Mi-17 କ୍ରାସ୍-ଲ୍ୟାଣ୍ଡର ଚପର ଦୁର୍ଘଟଣା ପୁରୁଣା ଭିଡିଓକୁ CDS ରାୱତଙ୍କ ଚପର ଦୁର୍ଘଟଣା ଦୃଶ୍ୟ ଦାବିରେ ଭାଇରାଲ ।
ଏକ ଚପର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ଖବର ପ୍ରକାଶିତ ହେଲା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ତାମିଲନାଡୁର କୁନୁରରେ ଘଟିଥିବା ସାଂଘାତିକ ଦୁର୍ଘଟଣାରେ ବିପିନ ରାୱତ୍ ଏବଂ ତାଙ୍କ ପତ୍ନୀ ସହ ଅନ୍ୟ 11 ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। କିଛି ସମୟ ପରେ, ଏକ ପାହାଡ ଅଞ୍ଚଳରେ ଥିବା ଜଙ୍ଗଲ ମଝିରେ ଏକ ଚପର କ୍ରାସ୍ ଅବତରଣ କରିବାର ଏକ ଭିଡିଓ […]
Continue Reading