୁଆରି ଦିନ ଅନୁଷ୍କା ନାମକ ଜଣେ ଟୁଇଟର ଯୁଜର ନିଜ ଟୁଇଟର ହେଣ୍ଡେଲରେ କୋଣାର୍କ ମନ୍ଦିରର ଦୁଇଟି […]

Continue Reading

କ’ଣ ବିଜେପି ସରକାରଙ୍କ ରାଜରେ ନକଲି ନୋଟ ଗୁଜରାଟରେ ଛପା ହେଉଥିବା ରୁ ପୋଲିସ ଏହାକୁ ଜବତ କରିଛି? ଜାଣନ୍ତୁ ସତ।

ଏହି ପୋଷ୍ଟରେ ବହୁ ପରିମାଣର ୨୦୦୦ ଟଙ୍କା ନୋଟ ପୋଲିସ ବରାମଦ କରିଥିବା ଦେଖା ଯାଉଛି। କିଛି ଘଣ୍ଟା ପୂର୍ବରୁ ୧୨ ଫେବ୍ରୁଆରିରେ ତରବେଜ ଖାନ ନାମକ ଜେନ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଏହି ଫୋଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ପୋଲିସ ଦ୍ଵାରା ବରାମଦ କରା ଯାଇଥିବା ନକଲି ନୋଟ ବିଜେପି ସରକାର ରାଜରେ ଗୁଜରାଟରେ ଛପା ଯାଇଅଛି, ପାକିସ୍ତାନରେ ନୁହେଁ।  ଏହି […]

Continue Reading

କ’ଣ ଅସଞ୍ଜିତ ଅବସ୍ତାରେ ଥିବା ଶିକ୍ଷକଙ୍କ ଭାଇରାଲ ହେଇଥିବା ଭିଡିଓ ଉତ୍ତର ପ୍ରଦେଶ ରାଜ୍ୟର? ଜାଣନ୍ତୁ ସତ।

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଗୋଟେ ସ୍କୁଲ ର ପ୍ରଧାନ ଶିକ୍ଷକ ନିଜ ସ୍କୁଲର ଦୁଇଜଣ ଶିକ୍ଷୟତ୍ରୀଙ୍କ ସହ ଅଶ୍ଳୀଳ ଅବସ୍ଥାରେ ଥିବାର ଦେଖିବାକୁ ମିଳୁଛି । ତେବେ ଏଭଳି ଏକ ଘଟଣା ପାଇଁ ସଂପୂର୍ଣ୍ଣ ଶିକ୍ଷା ବିଭାଗ ବଦନାମ ହେଉଛି । କିନ୍ତୁ ଶିକ୍ଷା ବିଭାଗରେ ଏଭଳି କିଛି ଘଟଣା ନେଇ କୌଣସି ଅଭିଯୋଗ ଆସିନହି ବୋଲି ସୂଚନା ମିଳିଛି । ଯଦି ସେହି ଭିଡିଓ ମିଳେ […]

Continue Reading

ଭାରତୀୟ ପତାକା ଜଳୁଥିବା ଫୋଟୋ ପାକିସ୍ତାନର ଅଟେ।

7 ଫେବୃଆରିରେ Ambikaprasad Samal  ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି।  ପୋଷ୍ଟରେ ଥିବା ଦୁଇଟି ଫୋଟୋରେ ଭାରତର ଜାତିୟ ପତାକାକୁ ଜାଳୁଥିବାର ଦେଖା ଯାଉଛି। ପ୍ରଥମ ଫୋଟୋରେ ନରେନ୍ଦ୍ର ମୋଦି ଏବଂ ଭାରତର ଜାତିୟ ପାତାକା କୁ ଜାଳି ଦିଆ ଯାଉଛି। ଏହା ପରେ ଦ୍ୱିତିୟ ଫୋଟୋରେ କିଛି ଲୋକ ନରେନ୍ଦ୍ର ମୋଦିର ଏକ ବ୍ୟାନରରେ ଛକ ଚିହ୍ନ ଦିଆ ଯାଇଛି ଏବଂ ଆଜରେ ଦୁଇ ଜଣ ବ୍ୟକ୍ତି […]

Continue Reading

କ’ଣ କରୋନା ଭାଇରସରେ ପିଡ଼ିତ 20 ହଜାର ରୋଗୀଙ୍କୁ ହତ୍ୟା କରିବା ପାଇଁ କୋର୍ଟରୁ ଅନୁମତି ଲୋଡ଼ିଲା ତୀନ୍? ଜାଣନ୍ତୁ ସତ୍ୟ।

ଚିନରେ କୋରନା ଭାଇରସକୁ ନେଇ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ସହିତ ପୁରା ବିଶ୍ୱରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଡର ମଧ୍ୟ ଲାଗି ରହିଛି। ଚାଇନାରେ କରୋନା ଭାଇରସରେ ବହୁ ସଂଖ୍ୟାରେ  ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଖବର ପ୍ରସାରିତ ହେଉଛି ଯେ, କରୋନା ଭାଇରସ୍ ସଂକ୍ରମିତ 20 ହଜାର ରୋଗୀଙ୍କୁ ହତ୍ୟା କରିବା ପାଇଁ ଚୀନ୍ କୋର୍ଟର ଅନୁମତି ଲୋଡିଲା । 9 ଫେବୃଆରିରେ […]

Continue Reading

କ’ଣ ସାଂସଦରେ ଏହି ମହିଳା ନିଜ ଭାଷଣରେ ମୋଦିଜିଙ୍କ ମୂହ ବନ୍ଦ କରି ଦେଲେ? କିଏ ଏହି ମହିଳା ଓ କ’ଣ ମୋଦିଜି ହତାସ ହେଇ ଚୁପ ହେଇ ଗଲେ ସାଂସଦରେ? ଜାଣନ୍ତୁ ସତ।

ସାଂସଦରେ ବାଦ ବିବାଦ ହେବା କିଛି ନୂଆ କଥା ନୁହେଁ। ଗୋଟିଏ ଦଳ ଅନ୍ୟ ଦଳକୁ ପ୍ରଶ୍ନ ପଚାରି ତାଙ୍କ କାର୍ଯ୍ୟ ଅନୁଷ୍ଠାନର ବିରୋଦ୍ଧ କରି ଥାନ୍ତି। ଏପରି ମଧ୍ୟ ସମୟ ଆସିଥିଲା କି ସାଂସଦରେ ନେତା ମାନେ ପରସ୍ପରଉପରେ ହାତ ମଧ୍ୟ ଉଠାଇ ଥିଲେ। ତେବେ ବର୍ତମାନ ସମୟରେ ସାଂସଦର ଗୋଟିଏ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ କରା ଯାଉଅଛି। ଗତ କାଲୀ ୭ ଫେବ୍ରୁଆରିରେ ପ୍ରଣୟ ସାମଲ ନାମକ ଜଣେ ଫେସବୁକ ୟୁଜର […]

Continue Reading

ରାଜସ୍ଥିନର ଭିଡିଓକୁ ଦିଲ୍ଲୀ ର ଭିଡିଓ କହି ସାମ୍ପ୍ରଦାୟିକ ରୂପ ଦେଇ ଭାଇରାଲ କରାଯାଉଛି।

6 ଫେବୃଆରିରେ Amit kumar Mohanty ନାମକ ଜଣେ ଫେସବୁକ ୟୁଜନ ନିଜ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ବୃଦ୍ଧ ବ୍ୟକ୍ତିକୁ କିଛି ଲୋକ ମାଡ଼ ମାରୁଥିବାର ଦେଖା ଯାଉଛି। ବୃଦ୍ଧ ବ୍ୟକ୍ତି ଜଣକ ଭାରତ ମାତାକି ଜୟ କହିବାରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ବୃଦ୍ଧକୁ ଆହୁରି ମାରୁଥିବାର ଦେଖା ଯାଉଛି। ଭିଡିଓଟି 3 ମିନିଟର ଅଟେ। ଫେସବୁକ ପୋଷ୍ଟରେ ଦାବି କରାଯାଇଛି ଯେ, ଦିଲ୍ଲୀ ଜଫରବାଦ ଅ଼ଞ୍ଚଳରେ ଏକ ବୃଦ୍ଧ ବ୍ୟକ୍ତି […]

Continue Reading

ଇଣ୍ଡୋନେସିଆ ଭିଡିଓକୁ ଚାଇନାର କହି ଭାଇରାଲ କରାଯାଉଛି।

30 ଜାନୁଆରିରେ ଇଂ ନିମାଇଁ ପ୍ରସାଦ ମାହାପାତ୍ର ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ Mohamed Amttia ନାମକ ଫେଜବୁକ ୟୁଜର ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଏକ ସୁରକ୍ଷ୍ୟା କର୍ମି ଜଣେ ବ୍ୟକ୍ତିକୁ ନିର୍ଦୟ ରୂପରେ ପିଟି ଚାଲିଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓଟି ଚାଇନାର ଅଟେ ଏବଂ ଚାଇନା ପୋଲିସ ଅପରାଧିକୁ ଏପରି ନିର୍ଦୟ ଭଳି ପିଟନ୍ତି। ଏହି ପ୍ରକାର ଦଣ୍ଡ ଭାରତରେ ଅପରାଧିମାନଙ୍କୁ ମଧ୍ୟ ଦରକାର। ଆମ […]

Continue Reading

କ’ଣ ଦମ୍ପତି ବୁଢ଼ି ମାଁକୁ 10 ଦିନ ପର୍ଯ୍ୟନ୍ତ ଘରେ ବନ୍ଦ କରି CAA ବିରୋଧ ପ୍ରଦର୍ଶନ ପାଇଁ ଶାହୀନ ବାଗ ଯାଇଥିଲେ। ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟ।

ଦେଶ ସାରା CAA ବିରୋଧ ପ୍ରଦର୍ଶନ ଜୋରଦାର ଚାଲିଛି। ଶାହୀନ ବାଗର ନାଁ ପାଟିରେ ଆସିଲେ CAA ବିରୋଧ ପ୍ରଦର୍ଶନ କଥା ସାମ୍ନାକୁ ଆସେ। ଏଥି ମଧ୍ୟରେ ସାସିଆଲ ମିଡିଆକୁ ନେଇ ଅନେକ  ଗୁଜବ ଘୁରି ବୁଲୁଛି। 3 ଫେବୃଆରିରେ ଇଂ ନିମାଇଁ ପ୍ରସାଦ ମହାପାତ୍ର  ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ବୃଦ୍ଧ ମହିଳା ଘର ଭିତରେ ବନ୍ଦଥିବାର ଦେଖା ଯାଉଛି । କିଛି ଲୋକ […]

Continue Reading

ଜାଣନ୍ତୁ ରାହୁଲ ଗାନ୍ଧି ଭାଇରାଲ ଭିଡିଓର ସତ୍ୟ।

ସୋସିଆଲ ମିଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡ଼ିଓକୁ ଗୋଟେ ସପ୍ତାହ ପୂର୍ବରୁ   Debasish Grahacharya ନାମକ ଜଣେ ଫେସବୁକ ୟୁଜର ମଧ୍ୟ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ କଟାକ୍ଷ୍ୟ କରି ଲେଖା ଯାଇଛି ଯେ,ପ୍ରବଳ ନିଶାର ପ୍ରଭାବ। ଭାଇରାଲ ଭିଡିଓରେ ରାହୁଲ ଗାନ୍ଧି ନିଜ ଭାଷଣରେ କହୁଛନ୍ତି ଯେ, ହିନ୍ଦୁସ୍ତାନର ଯୁବା ପିଢ଼ି କେବଳ ହିନ୍ଦୁସ୍ତାନକୁ ନାହିଁ ବରଂ ପୁରା ଦେଶକୁ ବଦଳି ପାରିବ। ରାହୁଲ […]

Continue Reading

କ’ଣ ଲାଲ କିଲା ଶହଜାହାନଙ୍କ ନିର୍ମାଣ କରି ନାହାନ୍ତି? କ’ଣ ଏହାରନିର୍ମାଣ ୧୨ମ ସଦିରେ ହେଇଥିଲା ଓ ଏହା ପୃଥିବୀରାଜଙ୍କ ମହଳ ଥିଲା? କ’ଣ ଏହାର ପ୍ରକୃତ ନାମ ଲାଳକୋଟ ଥିଲା? ଜାଣନ୍ତୁ ସତ।

ଛୋଟ ବେଳୁ ଓ ସ୍କୁଲରୁ ଆମେ ଲାଲ କିଲା ବିୟୟରେ ସୁଣୀ ଓ ପଢୀ ଆସିଛୁ। ଆମକୁ ଛୋଟ ବେଳୁ ଏହା ଶିକ୍ଷା ଯାଇଅଛି ଯେ ଲାଲ କିଲା ମୁଗଳ ରାଜା ଶାହଜାହାନ ବନାଇଥିଲେ। ବର୍ତମାନ ଏହି ବିଷୟ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲୁଅଛି।  ୭ ଜାନୁଆରୀ ୨୦୨୦ ରେ ତ୍ରିଦୀପ କୁମାର ନନ୍ଦି ନିଜ ଏକାଉଣ୍ଟରେ ଗୋଟିଏ ଫୋଟୋପୋଷ୍ଟ କରି ଏହା ଦାବି କରିଅଛନ୍ତି ଯେ ଲଣ୍ଡନରେ ଥିବା ଅକ୍ସଫର୍ଡ ସଙ୍ଘରାଳୟ ଗୋଟିଏ […]

Continue Reading

ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି VHP ଲିଡର ଆଚାର୍ଯ୍ୟ ଧର୍ମେନ୍ଦ୍ର ଅଟନ୍ତି।

6 ଫେବୃଆରିରେ Nrushinghnath Sahu ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଜଣେ ବୃଦ୍ଧ ବ୍ୟକ୍ତି କାରରେ ବସି CAA ସମର୍ଥନରେ କହୁଛନ୍ତି। ଏହା ସହିତ ଭାରତରେ ମୁସ୍ଲିମଧର୍ମର ଲୋକମାନେ ଭାରତରେ ଖୁସିରେ ଅଛନ୍ତି। ଭାରତରେ ମୁସ୍ଲିମମାନଙ୍କୁ କୌଣସି ପ୍ରକାରର ଅସୁବିଧା ନହେଉଥିବାର କଥା କହୁଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓରେ କହୁଥିବା ବ୍ୟକ୍ତି ହାଇଦ୍ରାବାଦର ଶାହୀ ନବାବୀ ଖାନଦାନର ପ୍ରକୃତ ବାରିସ ଅଟନ୍ତି। ଏହା ସହିତ […]

Continue Reading

ଅବେଧ ବନ୍ଧୁକ ଚାଲାଣକରୁଥିବା 6 ଅପରାଧିକୁ ଗିରଫ କରିବା ଘଟଣା ଜୁଲାଇ 2019ର ଅଟେ। ଏହା ସହିତ ଦ୍ୱିତିୟ ଫୋଟୋରେ ସୋଫାରେ ରଖା ଯାଇଥିବା ମାଳ ମାଳ ବନ୍ଧୁକ ଉତ୍ତର ପ୍ରଦେଶ ମଦରାଶାର 6 ମୌଲବି ଅପରାଧିଙ୍କଠାରୁ ଜବତ କରାଯାଇ ନାହିଁ।

ଗତ କିଛି ମିସ ହେଲା ଦେଶର ଅଲଗା ଅଲଗା ଜାଗାରେ CAA ବିରୋଧ ପ୍ରଦର୍ଶନ ଜୋର ଧରିଛି। ସୋସିଆଲ ମିଡିଆରେ କୌଣସି ଖବର ଭାଇରାଲ ହେଲେ ତାକୁ CAA ବିରୋଧ ପ୍ରଦର୍ଶନ ସହ ଜଡ଼ିତ କରାଯାଉଛି। ଏଥି ମଧ୍ୟରେ 5  ଫେବୃଆରିରେ Chitaranjan Sahoo ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ 3ଟି ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ କିଛି ପୋଲିସ ଆରୋପିକୁ ଧରିଥିବାର ଦେଖା ଯାଉଛି। ଏହା ପରେ ବାକି ଫୋଟୋରେ ବନ୍ଧୁକ ମାଳ […]

Continue Reading

2015 ମସିହା ଫୋଟୋକୁ ଦିଲ୍ଲୀ ଶାହୀନ ବାଗର କହି ଭାଇରାଲ କରାଯାଉଛି।

ଶାହୀନ ବାଗରେ CAA ବିରୋଧ ପ୍ରଦର୍ଶନ ଏବେ ପର୍ଯ୍ୟନ୍ତ ଥମି ନାହିଁ।  ତେବେ ଏହାକୁ ନେଇ ଦେଶ ସାରା ଚର୍ଚ୍ଚା ଚାଲିଛି। ଶାହୀନ ବାଗ ନାଁ ଆସିଲେ ଲୋକଙ୍କ ମନରେ  CAA  ବିରୋଧ ପ୍ରଦର୍ଶନ ଘଟଣା ସାମ୍ନାକୁ ଆସି ଜାଏ।  ସେହିପରି 4 ଫେବୃଆରିରେ Tapan Praida ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଯୁବକ ବୁର୍ଖା ପିନ୍ଧିଥିବାର ଦୁଇଟି  ଫୋଟୋ ପୋଷ୍ଟ କରିଛନ୍ତି। ଏହା ସହିତ ଦାବି କରିଛନ୍ତି ଯେ, ଶାହୀନ ବାଗ […]

Continue Reading

କ’ଣ ଏଲଆଇସି ବିକିବା ଖବର ନେଇ ସୁରାଟ ଆଞ୍ଚଳର ଜେନ ଏଲଆଇସି କର୍ମଚାରୀ ଆତ୍ମହତ୍ୟା କରିଲେ?

ଅର୍ଥମନ୍ତ୍ରୀ ନିରମାଳା ସିତାରମନ ୧ ଫେବ୍ରୁଆରି , ଶନିବାର ଦିନ ନିଜ ବଜେଟର ଭାଷଣ ଦେବା ସମୟରେ ଲାଇଫ ଇଂସୁରେନ୍ସ କମ୍ପାନୀ (LIC) ରେ ସରକାରଙ୍କର ଥିବା ଭାଗରୁ ଗୋଟିଏ ଭାଗ ଇନିସିଆଲ ପବ୍ଲିକ ଅଫରିଙ୍ଗ  (IPO) ମାଧ୍ୟମରେ ବିକିବା ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ଏହି ପ୍ରସ୍ତାବ ପରେ ସୋସିଆଲ ମିଡିଆରେ ଏହି ବିଷୟ ଜଡିତ ଗୋଟିଏ ପୋସ୍ତ ଭାଇରାଲ ହେଇଅଛି।  ୪ ଫେବ୍ରୁଆରିରେ ଜେନା ଲାଲତ ବିହାରୀ ନାମକ ଜଣେ ଫେସବୁକ ୟୁଜର, Naveen ଓଡିଶା […]

Continue Reading

କ’ଣ କିଛି ଦିନ ପୂର୍ବରୁ ଜଣେ ପ୍ରେମୀ ନିଜ ପ୍ରେମିକାର ହତ୍ୟା କରିଛନ୍ତି? ଜାଣନ୍ତୁ ସତ।

୩ ଫେବ୍ରୁଆରିରେ ଓଡ଼ିଆ ନ୍ୟୁଜ ୨୪ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଜଣେ ପ୍ରେମି ନିଜ ପ୍ରେମିକାଙ୍କୁ ବସ ଷ୍ଟାଣ୍ଡରେ ସର୍ବ ସମୁଖରେ ଛୁରୀରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଯୁବତୀ ସେହିଠାରେ ହିଁ ଟଳିପଡିଥିଲେ। ଏହି ଘଟଣା ପରେ ପୋଲିସ ଏହାର ଯାଞ୍ଚ ଆରମ୍ଭ କରି ଦେଇଥିଲେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଘଟଣାଟି ମଙ୍ଗଳବାର ସଖାଳ ୧୦.୩୦ ସମୟରେ […]

Continue Reading

ଭିଡିଓରେ ଥିବା ମହିଳାମାନେ ଶାହୀନ ବାଗ ଆନ୍ଦୋଳନ ବିରୋଧ ନୁହେଁ ବରଂ ଗୁଜୁରାଟରେ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକାଠି ହୋଇଛନ୍ତି।

ଦେଶ ସାରା CAA ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସୋସିଆଲ ମିଡିଆରେ ଏହି ବିରୋଧ ପ୍ରଦର୍ଶନର ଭିଡିଓ ଏବଂ ଫୋଟୋ ମଧ୍ୟ ଭାଇରାଲ ହେଉଛି । ଏଥି ମଧ୍ୟରେ 4 ଫେବୃଆରିରେ Nirmal Mohanty ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଶାହୀନ ବାଗ ଏବଂ ଘଣ୍ଟାଘରରେ ପ୍ରଦର୍ଶନ କରୁଥିବା ମୁସ୍ଲିମ ମହିଳାମାନଙ୍କ ବିରୋଧରେ ଠିଆ ହେଲେ କଟ୍ଟର ହିନ୍ଦୁ ରାଜପୁତ ମହିଳାମାନେ। ପୋଷ୍ଟରେ […]

Continue Reading

କ’ଣ ଯାମିଆ ଛାତ୍ର ବିଗତ ଦିନ ଯାମିଆର ଗୁଳିଚାଳନାରେ ଆହାତ ହେବା ନାଟକ କରୁଛନ୍ତି? କ’ଣ ତାଙ୍କ ଆହତ ହେବା ଗୋଟିଏ ମିଥ୍ୟା? ଜାଣନ୍ତୁ ସତ।

ଜାମିଆରେ ସିଏଏ ଓ ଏନ.ଆର.ସି ବିରୁଦ୍ଧରେ ଧାରଣା ଦେଉ ଥିବା ସମୟରେ ଗୋଟିଏ ଗୁଳିଚାଳନା ଘଟଣାରେ ଜେନ ଚତ୍ରଙ୍କ ମୃତ୍ୟୁ ହୋଇଅଛି ଏବଂ ଅନ୍ୟ ଗୋଟିଏ ଛାତ୍ରକୁ ଆଘାତ ପହଞ୍ଚିଛି। ଏହି ସବୁ ମିଡିଆ ଓ ପୋଲିସ ଉପସ୍ଥିତ ଥିବା ସମୟରେ ଘଟିଥିଲା ଓ ବର୍ତମାନ ସୋସିଆଲ ମିଡିଆରେ ଏହାର ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏପରି କିଛି ଫୋଟୋରେ ଆଘାତ ହୋଇଥିବା ଛାତ୍ର ହାତରେ ଗୋଟିଏ ଲାଲ ରଙ୍ଗ ବୋତଲ ଦେଖିବାକୁ ମିଳିଛି। ଏହି […]

Continue Reading

ଭାଇରାଲ ଭିଡିଓର କୋରୋନା ଭାଇରସର ଫଳାଫଳ ନୁହେଁ।

ଚିନରେ କୋରୋନା ଭାଇରସ ଭୟଙ୍କର ରୂପ ଧରିଛି। ବଡ଼ ସଂଖ୍ୟାରେ ଲୋକ ଏହି ଭାଇରସ ସମ୍ପର୍କରେ ଆସିଛନ୍ତି। ଏହି ଭାଇରସ କାରଣରୁ   ଲୋକଙ୍କର ମୃତ୍ୟୁ ମଧ୍ୟ ହେଇଛି। ଭାଇରସ କେବଳ ଚିନରେ ନୁହେଁ ବରଂ ଚିନର ଆଖପାଖ ଦେଶରେ ମଧ୍ୟ ଭୟଙ୍କର ରୂପରେ ବ୍ୟାପିଚାଲିଛି। ଏଣେ ଏହି ଭାଇରସ କବଳରୁ ରକ୍ଷ୍ୟା ପାଇବା ପାଇଁ ଏ ପର୍ଯ୍ୟନ୍ତୁ କୌଣସି ସଠିକ ଔଷଧ ବାହାର କରାଯାଇ ନାହିଁ। କୋରୋନା ଭାଇରସ ଥଣ୍ଡା ଜରରୁ ଆରମ୍ଭ ହୋଇଥାଏ ଏବଂ […]

Continue Reading

କ’ଣ କେବଳ ଶାରୀରିକ ସମ୍ବନ୍ଧ ରଖିଲେ ମହିଳା ମାନଙ୍କ ମଧ୍ୟରେ ହୌଥିବା ରୋଗ ପି.ଜି.ଏ.ଡି. ଭଲ ହେଇ ଯାଏ? ଜାଣନ୍ତୁ ସତ।

୩୧ ଜାନୁଆରୀରେ ଓଡ଼ିଆ ନ୍ୟୁଜ ୨୪ ସାଇଟରଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଅନେକ ସମୟରେ ଯୁବତୀ ମାନଙ୍କର ସେକ୍ସ କରିବାର ଇଚ୍ଛା ଆବଶ୍ୟକତାରୁ ଆଦିକ ବଢି ଯାଇଥାଏ। ପୋଷ୍ଟରେ କରା ଯାଇଥିବା ଦାବି ଅନୁଯାୟୀ ଯୁବତୀଙ୍କର ଦିନ କୁ ୫୦ – ୧୦୦ ଥର ସେକ୍ସ କରିବାର ଇଛା ଜାଗ୍ରତ ହୋଇଥାଏ। ଏହି ରୋଗର ନାମ ହେଉଛି ପିଜିଦିଏ। ଏହି ରୋଗର ଲକ୍ଷଣ ଏହା ଯେ ଯୁବତୀଙ୍କର ସେକ୍ସ କରିବାକୁ ଅଧିକା ଇଚ୍ଛା ହୁଏ। […]

Continue Reading

କ’ଣ ଭାରତୀୟ ବାୟୁସେନା 2020 ଗଣତନ୍ତ୍ର ଦିବସରେ ଭାଇରାଲ ଫୋଟୋ ପରି ତ୍ରିଶୁଳ ବନାଇଥିଲା? ଜାଣନ୍ତୁ ସତ୍ୟ।

29 ଜାନୁଆରିରେ Arman Kumar Mohanty ନାମକ ଜଣେ ଫେଜବୁକ ୟୁଜର ମାତୃଭୂମି ଓଡ଼ିଶା ପେଜରେ ଭାରତୀୟ ବାୟୁସେନା 2020 ଗଣତନ୍ତ୍ର ଦିବସରେ ତ୍ରିଶୁଳ ବନାଇଥିବାର ଦାବିରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ ଭାରତିୟ ବାୟୁ ସେନାର କମାଲ, ବନାଇଲେ ଶିବଙ୍କର ତ୍ରିଶୁଳ ।ଏହା ପରେ ହର ହର ମହାଦେବ ମଧ୍ୟ ଲେଖା ଯାଇଥିଲା। ପୋଷ୍ଟ ଅନୁସାରେ ଏହି ଫୋଟୋ 2020 ଗଣତନ୍ତ୍ର ଦିବସର ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। […]

Continue Reading

ଛତିସଗଡ଼ର ପୁରୁଣା ଭିଡିଓକୁ ଦିଲ୍ଲୀ ବିଜେପି କର୍ମି 700 ଟଙ୍କା ଦେଇ ଭୋଟ କିଣିବା ଦାବିରେ ଭାଇରାଲ କରାଯାଉଛି।

ଦିଲ୍ଲି ନିର୍ବାଚନକୁ ନେଇ ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି।  ଏଥି ମଧ୍ୟରେ ସୋସିଆଲ ମିଡିଆରେ ବିଜେପି କର୍ମି ଲୋକଙ୍କୁ 700 ଟଙ୍କା ଦେଇ ଭୋଟ କିଣିବା ଦାବିରେ ଏକ ଭିଡିଓ ଭାଇରାଲ ହେଉଛି। 30 ଜାନୁଆରିରେ Lupteswar Jani ନାମକ ଜଣେ ଫେସବୁକ ୟେୁଜର ଯୁବ କଂଗ୍ରେସ ସଂଗଠନ (Youth congress Organaisation) ପୋଷ୍ଟ କରିଛନ୍ତି।  ପୋଷ୍ଟରେ ଦାବି କରାଯାଇଛି ଯେ, ବିଜେପି ଦଳର କାରନାମା […]

Continue Reading

କ’ଣ ଆମେରିକା ଆର.ଏସ.ଏସ କୁ ଆତଙ୍କବାଡି ସଂଗଠନ ଗୋସଣା କରିଛି? କ’ଣ ସତ୍ୟତା ଏହି ପୋଷ୍ଟର? ଜାଣନ୍ତୁ।

୨୯ ଜାନୁଆରୀ ୨୦୨୦ ରେ ଆଜଡ ହିନ୍ଦ ଆବାଜ ନାମ ୟୁଟ୍ୟୁବ ଛେନାଲରେ ଗୋଟିଏ ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଆମେରିକା ଭାରତର ରାଷ୍ଟ୍ରୀୟ ସେବା ସଙ୍ଗ (ଆର.ଏସ.ଏସ.) କୁ ଆତଙ୍କବାଦୀ ଦଳ ବୋଲି ଘୋଷଣା କରିଅଛି। ଯେଉଁ ପରି ଇସ୍ଲାମିକ ସଂଗଠନକୁ ଆତଙ୍କବାଦୀ ଲିଷ୍ଟରେ ରକ୍ଷା ଯାଇଅଛି ସେହି ପରି ଏବେ ଆର.ଏସ.ଏସ ମଧ୍ୟକୁ ମଧ୍ୟ ସେହି ଲିଷ୍ଟରେ ସାମିଲ କରା ଯାଇଅଛି। ଏହା ପରେ ଆର.ଏସ.ଏସ ଭିତରେ ଉପ୍ରଦବ ମାଛି ଯାଇଅଛି। […]

Continue Reading

ଜାଣନ୍ତୁ ଭାଇରାଲ ଫୋଟୋରେ ଇନ୍ଦିରା ଗାନ୍ଧିଙ୍କ ଶଶୁର ବୋଲି ଦାବି କରାଯାଇଥିବା ବ୍ୟକ୍ତି କିଏ।

5 ଜାନୁଆରିରେ Pradhan Madan ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଲାଲି ଠିକ୍ ମରାଯାଇଥିବା ବ୍ୟକ୍ତି ଇନ୍ଦିରା ଗାନ୍ଧିର ଶଶୁର ଅଟନ୍ତି। ଏହା ଛଡ଼ା ପୋଷ୍ଟରେ ଲେଖା ଯାଇଛି ଯେ, “ଫୋଟୋରେ ଇନ୍ଦିରା ଗାନ୍ଧିଙ୍କର ଶଶୁର ୟୁନିସ ଖାନଙ୍କ ସହ ଫିରୋଜ ଗାନ୍ଧିଏବଂ ଜୱାରଲାଲ ନେହେରୁ ଅଛନ୍ତି। ଏହି ଫୋଟୋ ବଡ଼ କଷ୍ଟରେ ମିଳିଛି।ଏହା ସହିତ ଲେଖା ଯାଇଛି ଯେ, ଏମାନେ ମୁସ୍ଲିମ […]

Continue Reading

କ’ଣ ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହି ବିମାନ? କ’ଣ ଏହି ବିମାନ ଏରିଆନା ଆଫଗାନ ଏୟାରଲାଇନ୍ସ ର ବିମାନ ଥିଲା? ଜାଣନ୍ତୁ ସତ।

୨୭ ଜାନୁଆରୀରେ ପବ୍ଲିକ ଭଏସ ନାମ ସାଇଟରେ ଏହା ଦାବିକରା ଯାଇଅଛି ଯେ ଆଫଗାନିସ୍ତାନର ପୂର୍ବ ଗଜନୀ ପ୍ରାନ୍ତରେ ସୋମବାର ଏହି ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ୧.୩୦ ମିନିଟରେ ଆଫଗାନିସ୍ତାନର ଏରିଆନା ଆଫଗାନ ଏୟାରଲାଇନ୍ସ କ୍ରାସ କରିଥିବା ସୂଚନା ମିଳିଛି । ଯେଉଁ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗସ୍ତ ହୋଇଛି ସେଠାରେ ତାଲିବାନଙ୍କର ପ୍ରାର୍ଦୁଭାବ ଅଧିକ ରହିଛି । ତେବେ ଏହି ଦୁର୍ଘଟଣାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଆଫଗାନିସ୍ତାନ […]

Continue Reading

କ’ଣ କିଛି ଦିନ ପୂର୍ବରୁ ଭାରତର ବି.ଏସ.ଏଫ୍ ଯବାନ ପାକିସ୍ତାନରୁ ଆସୁଥିବା ୨୦୦ କୋଟି ଟଙ୍କାର ଡ୍ରଗ୍ସ ଧରିଲେ? ଜାଣନ୍ତୁ ସତ।

ଦେଶ ସୀମା ରେ ସର୍ବଦା ଡ୍ରଗ୍ସ ର କଳା ବ୍ୟବସାୟ ଜୋର୍ସୋର ରେ ଚାଲିଥାଏ I ପଞ୍ଜାବ , ରାଜସ୍ତାନ , ଜାମୁ କାଶ୍ମୀର ଆଦି ଅଂଚଳ ରେ ବିଗତ ଦିନ ରେ ପୋଲିସ ଓ BSF ର ମିଳିତ ଉଦ୍ୟମ ରେ ପୁଣି ଥରେ ଏକ ନିଶା ଦ୍ରବ୍ୟ ବୋଝେଇ ଟ୍ରକ ଧରାପଡ଼ିଚି I ୨୬ ଜାନୁଆରୀରେ ଓଡ଼ିଆ ନ୍ୟୁଜ ୨୪ ସାଇଟର ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ କିଛି ଦିନ […]

Continue Reading