କ’ଣ ଉତ୍ତର ପ୍ରଦେଶର ନୂଆ ଆଇନ ଅନୁଯାୟି, ରାଜ୍ୟରେ ମଦ ବିକିଲେ ମିଳିବ ମୃତ୍ୟୁ ଦଣ୍ଡ? କ’ଣ ସତ୍ୟତା ଏହି ପୋଷ୍ଟର?

ବର୍ତମାନ ସମୟରେ ଅନେକ ରାଜ୍ୟରେ ମଦ ବ୍ୟବସାଏ ବନ୍ଦ କରିବା ପାଇଁ ଧାରଣା ଚାଲିଅଛି। ଓଡ଼ିଶାରେ ମଧ୍ୟ ମଦ ବ୍ୟବସାଏକୁ ସମ୍ପୂର୍ଣ ଭାବେ ବନ୍ଦ କରିବା ପାଇଁ ଅନେକ ସହରରୁ ଲୋକେ ଓ ଅନେକ ରାଜନୀତି ଦଳ ବର୍ତମାନ ସରକାର ଉପରେ ଜୋର ପକାଉଛନ୍ତି। ଏହି ବିଷୟର ଚର୍ଚା ସୋସିଆଲ ମିଡିଆରେ ଅନେକ ରୂପରେ ଭାଇରାଲ ହେଉଅଛି।  ଗତ କାଲୀ 10 ଡିସେମ୍ବର 2019 ରେ ଜଣେ ଫେସବୁକ ୟୁଜର “ଆଇ ହେଟ ନବୀନ ପଟନାୟକ – […]

Continue Reading

କ’ଣ ସତରେ କାର ଭିତରୁ ରାତା ରାତି ବାହାରି ଆସିଲା ଗଛ? ଜାଣନ୍ତୁ ସତ।

9 ଡିସେମ୍ବରରେ ଓଡ଼ିଶା K NEWSର ଏକ ନ୍ୟୁଜ ପୋଷ୍ଟରେ କାର୍ ଭିତରୁ ରାତାରାତି ଗଛ ବାହାରିବାର ଦାବି କରାଯାଇଛି। ପୋଷ୍ଟରେ ଏକ ଫୋଟୋ ଦିୟା ଯାଇଛି ଯାହାକୁ ଦେଖିଲେ ଲାଗୁଛି ଯେ, ସତରେ କାରକୁ ଫଟାଇ କାର ମଝିରୁ ଏହି ବିଶାଳକାୟ ଗଛ ବାହାରିଛି। ପୋଷ୍ଟର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଧଳା ରଙ୍ଗର ଏହି କାର ଭିତରୁ ଏକ ଗଛ ବାହାରି ଆସିଛି,ଯାହାକୁ ଦେଖି ଲୋକେ ଆଶ୍ଚଯ୍ୟ ହୋଇଯାଉଛନ୍ତି। କାର ଆଖପାଖରେ ବହୁଲୋକ ଜମା […]

Continue Reading

କ’ଣ ଏବେ ଏ.ଟି.ଏମ ପିନ ଉଲଟା ମାରିଲେ ପଇସା ଲୁଟରୁ ବଞ୍ଚି ପାରିବେ? କ’ଣ ଏପରି କୌଣସି ଟେକ୍ନୋଲୋଜି ସତରେ ଅଛି? କେଉଁ ପରି ସ୍ଥିତିରେ ଏହାର ବ୍ୟବହାର କରି ହେବ? ଜାଣନ୍ତୁ।

ବର୍ତମାନ କିଛି ଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗୋଟିଏ ଖବର ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଯଦି କୌଣସି ଚୋର ଏଟିଏମ ରୁ ଟଙ୍କା ଉଠେଈ ଦେବା ପାଇଁ କୁହେ ତାହାଲେ ସେ ଚୋରା ସହିତ ଝଗଡା କରିବା ଦରକାର ନାହିଁ। ଏବେ ଏପରି ଗୋଟିଏ ଟେକ୍ନୋଲୋଜି ବାହାରି ସାରିଛି ଯାହାର ବ୍ୟବହାର କରି ଚୋର ଠାରୁ ବଞ୍ଚିବା ସମ୍ଭବ। ଏହି ପୋଷ୍ଟରେ କରା ଯାଇଥିବା ଦାବି ଅନୁସାରେ ଯଦି କେଉଁ […]

Continue Reading

ଭାଇରାଲ ଭିଡିଓରେ ମାଡ଼ ଖାଉଥିବା ବ୍ୟକ୍ତି କ’ଣ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧି ଅଟେ?

1 ଡିସେମ୍ବରରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଅର୍ଘସ ନ୍ୟୁଜ ଚ୍ୟାନେଲର ଏକ ଭିଡିଓ ପୋଷ୍ଟ କରିଛନ୍ତି।  ପୋଷ୍ଟ କରାଯାଇଥିବା ଭିଡିଓରେ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧି ଜୁଲୁ ନବିନକୁ ପୋଲିସ ମାଡ଼ ମାରୁଥିବାର ଦାବି କରାଯାଇଛି। ପୋଷ୍ଟ କରାଯାଇଥିବା ଭିଡିଓରେ କିଛି ପୋଲିସ କର୍ମ ଏକ ବ୍ୟକ୍ତିକୁ ଗୋଡ଼ାଇ ଗୋଡ଼ାଇ ମାରୁଥିବାର ଦେଖା ଯାଉଛି। ଭିଡିଓରେ ପୁଲିସ କର୍ମିମାନଙ୍କର ମୁହଁ ଦେଖା ଯାଉନଥିବା ବେଳେ ଭିଡିଓରେ ମାଡ଼ ଖାଉଥିବା […]

Continue Reading

2015 ପୁରୁଣା ଫୋଟୋକୁ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧିଙ୍କ ଏନକାଉଣ୍ଟର ଫୋଟୋ ଭାବେ ଭାଇରାଲ ହେଉଛି।

ହାଇଦ୍ରାବାଦ ଗଣଦୁଷ୍କର୍ମର ଘଟଣାର ଅପରାଧୀ ମାନଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟ କଲାପରେ 4 ଅପରାଧିର ମୃତ୍ୟୁ ହୋଇଛି। ଏହାପରେ ଦେଶର ସବୁ ନ୍ୟୁଜ ଚ୍ୟାନେଲ୍ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଏନକାଣ୍ଟରର ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଅପରାଧିଙ୍କର ଶବ ତଳେ ପଡ଼ିଛି ଏବଂ କିଛି ପୋଲିସ ଆଖ ପାଖରେ ଛିଡ଼ା ହୋଇଛନ୍ତି।  ଏହି ଫୋଟୋକୁ ଓଡ଼ିଶାର OTV, ଓଡ଼ିଶା ରିପୋର୍ଟର, ommcom ଭଳି ନ୍ୟୁଜ ଚ୍ୟାନେଲ ହାଇଦ୍ରାବାଦ ଏନକାଣ୍ଟର ନ୍ୟୁଜରେ ବ୍ୟବହାର କରିଛନ୍ତି। […]

Continue Reading

ସୋଶାଲ୍ ମିଡିଆ ହେଲ୍ପଲାଇନ ନମ୍ବରକୁ ବିଶ୍ୱାସ କରନ୍ତୁ ନାହଁ। ବିପଦ ସମୟରେ ପୋଲିସ ହେଲ୍ପ ଲାଇନ ନମ୍ବର 100ରେ କଲ କରନ୍ତୁ-କମିଶନରେଟ ପୋଲିସ

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ପ୍ରଭାବରେ  ସବୁଆଡ଼େ ମହିଳାମାନଙ୍କର ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକରୁ ଅଧିକ ଧ୍ୟାନ ଦିୟା ଯାଉଛି। ଏଥି ମଧ୍ୟରେ ଓଡ଼ିଶାର ଏକ ଯୁବକ  6 ଡିସେମ୍ବରରେ Nayan Anil Talele ନିଜ ନିଜ ଫେସବୁକ ଆକାଉଣ୍ଟରେ ନିଜ ଫୋନ ନମ୍ବର ଏବଂ ନିଜ ନାଁ ଲେଖି ପୋଷ୍ଟ କରିଛନ୍ତି ଯେ, କୌଣସି ସମୟରେ କୌଣସି ଝିଅ ଅଥବା ମହିଳା କୌଣସି ସମସ୍ୟାର ସମ୍ମୁକ୍ଷୀନ ହେଲେ ମୋତେ ଏହି ନମ୍ବରରେ ଫୋନ କରିବେ। ଏହା ଦ୍ୱାରା […]

Continue Reading

ଦୁଷ୍କର୍ମର 15 ମିନିଟ ମଧ୍ୟରେ ଅପରାଧିକୁ ମୃତ୍ୟୁ ଦଣ୍ଡ ଦେବାର ଭିଡିଓ ଦୁବାଇର ନୁହଁ। ଜାଣନ୍ତୁ ସତ।

30 ନଭେମ୍ବରରେ Surajit Dhali ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟକରି ଦାବି କରିଛନ୍ତି ଯେ, ଦୁବାଇରେ ଦୁଷ୍କର୍ମର 15 ମିନିଟ ମଧ୍ୟରେ ଅପରାଧିକୁ ବିଚ ରାସ୍ତାରେ ଲୋକଙ୍କ ସାମନାରେ ମୃତ୍ୟୁ ଦଣ୍ଡ ଦିଆ ଯାଉଛି। ସୁରଜିତ ପୋଷ୍ଟ କରିଥିବା ଭିଡିଓକୁ ଦେଖିଲେ ଆପଣ ହୁଏତ ଡରିଯିବେ। ଭିଡିଓରେ ରାସ୍ତା ଉପରେ କିଛି ଗାଡ଼ି ଗୋଟେ ପଛରେ ଗୋଟେ ଆସିବାର ଦେଖା ଯାଉଛନ୍ତି। ଏହି ଭିତରେ ସେହି ଜାଗାରେ ଲୋକଙ୍କର ଭିଡ଼ […]

Continue Reading

ହାଇଦ୍ରାବାଦ ଗଣଦୁଷ୍କର୍ମ ପିଡ଼ିତାଙ୍କର ଅନ୍ତିମ ସଂସ୍କାର ଫେକ୍ ଭିଡିଓ ଭଆଇରାଲ। ଜାଣନ୍ତୁ ସତ୍ୟତା।

ହାଇଦ୍ରାବାଦ ଗଣଦୁଷ୍କର୍ମର ପିଡ଼ିତାଙ୍କର ଅନ୍ତିମ ସଂସ୍କାରର ଏକ ଭିଡିଓ ଜୋର ସୋରରେ  ସୋସିଆଲ ମିଡିଆରେ ଭାଇରାଲ ହେଉଛି। 2 ଡିସେମ୍ବର ରେ Pyari ka Dairy Babu ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ସେଥିରେ ଲେଖିଛନ୍ତି ଯେ,Last ritual of Priyanka reddy …Plz Forgive us sister। ପୋଷ୍ଟ କରାଯାଇଥିବା ଭିଡିଓକୁ ହାଇଦ୍ରାବାଦ ପିଡ଼ିତାଙ୍କର ଅନ୍ତିମ ସଂସ୍କାର ଭିଡିଓ ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନ […]

Continue Reading

କ’ଣ ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ଭାଇରାଲ ହେଉଥିବା ଭିଡିଓରେ ରାଷ୍ଟ୍ରପତି ଅପରିଧିଙ୍କୁ ଫାଶି ଦଣ୍ଡ ଦେବାର ନିଷ୍ପତି ନେଉଛନ୍ତି ?

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ପେର ସୋସିଆଲ ମିଡିଆରେ ଲଗାତାର କିଛିନା କିଛି ପୋଷ୍ଟ ଦେଖିବାକୁ ମିଳୁଛି। ନିର୍ଭୟା ହେଲ୍ପ ଲାଇନ ନମ୍ବର ହେଉ ଅଥବା ଅନ୍ୟ କୌଣସି ଗୁଜବ ପୋଷ୍ଟ କରାଯାଇଛି।  ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ଅପରାଧିମାନଙ୍କୁ ଫାଶି ଦଣ୍ଡ ଦେବା ପାଇଁ ପୁରା ଦେଶ ଦାବି କରୁଛି। ଏହି ମଧ୍ୟରେ ଫେସବୁକରେ ଏବିପି ହିନ୍ଦୀ ନ୍ୟୁଜ ଚ୍ୟାନେଲର ଏକ ଭିଡିଓ ଭାଇରାଲ ହେଉଛି ଏବଂ ଏହି ଭିଡିଓକୁ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ସହିତ ଯୋଡ଼ା ଯାଉଛି। […]

Continue Reading

କ’ଣ ତେଲେଙ୍ଗାନା ରାଜ୍ୟରେ ହେଇଥିବା ଦୁଷ୍କର୍ମ ପଛରେ ଜିହାଦିଙ୍କର ହାତ ଥିଲା? କ’ଣ ପୀଡ଼ିତାଙ୍କ ସହିତ ଦୂଷକର୍ମ କରିଲା ପରେ ତାଙ୍କ ଶରୀରକୁ ପୋଡ଼ି ଦେବା ଲୋକେ ଜିହାଦି ଥିଲେ? ଜାଣନ୍ତୁ ସତ।

କିଛି ଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟର କାଇଦେରାବାଦ ସହରରେ ଗୋଟିଏ ଦୁଷ୍କର୍ମ ଘଟଣା ଘଟି ଥିଲା। ଏହି ଘଟଣାକୁ ନେଇ ଅନେକ ଲୋକ ସୋସିଆଲ ମିଡିଆରେ ଅନେକ ମତ ଦେଉଛନ୍ତି।  ୨୯ ନଭେମ୍ବରରେ ଜଣେ ଫେସବୁକ ୟୁଜର ଫେସବୁକର ବିଜେପି ଓଡ଼ିଶା ନାମକ ପେଜରେ ପୀଡ଼ିତାଙ୍କ ବିଷୟରେ ଗୋଟିଏ ପୋଷ୍ଟ କରିଛନ୍ତି ଯେଉଁଥିରେ ଏହା ଲେଖା ଯାଇଅଛି ଯେ “ହାଇଦେରାବାଦରେ ହିନ୍ଦୁ ଝିଅକୁ ଜିହାଦି ମାନେ ଗଣ ବଳାତ୍କାର କରି ଜିଅନ୍ତଆ ପୋଡ଼ି ଦେଲେ। କଂଗ୍ରେସ ବାଲା […]

Continue Reading

ପ୍ରିୟଙ୍କା ରେଡ୍ଡିଙ୍କ ମୃତ୍ୟୁ ପରେ ଭାଇରାଲ ହେଉଥିବା 9833312222 ପ୍ରକୃତରେ 2018ରେ ବନ୍ଦ ହୋଇସାରିଛି

ହାଇଦ୍ରାବାଦର ଭେଟନାରି ଡକ୍ଟର ପ୍ରିୟଙ୍କା ରେଡ୍ଡି ଦୁଷ୍କର୍ମ ଘଟଣା ପରେ ସୋସିଆମ ମିଡ଼ିଆରେ ଏକ ହେଲ୍ପ ଲାଇନ ନମ୍ବର 9833312222 ଭାଇରାଲ ହେଉଛି। ଏହି ନମ୍ବରକୁ ନିର୍ଭୟା ହେଲ୍ପଲାଇନ ନମ୍ବର ବୋଲି ଦାବି କରାଯାଉଛି। ଏହି ନମ୍ବର ୱାଟ୍ସ ଅପ ଠାରୁ ଆରମ୍ବ କରି ଫେସବୁକ ପଯ୍ୟନ୍ତ ଭାଇରାଲ ହେଉଛି। ଭାଇରାଲ ହେଉଥିବା ମେସେଜରେ କୁହାଯାଇଛି ଯେ, ଏହି ନମ୍ବରକୁ ନିଜ ସ୍ତ୍ରୀ,ଭଉଣି ,ମାଁ ଏବଂ ଝିଅ ସାଙ୍ଗମାନଙ୍କ ପାଖକୁ ପାଠାଇ ଅଧିକରୁ ଅଧିକ ସେୟାର କରନ୍ତୁ। […]

Continue Reading

କ’ଣ RBI ବଜାରକୁ ଛାଡ଼ିଲେ 1000 ଟଙ୍କିଆ ନୋଟ? ଜାଣନ୍ତୁ ସତ।

16 ଅକ୍ଟୋବରରେ ମନୋଜ କୁମାର ପ୍ରଧାନ ନାମକ ଜଣେ ଫେସବୁକ ୟ୍ୟୁଜର ନିଜ ଫେସବୁକ ଆକାଉଣ୍ଟରେ RBI ନୂଆ 1000 ଟଙ୍କିଆ ନୋଟ ବାହାର କରିଥିବା ଦାବି କରିଛନ୍ତି।  ପୋଷ୍ଟ କରାଯାଇଥିବା ନୋଟରେ ମହତ୍ମା ଗାନ୍ଧିଙ୍କର ଫୋଟୋ ଅଛି ଏବଂ ସେଥିରେ 1000 ଟଙ୍କା ମଧ୍ୟ  ଲେଖାଯାଇଛି। 1000 ଟଙ୍କିଆ ନୋଟଟି ପୁରା ବାସ୍ତବ ଭଳି ଦେଖା ଯାଉଛି। 2016 ରେ ପୁରୁଣା 1000 ଏବଂ 500 ଟଙ୍କାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଧ କରିଦେଇଥିଲେ । […]

Continue Reading

ଧାରା 370 ହଟିଲାପେରେ ଏକ ଭୁଲ ଭାରତ ମାନଚିତ୍ର ଭାଇରାଲ ହେଉଛି

ଏହି ବର୍ଷ ୫ ଅଗସ୍ଟରେ ଭାରତର ରାଷ୍ଟ୍ରପତି ଜମ୍ମୁ-କଶ୍ମୀରରୁ ଧାରା 370 ହଟାଇ ଜମ୍ମୁ-କଶ୍ମୀର ରାଜ୍ୟକୁ ଦୁଇଭାଗ କରିବା ପାଇଁ ମଞ୍ଜୁରୀ ଦେଇଥିଲେ। ଏହି ଆଦେଶ ପେରେ ଜମ୍ମୁ-କଶ୍ମୀରକୁ ଲଦାଖ ଏବଂ ଜମ୍ମୁ-କଶ୍ମୀର ନାମରେ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ପରିବରର୍ତ୍ତନ କରାଯାଇଥିଲା। ଏହା ପରେ ସର୍ଭେ ଜେନେରାଲ ଅଫ ଇଣ୍ଡିଆ ଦ୍ଵାରା ୩୧ ଅକ୍ଟୋବର କୁ ଭାରତର ଏକ ନୂଆ ମାନଚିତ୍ର ତିଆରି କରା ଗଲା। ସେବେଠାରୁ ସୋସିଆଲ ମିଡିଆରେ ଜମ୍ମୁ-କଶ୍ମୀର ରାଜ୍ୟର ଦୁଇଟି ଅଂସକୁ ଭାଗକରି […]

Continue Reading

କ’ଣ ସଲମାନ ଖାନ ଦେଇଛନ୍ତି ରାତାରାତି ହେଇଯାଇଥିବା ଷ୍ଟାର ରାନୁ ମଣ୍ଡଲଙ୍କୁ ୫୫ ଲକ୍ଷ ଟଙ୍କାର ଘର? ଜାଣନ୍ତୁ ସତ।

ରାନୁଙ୍କୁ ଆଜି କିଏ ନଚିହ୍ନିଛି। ପଶ୍ଚିମ ବଙ୍ଗର ରାନାଘାଟ ସ୍ଟେଶନରେ ଗୀତ ଗାଈ ଭିକ୍ଷା ମାଙ୍ଗି ଯିବାନ କାଟୁଥିବା ରାନୁ ମଣ୍ଡଲ ରାତାରାତି ଷ୍ଟାର ହେଇଯାଇଛନ୍ତି। କିଛି ଦିନ ମଧ୍ୟରେ ସେ ବଲିଉଡର ଜଣେ ପ୍ରସିଦ୍ଧ ଗାୟିକା ହେଇ ସାରିଛନ୍ତି। କିନ୍ତୁ ଗତ କିଛି ମାସ ଧରି ରାନୁଙ୍କୁ ବିଭିନ୍ନ ବିଷୟ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରା ଯାଉଅଛି। ସେଇଟା ତାଙ୍କ ଫେନ ସହିତ ସେଲଫି କଥା ହେଉ ବା ତାଙ୍କ ମେକଅପ ଉପରେ ଚର୍ଚା […]

Continue Reading

କ’ଣ 62 ବର୍ଷରେ ପ୍ରଥମଥର ଭରାତ ଉପରେ ୱାର୍ଲଡ ବ୍ୟାଙ୍କର କୌଣସି ଋଣ ନାହିଁ ?

ସୋସିଆଲ ମିଡିଆରେ 62 ବର୍ଷରେ ପ୍ରଥମଥର ପାଇଁ  ୱାର୍ଲଡ ବ୍ୟାଙ୍କର ଭାରତ ଉପରେ କୌଣସି ଋଣ ନ ଥିବାର  ଗୁଜବ ଭାଇରାଲ କରାଯାଉଛି। 5 ନଭେମ୍ବରରେ Balabhadra rout ନମକ ଜଣେ ଫେସବୁକ ୟ୍ୟୁଜର ନିଜ ଆକାଉଣ୍ଟରେ ଏହି ଦାବି କରିଛନ୍ତି। ବଲଭଦ୍ର ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଫୋଟୋ ପୋଷ୍ଟ କରିଛନ୍ତି ଏବଂ ସେ ଫୋଟୋ ରେ ବିଗତ 62 ବର୍ଷରେ ପ୍ରଥମଥର ଭାରତ ଉପରେ ୱାର୍ଲଡ ବ୍ୟାଙ୍କର କୌଣସି ଋଣ ନଥିବା କଥା […]

Continue Reading

ଅମରେଶ ନାୟକର ହତ୍ୟା କାଣ୍ଡକୁ ମୋବ ଲିଞ୍ଚଂର ରୂପ ଦିୟାଯାଉଛି

ଫେସବୁକରେ  Indian right wing community ନାମକ ଏକ ପେଜରେ ୨୮ ଅକ୍ଟୋବରରେ ହିନ୍ଦୁ ମୁସ୍ଲିମ ବିବାଦରେ ଏକ ଯୁବକକୁ ହତ୍ୟା କରିବାର ଦାବି କରାଯାଇଛି। ପୋଷ୍ଟରେ ଏହା ମୋବଲିଞ୍ଚଂ ହୋଇଥିବାର କୁହା ଯାଇଛି। ପୋଷ୍ଟରେ  ଓଡ଼ିଶାରେମୋବଲିଞ୍ଚଂ ରେ ଏକ ଯୁବକର ହତ୍ୟା କରା ଯିବାର ଦାବି କରାଯାଇଛି। ଯୁବକର ନାମ ଅମରେଶ ନାୟକ ବୋଲି କୁହାଯାଇଛି ଏବଂ ପୋଷ୍ଟରେ ଯୁବକର ଫୋଟୋ ମଧ୍ୟ ଦିୟାଯୋଇଛି।   ପୋଷ୍ଟରେ ଲେଖା ଯାଇଛି ଯେ, ଓଡ଼ିଶାରେଦୀପାବଳି ରାତିରେ ଅର୍ଥାତ ୨୭ […]

Continue Reading

କ’ଣ ଏବେ ନିଜ ଜମି ବାଡ଼ିକୁ ମଧ୍ୟ ଆଧାର ସହିତ ଲିଙ୍କ କରିବାକୁ ପଡ଼ିବା? କ’ଣ ସତରେ ସରକାର ଏପରି ନିୟମ ବାହାର କରିଛନ୍ତି? ଆସନ୍ତୁ ଜାଣିବା।

ଆଧାର କାର୍ଡ ବିଷୟରେ କିଏ ନଜାଣିଛି। ବର୍ତମାନ ସୁଧା ପ୍ରାୟ ସବୁ ଭାରତୀୟ ନାଗରିକ ପାଖରେ ଆଧାର କାର୍ଡ ଅଛି। ୨୦୧୬ ମସିହାରୁ ଆଧାର କାର୍ଡ ନିୟମ ଲାଗୁ ହେଲା ପରେ ଏହା ସମ୍ବନ୍ଧିତ ଅନେକ ନିୟମ ମଧ୍ୟ ଗଢା ଯାଇଅଛି। ମୋବାଇଲ ନମ୍ବର ହେଉୟ ବା ପ୍ୟାନ କାର୍ଡ ବା ବ୍ୟାଙ୍କ ଖାତା ହେଉ, ଆଜି କଲି ସବୁ ଆଧାର ସହିତ ଲିଙ୍କ କରିବା ପାଇଁ ସରକାର ନିୟମ ବାହାର କରିଅଛି। ସୋସିଆଲ ମିଡିଆରେ ବର୍ତମାନ […]

Continue Reading

କାହିଁକି ଗତ ୪୦ ବର୍ଷରୁ ନାସା ଚନ୍ଦ୍ରକୁ କୌଣସି ଅନ୍ତରୀକ୍ଷ ଯାତ୍ରୀ ପଠାଇ ନାହିଁ? କ’ଣ ଚନ୍ଦ୍ରରେ ଏଲିଏନ ରହୁଥିବାର ନାସାକୁ ମିଳିଥିଲା ପ୍ରମାଣ? କ’ଣ ଏଲିଏନ ହି ସେହି କାରଣ ଯେଉଁଥି ପାଇଁ ନାସା ଚନ୍ଦ୍ରରେ ମଣିଷକୁ ପଠାଊ ନାହିଁ? ଜନତୁ ସତ।

ଚନ୍ଦ୍ରର ସୁନ୍ଦରତାର ପ୍ରସଂଶା କିଏ ବା ନକରେ। କିନ୍ତୁ କ’ଣ ଚନ୍ଦ୍ର ଦେଖିବାକୁ ଯେତେ ସାଧାରଣ ସେତିକି ରହସ୍ୟମୟୀ? ମାନବ ଇତିହାସରେ ସବୁ ଠାରୁ ମହତପୂର୍ଣ ଘଟଣା ହେଲା ଯେ ମଣିଷ ଚନ୍ଦ୍ରରେ ପାଦ ଦେଲା। ଚନ୍ଦ୍ରକୁ ନେଇ ଅନେକ କାହାଣୀ ଜୁଡି ରହିଛି। ସେଇଟା କେତେ ସତ ବା କେତେ ମିଛ କହିବା କଠିଣ। ଏମିତି କେତଟି କାହାଣୀ ବର୍ଷ ବର୍ଷ ଧରି ଚାଲି ଆସିଛି। ଆସନ୍ତୁ ଆଜି ଆମେ ଏହି କାହାଣୀ ସହିତ ଜଡିତ […]

Continue Reading

କ’ଣ ପେଟ୍ରୋଲ ଦାମ ବଢିଲା ପରେ ଜର୍ମାନୀର ଲୋକେ ନିଜ କାର ରାସ୍ତାରେ ଛାଡ଼ି ଚାଲିଗଲେ? କ’ଣ ଏତେ ଗାଡି ରାସ୍ତାରେ ଦେଖି ଜର୍ମାନୀର ସରକାର ପେଟ୍ରୋଲ ଦାମ କମ କରି ଦେଇଥିଲା?

ଆପଣ ରାସ୍ତାରେ ଗାଡି ତ ବହୁତ ଦେଖି ଥିବେ, କିନ୍ତୁ କେବେ ଏମିତି ପରିସ୍ଥିତିର ସାମ୍ନା କରିଛନ୍ତି କି?ରାସ୍ତାରେ ଏପରି ହଜାର ହଜାର ଗାଡ଼ି ଅଟକି ରହିଥିବାର ଦେଖିଛନ୍ତି କି? ଆମେ କିଛି ସମୟ ବା କିଛି ଘଣ୍ଟା ବିଷୟରେ କହୁ ନାହୁଁ। ଆମେ ଆଜି ଏହା ବତାଇବା ପାଇଁ ଯାଉଛୁ ଯେ ଏମିତି କେଉଁ ଘଟଣା ପାଇଁ ଏହି ସହରର ରାସ୍ତା ଅପରେ ଗାଡି ଜମା ହେଇଗଲା ଓ ଏହି ସହର ର ନାମ କଣ।  […]

Continue Reading

କ’ଣ କିସ ଡେରେ ଜେ.ଏନ.ୟୁ ଛାତ୍ରମାନେ ରାସ୍ତା ମଝିରେ ପରସ୍ପରକୁ ଚୁମ୍ବନ କରୁଥିଲେ?

16 ନଭେମ୍ବରରେ ଜେ.ଏନ.ୟୁର ଛାତ୍ରଛାତ୍ରୀ ପରସ୍ପରକୁ ଚୁମ୍ବନ କରୁଥିବାର  ଦାବିରେ ଦୁଇଟି ଫୋଟୋ ଫେସବୁକରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିଲ୍ଲୀ ସ୍ଥିତ ଜେ.ଏନ.ୟୁ ଛାତ୍ରଛାତ୍ରୀମାନେ  କିସ ଡେ ପାଳନ କରାଯାଇଥିଲେ ଏବଂ ରାସ୍ତା ମଝିରେ ପରସ୍ପରକୁ ଚୁମ୍ବନ କରୁଥିଲେ। ଏହି ପୋଷ୍ଟଟି डॉ रामगोपाल वार्णोय ନାମକ ଜଣେ ଫେସବୁକ ୟୁଜର ସେୟାର କରିଛନ୍ତି। ପୋଷ୍ଟରେ ଦୁଇଟି ଫୋଟୋ ଅଛି। ଯେଉଁଥିରେ  ପୁଅ ଝିଅ ପରସ୍ପରକୁ କିସ କରୁଥିବାର ଦେଖା ଯାଉଛି। କେବଳ […]

Continue Reading

କ‘ଣ ରାଜ୍ୟ ସରକାର ଗଞ୍ଜେଇ ଚାଷ ପାଇଁ ଅନୁମତି ଦେଲେ?

19 ନଭେମ୍ବର ରୁ ଫେସବୁକ ସମେତ ସୋସିଆଲ ମିଡିଆରେ ଓଡ଼ିଶା ସରକାର ଗଞ୍ଜେଇ ଚାଷକୁ ଖୁଲମ ଖୁଲା ପ୍ରୋତ୍ସାହନ ଦେବା କଥା ଦାବି କରାଯାଉଛି। କୁମାର ଦେବୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ Be ready to take best award from sh.Naveen Pattnaik for best business man of Ganjei of Odisha ଲେଖି ପୋଷ୍ଟ କରିଛନ୍ତି। ଏହା ଛାଡ଼ା ଫେସବୁକ ଏବଂ ଟୁଇଟରରେ ଓଡ଼ିଶାରେ ଗଞ୍ଜେଇ ଚାଷ ହେବାର […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସବୁ ଧନୀ ଓ ଗରିବ ବର୍ଗର ଲୋଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର ?

ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଏବେ ସମସ୍ତ ବର୍ଗର ଲୋକୋଙ୍କୁ ମିଲିବ ମାଗଣାରେ ଗ୍ୟାସ ସିଲିଣ୍ଡର। ଏପରି ଏକ ଗୁଜବ ଓଡ଼ିଆ ଘର ପରିବାର ୟୁଟ୍ୟୁବର ନିଜ ପୋଷ୍ଟରେ ଦାବି କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ନରେଦ୍ର ମୋଦିଙ୍କର ଉଜ୍ୱଳା ଯୋଜନା ରେ ଏବେ ଧନୀ ,ଗରିବ , ମଧ୍ୟମ ବର୍ଗ ସମେତ ସରକାରି ଚାକିରିୟା ଲୋକଙ୍କୁ ମଧ୍ୟ ସାମିଲ କରା ଯାଇଛି।  ସବୁ ବର୍ଗର ଲୋକୋକଙ୍କୁ ମାଗଣାରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ। ଏହି ଭିଡିଓଟି […]

Continue Reading

କ’ଣ ଏହି ଝିଅ ସହିତ ବିବାହ କରିଲେ ସରକାର ଦେବ ଘର, ଚାକିରି ଏବଂ ପଇସା? କ’ଣ ସତ୍ୟ ଏହି ପୋଷ୍ଟର? ପଢିକି ଜାଣନ୍ତୁ।

ଗୀତା ଜଣେ ମୁକ ବଧିର ଝିଅ ଯେ ୧୧ ବୟସ ରେ ଭୁଲରେ ଦେସର ସୀମା ଟପି ପାକିସ୍ତାନ ପହଞ୍ଚି ଯାଇ ଥିଲେ। ସେ ଗତ ୧୫ ବର୍ଷରୁ ପାକିସ୍ତାନରେ ଅଟକି ରହି ଯାଇ ଥିଲେ। ଅକ୍ଟୋବର ୨୦୧୫ ମସିହାରେ ସ୍ଵର୍ଗତ ସୁଷମା ସ୍ଵରାଜ ଗୀତାଙ୍କୁ ଭାରତକୁ ଫେରେଇ ଆଣି ଥିଲେ ଓ ଗୀତାଙ୍କ ପରିବାର ଲୋକଙ୍କୁ ଖୋଜିବାରେ ସାହାଜ୍ୟ କରୁଥିଲେ। ସ୍ସୁଶମା ସ୍ଵରାଜ ଗୀତାଙ୍କ ବିବାହ ପାଇଁ ଗୋଟିଏ ପୁଅ ମଧ୍ୟ ଖୋଜୁଥିଲେ। ସେ ଗୀତାକୁ […]

Continue Reading

କ,ଣ ମୋଦି ସରକାର ଓଡିଶାରେ ଲଞ୍ଚ୍ କଲେ ସ୍କୁଟି ଯୋଜନା ?

ୟୁଟ୍ୟୁବରେ ଓଡ଼ିଶାରେ ମୋଦି ସରକାରଙ୍କ ସ୍କୁଟି ଯୋଜନା ଲାଗୁ ହେବାର ଗୁଜବ ଭାଇରାଲ ହେଉଛି । ଓଡିଶା ଘର ପରିବାର ନାମକ ଏକ ୟୁଟ୍ୟୁବ ଆକାଉଣ୍ଟରେ ଓଡ଼ିଶାରେ ମୋଦି ସରକାରଙ୍କ ସ୍କୁଟି ଯୋଜନା ଲାଗୁ ହେବା କଥା ଦାବି କରିଛନ୍ତି। ପୋଷ୍ଟଟି 15 ଜୁନ 2019 ରେ ସେୟାର କରାଜାଇଥିଲା।  ପୋଷ୍ଟରେ ମାଦି ସରକାର ଯୋଜନାରେ ସ୍କୁଟି ପାଇଁ କିପରି ଆପ୍ଲାଏ କରିପାରିବେ ସେ ବିଷୟରେ ମଧ୍ୟ କୁହା ଯାଇଛି। ଏହା ଛାଡ଼ା ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Continue Reading

କ’ଣ ବଲିଉଡ ଆକ୍ଟର ପ୍ରଥମଥର ଓଡ଼ିଶା ଆସି ଏକ ଗାଁର ସମସ୍ତ ଘର ରଙ୍ଗ କରିଥିଲେ? ଜାଣନ୍ତୁ ସତ।

ARCHIVE ୟୁଟ୍ୟୁବରେ ଏକ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ଦାବି କରା ଯାଇଅଛି ଯେ,ବଲିଉଡ ଆକ୍ଟର ସଲମାନ ଖାନ ଓଡିଶାର ଏକ ଗାଁର ସମସ୍ତ ଘର ରଙ୍ଗ କରିଥିଲେ। ପୋଷ୍ଟଟି କୁ 20 ଜାନୁଆରି 2018 ରେ kshirod panda ନାମକ ଜଣେ ୟୁଜର ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡିଓରେ ସଲମାନ ଖାନଙ୍କ ସହିତ କରିନା କପୁର ଏବଂ ଟିମ ଏକ ଗାଁର ଘର ରଙ୍ଗ କରୁଥିବାର ଦେଖା ଯାଉଛନ୍ତି। ଭିଡିଓରେ ସଲମାନ ଖାନ ବିଙ୍ଗ […]

Continue Reading

ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ଧରାପଡ଼ିଥିଲେ ପିଲା ଚୋର?

Archive link  23 ଅଗଷ୍ଟରେ ବିଶ୍ୱଜିତ ତାଣ୍ଡି   ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଝାରସୁଗୁଡା ଏବଂ ସୁନ୍ଦରଗଡ଼ ରେ ପିଲା ଚୋରି ହେବାର ଏକ ପୋଷ୍ଟ ସେୟାର କରିଥିଲେ। ଆମେ ପୋଷ୍ଟ  ଦେଖିବଯାଏଁ 1000ରୁ ଅଧିକ ଥର ସେୟାର ହୋଇ ସାରିଛି। ବିଶ୍ୱଜିତ  ପୋଷ୍ଟରେ କିଛି ପିଲା କାର ଡିକିରେ ବସିଥିବାର ଦେଖିବା ଯାଉଛି ।ଏହା ସହିତ ଏନ୍ୟ ଏକ ଫୋଟୋରେ ପୁଲିସ ଜଣେ ମହିଳାକୁ ନେଇ ଯାଉଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି […]

Continue Reading

କ’ଣ ତିନି ବର୍ଷ ପୂର୍ବେ ପାରାଦୀପରୁ ମିଳିଥିଲା ଜଳପରୀ?

Archive Archive ତିନି ବର୍ଷ ପୂର୍ବରୁ ଏବେଜାଏଁ ପାରାଦୀପରୁ ଜଳପରୀ ମିଳିବାର ଏକ ଭିଡିଓ ୟୁଟ୍ୟୁବ, ଫେସବୁକରେ ଭାଇରଲ ହେଉଛି। ୟୁଟ୍ୟୁବରେ sk 8bp ନମର ଜଣେ ୟୁଜର ଆକାଉଣ୍ଟରୁ ଏହା ଭାଇରାଲ ହେଉଛି। ଭିଡିଓରେ ଏକ ମାଛର ହାତ ବାନ୍ଧି ଦିଆଯାଇଛି ଏବଂ ମାଛଟିକୁ ଏକ କାଠ ବାକ୍ସ ଉପରେ ରଖା ଯାଇଛି। ଏତିକି ନାହଁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଭିଡିଓରେ ମାଛଟି ନିଶ୍ୱାସ ନେଉଥିବାର ଦେଖା ଯାଉଛି। ଏହି ପ୍ରାଣୀର ଦେହ ମଣିଷ […]

Continue Reading

ବିହାରରେ ଆକାଶରୁ ବର୍ଷିଲା ରୁପା?

ଆକାଶରୁ ମାଛ ବର୍ଷା କଥା ଶୁଣିଥିବେ, ହେଲେ ରୁପା ବର୍ଷା କଥା କେବେ ଶୁଣିଛନ୍ତି କି ? ଆଜ୍ଞା ହଁ ଦୁଇ ଦିନ ହେଲା ସୋସିଆଲ ମିଡିଆ, ଫେସ୍‌ବୁକ ଏବଂ ବିଭିନ୍ନ ନ୍ୟୁଜ ପୋଟାଲରେ ରୁପା ବର୍ଷା ହେବାର ଏକ ଗୁଜବ ପ୍ରଚାରିତ ହେଉଛି। ଏହି ଗୁଜବକୁ ଓଡ଼ିଶା ଏକ୍ସକ୍ଲୁସିଭ ଏବଂ ନ୍ୟୁଜ 7 ପେଜରେ ପ୍ରକାଶ କରାଯାଇଛି। ତା’ ସହିତ ଫେସବୁକ୍‌ ପେଜରେ ମଲାଦି ରାମବାବୁ ନାମକ ଜଣେ ୟୁଜର ଏହା ନିଜ ଫେସବୁକ ଆକାଉଣ୍ଟରେ […]

Continue Reading

କ’ଣ ଜିଓର ସ୍ଥିତି ଖରାପଯେ ଏବେ ଜିଓ ନିଜ ବ୍ୟବସାଏ ବନ୍ଦ କରି ପାରେ? କ’ଣ ଏଆର୍ଟେଲ ଓ ଭୋଡାଫୋନ ମଧ୍ୟ କ୍ଷତିଗ୍ରସ୍ତ ହୋଇଅଛନ୍ତି? କ’ଣ ଭବିଷ୍ୟ ଟେଲିକମ କମ୍ପାନିର? ଜାଣନ୍ତୁ।

Archive ହେଲୋ ଏପ ରେ ଭାଇରାଲ ହେଇଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଜିଓ କମ୍ପାନୀ ନିଜ ବ୍ୟବସାୟ ବନ୍ଦ କରି ବାର ସମ୍ଭାବନା ଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ରାଷ୍ଟ୍ରୀୟର ଟେଲିକମ କୋମ୍ପାନି ବି.ଏସ.ଏନ.ଏଲ ଓ ଭୋଡାଫୋନ ସମସ୍ଯା ଘେରକୁ ଚାଲି ଯାଇଅଛି ଓ ଭୋଡାଫୋନ ନିଜ ବ୍ୟବସାୟ ବନ୍ଦ କରିବା ପାଇଁ ମଧ୍ୟ ଚିନ୍ତା କରୁଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି […]

Continue Reading

କ’ଣ ଏବେ ସ୍କୁଲରେ ପିଲା ମାନେ ଶିଖିବେ ଚାଷ କାମ? କେବେ ନିଆ ହେଲା ଏହି ନିର୍ଣୟ? ଜାଣନ୍ତୁ।

ଫେସବୁକର ମନ୍ଦିର ମାଳିନୀ ପେଜରେ ୩ ସପ୍ତାହ ପୂର୍ବରୁ ଗୋଟିଏ ଅନୁଛେଦରେ ଏହା ଦାବି କରାଯାଇଅଛି ଯେ କେନ୍ଦ୍ରୀୟ ସରକାର ଏହା ନିର୍ଣୟ ନେଇ ଅଛି ଯେ ଏବେ ସବୁ ସ୍କୁଲରେ ପିଲା ମାନଙ୍କୁ ଚାଷ କାମ ଶିଖା ହେବ। ଏବେ ଚାଷୀମାନେ ଚାଷ ରୁ ମୁଁହ ଫେରେଇ ନେଲେଣି।ଛୋଟବେଳୁ ପିଲାମାନେ ମଧ୍ୟ ଚାଷ ପ୍ରତି ନାକ ଟେକିଲେଣି। ଏହାକୁ କିନ୍ତୁ ଗୁରୁତର ଭାବେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ ଏନେଇ ନୂଆ […]

Continue Reading

କ’ଣ ଅଲଗା ଜାତିରେ ବିବାହ କରିଲେ ମିଳିବ ଏବେ ସରକାରୀ ଚାକିରି? କ’ଣ ସରକାର କରିଅଛି ଏହି ପ୍ରତିଶ୍ରୁତି? କେବେ ଠାରୁ ଲାଗୁ ହେଲା ଏହି ନୂଆ ନିୟମ? ଜାଣନ୍ତୁ।

ଫେସବୁକର ଓଡିଶା ଏକ୍ସକ୍ଳୁସିଭ ପେଜରେ ଛପି ଥିବା ଏହି ଅନୁଛେଦରେ ଏହା ଦାବି କରା ଯାଇଅଛିଜେ ଅଲଗା ଜାତିରେ ବିବାହ କରିଲେ ସରକାର ଦେବେ ସରକାରୀ ଚାକିରି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଆମ ଦେଶରୁ ଜାତିପ୍ରଥା ଦୂର କରିବା ପାଇଁ ସରକାର ଏହା ନିୟମ କରିଅଛି ଯେ ଅଲଗା ଜାତିରେ ବିବାହ କରିଲେ ସରକାର ୨.୫ ଲକ୍ଷ୍ୟ ତାଙ୍କ ଦବ। ପୂର୍ବରୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ […]

Continue Reading

ଏପରି କେଉଁ ରୋଗରୁ ପୀଡିତ ଏହି ଛୋଟ ପିଲା? କ’ଣ ଏହି ପିଲାର ଶରୀରଟି ଧୀରେ ଧୀରେ ହୋଇଯାଉଛି ପଥର? କ’ଣ ଏହି ରୋଗର କୌଣସି ଚିକିତ୍ସା ଉପଲବ୍ଧ ନାହିଁ? କ’ଣ ହାତ ଠିୟା କରି ସାରିଆଛନ୍ତି ଡାକ୍ତର? ଜାଣନ୍ତୁ ସତ।

Archive ଫେସବୁକର ଓଡ଼ିଆ ଦୁନିଆର ପେଜରେ ଛପି ଥିବା ଏହି ଖବରଟୀ ବାଂଲାଦେଶର ଗୋଟିଏ ନିବାସୀ ମେହଦି ହସନ ଯେ ମାତ୍ର ୮ ବର୍ଷର ଗୋଟିଏ ପିଲା, ତାଙ୍କ ଅଜବ ଧରଣର ରୋଗ ବିଷୟରେ ବର୍ଣନା କରାଯାଇଅଛି। ଏହି ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଏହି ପିଲାକୁ ଏପରି ଗୋଟିଏ ରୋଗ ମାଡି ବସିଅଛି, ଯାହା ଫଳରେ ଏହି ଛୁଆର ଦେହ ଧୀରେ ଧୀରେ ଗୋଟିଏ ପଥରକୁ ବଦଲୁଅଛି। ଏହି ପୋଷ୍ଟରେ ଏହା ମଧ୍ୟ […]

Continue Reading

କ’ଣ ନାଗସାପ ମୁଣ୍ଡରୁ ବାହାରୁଅଛି ନାଳୀ ରଙ୍ଗ ଆଲୋକ? କ’ଣ ଏହା ଗୋଟିଏ ଦିବ୍ୟ ସାପ? କ’ଣ ରହସ୍ୟ ଲୁଚି ରହିଅଛି ଏହି ଭିଡିଓରେ? ଜାଣନ୍ତୁ।

ଫେସବୁକର ଓଡ଼ିଆ ଅନାବନା ପେଜରେ ଭାଇରଳ ହୋଇଥିବା ଏହି ପୋଷ୍ଟର ଶୀର୍ଷକରେ ଏହା ଦାବି କରା ଯାଇଅଛି ଯେ କର୍ନାଟକା ରାଜ୍ୟର ଚିକମଙ୍ଗୁଲୁରୁ ଜିଲ୍ଲାର ହୋଲମାକି ଗାଁରେ ଗୋଟିଏ ଅଜବ ଧରଣର ନାଗସାପ ଦେଖିବାକୁ ମିଳିଚି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଜଙ୍ଗଲରେ ଦେଖା ଯାଉଥିବା ଦୁର୍ଲଭ ନାଗସାପ ମୁଣ୍ଡ ଉପରେ ଲାଲ ରଙ୍ଗର ଆଲୋକ ଚମକୁଛି। ଏହି ଦବ୍ୟ ନାଗସାପକୁ ଲୋକେ ପୂଜା ମଧ୍ୟ କରିବାକୁ ଲାଗିଲେ। ଏହି ପୋଷ୍ଟରେ ଏହା […]

Continue Reading

ଆଶ୍ଚର୍ଯ୍ୟ କରି ଦେଉଅଛି ଏହି ପୋଷ୍ଟ। କ’ଣ ଯୁଗ ଆଗରୁ ଲୋକେ ଜାଣିଥିଲେ ଯେ ଭାରତରେ ବି.ଜେ.ପି ଶାସନ ଆସିବା? କଣ ସତ ଏହି ପୋଷ୍ଟ ବିଷୟରେ? ଜାଣନ୍ତୁ।

Archive ନରେନ୍ଦ୍ର ମୋଦିଙ୍କ ନାମର ଏହି ଫେସବୁକ ପେଜରେ କିଛି ଦିନ ପୂର୍ବରୁ ଗୋଟିଏ ଏହି ମୁଦ୍ରାର ଛବି ପୋଷ୍ଟ କରା ଯାଇଥିଲା। ଏହି ଛବିରେ ମୁଦ୍ରାର ଗୋଟିଏ ପାର୍ଶ୍ଵ ରେ ଓଁ ସହିତ ଏକ ପଦ୍ମ ଫୁଲ ଅଛି ଏବଂ ଆଉ ଗୋଟିଏ ପାର୍ଶ୍ଵ ରେ ଭଗବାନ ଶ୍ରୀ ରାମ ଓ ସିତାଙ୍କ ପ୍ରତିଛବି ଅଛି। ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ୧୮୧୮ ମସିହାରେ ମଧ୍ୟ ଲୋକେ ଜାଣି ଥିଲେ ଯେ ଭାରତରେ […]

Continue Reading

କ’ଣ ଶ୍ରୀଲଙ୍କାରେ ମିଳିଅଛି ପ୍ରଭୁ ଶ୍ରୀ ହନୁମାନଙ୍କ ଗଦା? କ’ଣ ଇନ୍ଟରନ୍ଯାଶନାଲ ରାମାୟାଣ ରିସର୍ଚ ସେଣ୍ଟରର ଅଧିକାରୀ ଶ୍ରୀଲଙ୍କା ଯାଇ ଏହି ଗଦାର ଖୋଜ କରି ପାଇଥିଲେ? କେଉଁଠି ଅଛି ଏହି ଗଦା ବର୍ତମାନ ସମୟରେ? ଜାଣନ୍ତୁ।

Archive 20 ଅକ୍ଟୋବର ୨୦୧୯ ମସିହାରେ ଫେସବୁକର ଓଡ଼ିଆ ଦୁନିଆ ପେଜର ଗୋଟିଏ ଅନୁଛେଦରେ ଭଗବାନ ହୁନମାନଙ୍କ ଗଦା ଏବଂ ଗୋଟିଏ ବିଶାଳକାୟ ନରକଙ୍କାଳ ଶ୍ରୀଲଙ୍କାରେ ପାଇବାର ଦାବି କରା ଯାଇଅଛି। http://bit.ly/hanuman-gadda-found-in-srilanka। ଏହି ପୋଷ୍ଟର ଦାବି ଅନୁସାରେ, ଏହି ଖୋଜଟି କିଛି ଦିନ ପୂର୍ବରୁ ଶ୍ରୀଲଙ୍କାରେ କରା ଯାଇଅଛି। ଏହାକୁ ଠାକୁରଙ୍କ ଚମତ୍କାର ବୋଲି କୁହାଯାଉଅଛି। ଏହି ଅନୁଚ୍ଛେଦ ଅନୁସାରେ ମିଳିଥିବା ଗଦାଟି ସ୍ଵର୍ଣପଦାର୍ଥରେ ତିଆରି ଏବଂ ଏହାର ଓଜନ ୧୦୦୦ କେ.ଜି ଠୁ ଅଧିକ। […]

Continue Reading

କେଉଁ ମାଧ୍ୟମ ବ୍ୟବହାର କରି ଯିବାଆସିବା କରୁଥିଲେ ପୁରୁଣା କାଳ ପୋଲିସ? କ’ଣ ଏହି ସାଇକେଲଟି ପୋଲିସ ଦ୍ଵାରା ବ୍ୟବହାର କରାଯାଉଥିଲା? କେଉଁ ରାଜ୍ୟ ବା କେଉଁ ଦେଶରେ ଓ କିଏ ବ୍ୟବହାର କରୁଥିଲେ ଏହି ସାଇକେଲଟି କୁ? ଜାଣନ୍ତୁ ସତ।

ଗତ କିଛି ଦିନ ଆଗରୁ ଏହି ପୋଷ୍ଟଟି ଫେସବୁକରେ ଭାଇରାଲ ହୋଈଅଛି। ଏହି ପୋଷ୍ଟଟି କୁ ଫେସବୁକ ର ଓଡ଼ିଆ ଅନାବନା ପେଜରେ ପୋଷ୍ଟ କରାଯାଇଅଛି। ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ଛବିରେ ଥିବା ସାଇକେଲଟି କୁ ପୁରୁଣା କାଳ ପୋଲିସ ବ୍ୟବହାର କରୁଥିଲେ। ଏହି ସାଇକେଲଟି କୁ କେଉଁ ରାଜ୍ୟ ବା କେଉଁ ଦେଶର ପୁଲିସ ବ୍ୟବହାର କରୁଥିବା ବିଷୟରେ କୌଣସି ଟିପ୍ପଣୀ କରା ଯାଇ ନାହିଁ। ମାତ୍ର କିଛି ଘଣ୍ଟା ଭିତରେ […]

Continue Reading

କ’ଣ କହିଛନ୍ତି ଐଶ୍ବର୍ୟା ରାଏ ସଲ୍ମାନ ଖାନ ବିଷୟରେ? କ’ଣ #ମୀ ଠୁ ପ୍ରଚାରରେ ଐଶ୍ବର୍ୟା ରାଏ କରିଛନ୍ତି ସଲ୍ମାନ ଏବଂ ତାଙ୍କ ସମ୍ବନ୍ଧ ବିଷୟରେ ଚର୍ଚ୍ଚା? କ’ଣ ଏହି କାହାଣୀର ସତ୍ୟତା? ଜାଣନ୍ତୁ।

ଫେସ୍‌ବୁକର ଓଡ଼ିଆ ଅନାବନା ପେଜରେ ଛପି ଥିବା ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ବର୍ୟା ରାଏ ସଲ୍ମାନ ଓ ନିଜ ସମ୍ବନ୍ଧ କୁ ନେଇ #ମୀ ଠୁ ରେ ସବୁ କିଛି କହିଅଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ଐଶ୍ବର୍ୟା ରାଏ ନିଜ ଟୁଇଟର ରେ ଏହା ଟୁଇଟ କରିଅଛନ୍ତି ଯେ ତାଙ୍କୁ ଅପବ୍ୟବହାର, ମାରପିଟ ଏବଂ ଧମକ ଦେଉଥିଲେ ସଲ୍ମାନ। ସେ ସଲ୍ମାନଙ୍କ ନାମ ନ […]

Continue Reading

କ’ଣ ମ୍ୟାଗୀରେ ପାଇଥିବା ହାନିକାରକ ପଦାର୍ଥର ଖବର ବର୍ତମାନ ସମୟର? କ’ଣ ସତ୍ୟତା ଏହି ଖବରର? ଜାଣନ୍ତୁ ସତ୍ୟ।

Archive ୬ ଅକ୍ଟୋବର ୨୦୧୯ ମସିହାରେ ଫେସବୁକର ମୁଁ ଓଡ଼ିଆ ପେଜରେ ପୋଷ୍ଟ ହୋଈଥିବା ଏହି ଖବରରେ ଏହା ଦାବି କରା ଯାଇଅଛି ଯେ ନେସ୍ଟଲେ କମ୍ପାନୀ ଦ୍ଵାରା ତିଆରି ମ୍ୟାଗୀରେ ୦.୭% ସୀସା ଓ ଏମ.ଏସ.ଜୀ. ରହିଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ପରିମାଣର ସୀସା ଏବଂ ଏମ.ଏସ.ଜୀ. ପ୍ରକୃତରେ ଛୋଟ ପିଲାଙ୍କ ଦେହ ପାଇଁ କ୍ଷତିକାରକ। ଏହା ହଜମ ପ୍ରକ୍ରିୟା ଦୁର୍ବଳ କରେ ଏବଂ ଯକୃତକୁ ମଧ୍ୟ […]

Continue Reading

ଓଡ଼ିଶା ଜଙ୍ଗଲରେ ବୁଲୁଅଛି ଏକ ଭୁତ। କେଉଁ ଜଙ୍ଗଲରେ ଦେଖାଇଛି ଏହି ଭୁତ? କ’ଣ ଏହି ଘଟଣାଟି ପ୍ରକୃତରେ ଘଟିଅଛି? ଜାଣନ୍ତୁ ସତ।

ଗତ କିଛି ଦିନରୁ ଭାଇରାଲ ହେଇଥିବା ଏକ ଭିଡିଓରେ ଏହା ଦାବି କରାଯାଇଅଛି ଯେ ଓଡ଼ିଶାର ଗୋଟିଏ ଜଙ୍ଗଲରେ ଧଳା ପୋଷାକ ପିନ୍ଧିଥିବା ଗୋଟିଏ ଭୂତଟି କୁ ଦେଖାଯାଇଅଛି। ଭିନ୍ନ ଭିନ୍ନ ଲୋକ ଏହି ଭିଡିଓଟି କୁ ପୋଷ୍ଟ କରି ନିଜର ଦାବି ପ୍ରସ୍ତୁତ କରିଛନ୍ତି। ମୂଳ ସୂତ୍ରରୁ ଏହା ଜଣା ପଡ଼ିଛି ଯେ ଏହି ଭିଡିଓଟି ଗତ ସପ୍ତାହ ଠାରୁ ବିଭିନ୍ନ ସୋସିଆଲ ମିଡିଆ ଦ୍ଵାରା ଓଡ଼ିଶା ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ଭାଇରାଲ କରାଯାଉଅଛି।  […]

Continue Reading

କ’ଣ ଏହି ଜୀବଟି ଓଡ଼ିଶାରେ ଦେଖା ଯାଇଥିଲା? କିଏ ଏହି ଜୀବ ଆଉ କ’ଣ ସତରେ ଏହାର ଆତଙ୍କ ଓଡ଼ିଶା ବାସୀଙ୍କୁ ଡରାଇ ରଖି ଥିଲା? ଜାଣନ୍ତୁ ସତ୍ୟ ଘଟଣା।

ଜୁନ ୯, ୨୦୧୭ ମସିହାରେ TV9 Kannada ଚ୍ଯାନେଲ ଏହା ଦାବା କରିଥିଲା ଯେ ଏହି ଜୀବଟି ଓଡ଼ିଶାରେ ୧୦୦ ମେଣ୍ଢାଙ୍କ ହତ୍ୟା ଓ ରାତ୍ରି ସମୟରେ ମଣିଷ କୁ ବି ଘାତ ପହଞ୍ଚାଇଥିଲା। ଏହି ଜୀବ ଦେହର ତଳ ଅଙ୍ଗ  ଗୋଟିଏ ଛେଳି ପରିକା ଓ ଦେହ ର ଉପର ଅଙ୍ଗ ମନୁଷ୍ୟ ବୋଲି ଦାବି କରାହୋଇଅଛି ଏବଂ ଏହାର ଚେହେରାଟି ଦେଖିବାକୁ ମଣିଷ ପରିକା  କିନ୍ତୁ ମୁଣ୍ଡରେ ଦୁଇଟା ସିଙ୍ଘ ଅଛି ବୋଲି ଦାବି […]

Continue Reading

କ’ଣ ଓଡ଼ିଶା ରେ ହୋଇଥିଲା ଅକସ୍ମାତ୍ ଗୁଳିକାଣ୍ଡ? କ’ଣ ସତ୍ୟ କାହାଣୀ ଏହି ଭିଡିଓ ପଛରେ? ଜାଣନ୍ତୁ

କିଛି ସୋସିଆଲ୍ ମିଡ଼ିଆ ଦାବି କରିଛନ୍ତି ଯେ ଭାଇରାଲ ହୋଇଥିବା ଏହି ଭିଡିଓ ଟି ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ର ଅଟେ। ଏବଂ ଅନ୍ୟ କେତେକ ସୋସିଆଲ୍ ମିଡ଼ିଆ ଏହା ଖୋର୍ଧା ଜିଲ୍ଲା ର ହୋଇଥିବା ନେଇ ଦାବି ପ୍ରକାଶ କରିଛନ୍ତି । ଏହି ଭିଡିଓ ରେ ଥିବା ଦୃଶ୍ୟ ରୁ ଏହା ଜଣାପଡ଼ୁଛି ଯେ ଭିଡିଓ ରେ ଥିବା ଦୁଇ ଜଣ ବ୍ୟକ୍ତି ପେଟ୍ରୋଲ ପମ୍ପ ରେ ଗୁଳିଚାଳନା କରୁଛନ୍ତି । ଏହି ଭିଡିଓ ଟି […]

Continue Reading

କ’ଣ ଏହି ଆଶ୍ଚର୍ଯ୍ୟ କରି ଦେଉଥିବା ଭିଡିଓଟି ଓଡ଼ିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଅଞ୍ଚଳର? କ’ଣ ବାଘର ଶିକାର ହୋଈଥିଲେ ଗୋଟିଏ ଲୋକ? କେଉଁ ନ୍ଯାଶନ୍ଯାଲ ପାର୍କରେ ଘଟିଛି ଏହି ଘଟଣା। ଜାଣନ୍ତୁ ସତ କାହାଣୀ।

ସୋସିଆଲ ମିଡିୟା ମିଡିଆ ରେ ଭାଇରାଲ ହୋଇଥିବା ଏହି ଭିଡିଓ ରେ ଏହା ଦାବି କରାଯାଇଛି ଯେ ଏହି ଭିଡିଓ ଟି ଓଡିଶାର ଓଡ଼ିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଦାରିଙ୍ଗବାଡ଼ି ଜିଲ୍ଲା ଅଞ୍ଚଳରେ ଘଟିଛି। ଏହି ଭିଡିଓ ରେ ଏହା ଦେଖା ଯାଇଛି ଯେ କିଛି ବାଘମାନେ ମିଶି ଗୋଟିଏ ମଣିଷର ଶିକାର କରୁଅଛନ୍ତି। ଏହି ଭିଡିଓ ର  ଫ୍ୟାକ୍ଟ ଚେକ୍‌ କରିଲା ପରେ ଆମେ ଏହା ଜାଣିପାରିଲୁ ଯେ ଏହି ଭିଡିଓ ଟି January ଜାନୁଆରୀ […]

Continue Reading